Daily Archives

March 11, 2022

୨ ବର୍ଷ ପରେ ନିଜ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଙ୍ଗରେ ବସି ଖାଇଲେ, ପାଦ ଛୁଇଁ ଆଶୀର୍ବାଦ ବି ନେଲେ 

କନକ ବ୍ୟୁରୋ: ୪ଟି ରାଜ୍ୟରେ ବଡ ବିଜୟ ପରେ ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦୁଇ ବର୍ଷ ପରେ ନିଜ ମା ହୀରାବେନଙ୍କୁ ଭେଟିଛନ୍ତି । ୨୦୧୯ ମସିହା ଅକ୍ଟୋବର ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ମାଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତେବେ…

ପେଟିଏମକୁ ଆରବିଆଇର ବଡ ଝଟକା । ପେଟିଏମରେ ଯୋଡି ହୋଇପାରିବେନି ନୂଆ ଗ୍ରାହକ

କନକ ବ୍ୟୁରୋ : ଡିଜିଟାଲ ପେମେଣ୍ଟ ଆପ୍  ପେଟିଏମକୁ ଆପଣ ବେଶ ଭଲ ଭାବେ ଜାଣିଥିବେ । ଏହା ସାହାଯ୍ୟରେ ଆପଣ ଟଙ୍କା ଦେଣନେଣ ବି କରୁଥିବେ । ହେଲେ ଏବେ ଏହି ଡିଜିଟାଲ ପେମେଣ୍ଟ ଆପକୁ ଲାଗିଛି ବଡ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ଉପରେ ଲଗାଇଛି ଏକ ବଡ…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ମାଡ଼ ହେଲା ଭାରତର କ୍ଷେପଣାସ୍ତ୍ର । ଭୁଲ ସ୍ୱୀକାର କଲା ବିଦେଶ ମନ୍ତ୍ରାଳୟ

କନକ ବ୍ୟୁରୋ: ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ପଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଭାରତୀୟ କ୍ଷେପଣାସ୍ତ୍ର ନିଜ ସୀମାରେ ପଡ଼ିଥିବା ନେଇ ଗତକାଲି ପାକିସ୍ତାନ କହିଥିଲା । ଏହାସହ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ଏନେଇ ଉତ୍ତର ରଖିବାକୁ କହିଥିଲା । ଆଜି ଏହାର…

ନକଲି ଡାକ୍ତର ରମେଶ ସ୍ୱାଇଁ ସାମ୍ନା କରିବେ ଅସଲି ପ୍ରଶ୍ନ । କରାଯିବ ଲାଇ ଡିଟେକସନ୍ ଟେଷ୍ଟ

କନକ ବ୍ୟୁରୋ: ୧୮ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ଲାଏ ଡିଟେକସନ ଟେଷ୍ଟ । ଏହି ଠକ ମାଷ୍ଟରର ସତ ଆଉ ମିଛ ଧରିବାକୁ କମିଶନରେଟ୍ ପୋଲିସ ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । ପଲିଗ୍ରାଫ ଟେଷ୍ଟ ପାଇଁ ରମେଶଙ୍କ ମତାମତ ଲୋଡ଼ିଥିଲେ କୋର୍ଟ, ଆଉ…

ବିଜୟ ପରେ ଗୁଜରାଟରେ ମୋଦିଙ୍କ ଶକ୍ତି ପ୍ରଦର୍ଶନ: ଅହମଦାବାଦରେ ୧୦ କିଲୋମିଟର ରୋଡ ସୋ’

କନକ ବ୍ୟୁରୋ: ୪ ରାଜ୍ୟର ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିବା ପରେ ଶୁକ୍ରବାର ଗୁଜରାଟ ଅହମଦାବାଦରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ରୋଡ ଶୋ ଜରିଆରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି । ଆଉ କିଛି ଦିନ ପରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।…

ପଞ୍ଜାବରେ ଆପର କମାଲ ଦେଖି ଚିନ୍ତାରେ ବିରୋଧୀ: କଂଗ୍ରେସରେ ପୁଣି ଆରମ୍ଭ ହେଲା ଦଳୀୟ କନ୍ଦଳ 

କନକ ବ୍ୟୁରୋ: ପଂଜାବ ବିଧାନସଭା ନିର୍ବାଚନରେ କମାଲ କରିଛି ଆମ ଆଦମୀ ପାର୍ଟି । ମ୍ୟାଜିକ ନମ୍ବରଠୁ ବେଶ ଅଧିକ ଆସନ ନିଜ ନାଁରେ କରି ନୂଆ ଇତିହାସ ରଚିଛି ଆପ୍ । ବିପୁଳଭୋଟ ସହ ପଂଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ହେବାକୁ ଯାଉଛନ୍ତି । ମାର୍ଚ୍ଚ ୧୬ରେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀଭାବେ…