Daily Archives

March 7, 2022

ବାଲି ମାଫିଆଙ୍କ ଟାର୍ଗେଟରେ ନଦୀ ଶଯ୍ୟା । ବେଆଇନ ଭାବେ ବୈତରଣୀ ନଦୀରୁ ଉତ୍ତୋଳନ ହେଉଛି ଶହ ଶହ ଟ୍ରିପ ବାଲି

କନକ ବ୍ୟୁରୋ: ବାଲି ମାଫିଆଙ୍କ ଟାର୍ଗେଟରେ ନଦୀ ଶଯ୍ୟା । ଦୈନିକ ବେଆଇନ୍ ଭାବେ ବୈତରଣୀ ନଦୀରୁ ଉତ୍ତୋଳନ ହେଉଛି ଶହ ଶହ ଟ୍ରିପ ବାଲି । ଫଳରେ ସରକାର କୋଟି ଟଙ୍କା ଟଙ୍କା ରାଜସ୍ୱ ହରାଉଥିବା ବେଳେ କ୍ଷୟ ହେଉଛି ନଦୀ ଶଯ୍ୟା । ଏଥିସହ ବେଆଇନ୍ ବାଲି ଚାଲାଣ ହେବା ଦ୍ୱାରା ବିଭିନ୍ନ ସମସ୍ୟାର…

ପୋଲିସ ଖୋଜୁଛି ମହାକାଳପଡ଼ା ଗୁଳିକାଣ୍ଡ ଘଟଣାର ଖିଅ । ହତ୍ୟା ପାଇଁ ପ୍ରେମିକା ଦେଇଥିଲେ କି ସୁପାରୀ ?

କନକ ବ୍ୟୁରୋ: ଆଗକୁ ବଢିଛି ମହାକାଳପଡା ବକରପୁର ଗୁଳିକାଣ୍ଡ ଘଟଣାର ତଦନ୍ତ । ଏହି ଘଟଣାରେ ପୋଲିସ ୨ଜଣ ସୁପାରି କିଲରଙ୍କୁ କବଜାକୁ ନେଇଥିବାବେଳେ ଆଉ ଦୁଇ ଜଣଙ୍କୁ କଡା ଜେରା କରିଛି । ଆଉ ଜେରାରୁ ଜାହା ଜଣାପଡିଛି ସେଥିରୁ ଘଟଣା ଆହୁରି ଗମ୍ଭୀର ରୂପ ନେଉଛି । ଘଟଣା ପଛରେ ଆରମ୍ଭରୁ ପ୍ରେମ…

ଆଜି ପେଟ୍ରୋଲ ଭରି ନିଅ, ନହେଲେ… । ତେଲ ଦର ବୃଦ୍ଧି ଆଶଙ୍କାରେ ପିସିସି ସଭାପତିଙ୍କ କଟାକ୍ଷ

କନକ ବ୍ୟୁରୋ : ତେଲ ଦର ବୃଦ୍ଧି ଆଶଙ୍କାରେ ପିସିସି ସଭାପତିଙ୍କ କଟାକ୍ଷ । ରାହୁଲ ଗାନ୍ଧୀଙ୍କ ଶୈଳୀରେ କଟାକ୍ଷ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ପେଟ୍ରୋଲ ଭରିବାକୁ ଚିନ୍ତା କରୁଥିଲେ ଆଜି ହିଁ ଭରନ୍ତୁ ପେଟ୍ରୋଲ । ନଚେତ୍ ପରବର୍ତ୍ତି ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।…

ପିଲାଙ୍କ ପାଇଁ ଗଣିତ ପାର୍କ । ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବାରେ ହେବ ସହାୟକ

କନକ ବ୍ୟୁରୋ : ଆମେ ଅନେକ ପାର୍କ ଦେଖିଛେ, ପାର୍କରେ ସକାଳୁ ସକାଳୁ କେଉଁଠି ଲୋକେ ବାୟାମ୍ କରୁଥିବାର ନଜର ଆସିଥାନ୍ତି ତ ଆଉ କେଉଁଠି ପାର୍କରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ ଆମ ରାଜ୍ୟରେ ପ୍ରଥମ ଥର ପାଇଁ ଏପରି ଏକ ପାର୍କ ନିର୍ମାଣ ହୋଇଛି, ଯାହାକି ଶିକ୍ଷା କ୍ଷେତ୍ରରେ…

ମାତିଛନ୍ତି ଡିଜିଟାଲ ସୁନ୍ଦରୀ : ଡିଜିଟାଲ ପ୍ଲାଟଫର୍ମରେ ଅଶ୍ଳୀଳ ଚାଟ୍ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ : ମାତିଛନ୍ତି ଡିଜିଟାଲ ସୁନ୍ଦରୀ । ଡିଜିଟାଲ ପ୍ଲାଟଫର୍ମରେ ଅଶ୍ଳୀଳ ଚାଟ୍ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଉପାନ୍ତରୁ ଉପକୂଳ ସବୁଆଡେ ଏବେ ଡିଜିଟାଲ ସୁନ୍ଦରୀଙ୍କ ମାୟାଜାଲ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡିଓ ଚାଟ୍ କରି ବ୍ଲାକମେଲିଂ କରି ଲୁଟ୍ କରୁଛନ୍ତି ।…

ନାମାଙ୍କନ ଦାଖଲର ଶେଷ ଦିନ : କଟକରେ ନାମାଙ୍କନ ଭରିଲେ ସୁବାସ ସିଂ ଓ ଶ୍ରୀତମ ଦାସ

କନକ ବ୍ୟୁରୋ : ମୈଦାନ ପ୍ରସ୍ତୁତ । ପ୍ରତି ଦଳର ଯୋଦ୍ଧା ବି ରେଡ୍ଡି । ପୌର ନିର୍ବାଚନରେ ଜୋରଦାର ହେବ ଫାଇଟ । ଆଜି ନାମାଙ୍କନ ଭରିବା ଶେଷ ଦିନରେ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁବନେଶ୍ୱର ବିଜେଡି ମେୟର…