Daily Archives

February 23, 2022

କେମିତି ଆସିବ ପଞ୍ଚାୟତର ପୂରା ରେଜଲ୍ଟ ? କେମିତି ହେବ ଗଣତି ? ଜାଣନ୍ତୁ ପୁରା ପ୍ରକ୍ରିୟା ।

କନକ ବ୍ୟୁରୋ : ପଞ୍ଚାୟତ ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି, ଯେ କେମିତି ହେବ ଭୋଟ୍ ଗଣତି ? ଆସନ୍ତୁ ଜାଣିବା ଭୋଟ୍ ଗଣତିର ପୂରା ପ୍ରକ୍ରିୟା । ପଞ୍ଚାୟତ ଫଳାଫଳକୁ ନେଇ ବଢ଼ୁଛି ଉତ୍କଣ୍ଠା । କେମିତି ଆସିବ ପଞ୍ଚାୟତର ପୂରା ରେଜଲ୍ଟ ? ଆସନ୍ତା…

ଭୋଟର ତାଲିକାରେ ତ୍ରୁଟି । ମତଦାନ ବେଳେ ମାଳ ମାଳ ଅଭିଯୋଗ, କେମିତି ବଦଳୁଛି ଭୋଟରଙ୍କ ଠିକଣା ?

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ନାଁ ନରହିବା ନେଇ ପ୍ରବଳ ପ୍ରତିକ୍ରିଆ ପ୍ରକାଶ ପାଉଛି । ଏହାକୁ ନେଇ ହିଂସାକାଣ୍ଡ ଓ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୋଟର…

ସୁପ୍ରିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା, ବିଜୟ ମାଲ୍ୟା, ନୀରବ ମୋଦୀ ଓ ମେହୁଲ ଚୋକ୍ସିଙ୍କ ଠାରୁ ଆଦାୟ ହୋଇଛି…

କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କର ହଜାର ହଜାର କୋଟି ଟଙ୍କା ଠକି ନେଇ ବିଦେଶ ପଳାଇଥିବା ନୀରବ ମୋଦୀ. ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଠାରୁ ଏପର୍ଯ୍ୟନ୍ତ କେତେ ଟଙ୍କା ଆଦାୟ କରାଯାଇପାରିଛି ସେନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ…

ଘନେଇଲା ଯୁଦ୍ଧ ଆଶଙ୍କା । ଅସ୍ତ୍ରଶସ୍ତ୍ର ସହ ରୁଷିଆ ସେନା ପ୍ରସ୍ତୁତ, କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହୋଇପାରେ…

କନକ ବ୍ୟୁରୋ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ଧିରେ ଧିରେ ଜଟିଳ ହେବାରେ ଲାଗିଛି । ‘ମସ୍କୋ ଟାଇମ୍ସ’ ରିପୋର୍ଟ ଅନୁସାରେ ୟୁକ୍ରେନ୍ ସରକାର ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ଏଥିସହ ରୁଷିଆରେ ଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ଦେଶକୁ ଫେରି ଆସିବାକୁ ନିର୍ଦ୍ଦେଶ…

ସଭା ମଞ୍ଚରେ ଉଠ୍ ବସ ହେଲେ ବିଜେପି ବିଧାୟକ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି । ଏହି କ୍ରମରେ ଏଠାରେ ଅନେକ ଅଜବ ଚିତ୍ରମାନ ଦେଖିବାକୁ ମିଳୁଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ତରିକାରେ ପ୍ରଚାର କରୁଛନ୍ତି । ହେଲେ ୫ ବର୍ଷ ଧରି ଶାସନ କ୍ଷମତାରେ…

ଢିଙ୍କିଆରେ ତେଜୁଛି ଜିନ୍ଦଲ ବିରୋଧୀ ଆନ୍ଦୋଳନ, ସମାଧାନ ପାଇଁ ପୁଣି ଢିଙ୍କିଆ ଗସ୍ତ କରିବେ ହାଇକୋର୍ଟର ସ୍ୱତନ୍ତ୍ର…

କନକ ବ୍ୟୁରୋ : ଜଗତସିଂପୁର ଜିଲ୍ଲା ଢିଙ୍କିଆରେ ଜିନ୍ଦଲକୁ ବିରୋଧ କରି ଲୋକମାନେ ଆନ୍ଦୋଳନ କରୁଛନ୍ତି । ଏନେଇ ପ୍ରଥମେ ହାଇକୋର୍ଟର ଏକ କମିଟି ଢିଙ୍କିଆ ଗସ୍ତ କରି ସମସ୍ୟାର ସମାଧାନ କରିବାକୁ ଯାଇଥିବା ବେଳେ ଏହାକୁ ସେଠିକାର କିଛି ଲୋକ ବିରୋଧ କରିବା ସହ କମିଟି ସଦସ୍ୟଙ୍କୁ ସେଠାରୁ ଫେରାଇ…