Daily Archives

February 10, 2022

ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ଶୁଣାଣି । ହିଜାବ ମୌଳିକ ଅଧିକାର କି ନୁହେଁ ସୋମବାର ଦିନ କହିବେ…

କନକ ବ୍ୟୁରୋ: ହିଜାବ ବିବାଦ ଭିତରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ରିତୁ ରାଜ ଅୱସ୍ତୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଚୂଡାନ୍ତ ନିଷ୍ପତ୍ତି ନଆସିବା ଯାଏଁ କଲେଜ ଛାତ୍ରଛାତ୍ରୀ କୌଣସି ଧାର୍ମିକ ପୋଷାକ ପିନ୍ଧିପାରିବେ ନାହିଁ । ସ୍କୁଲ, କଲେଜ ଶୀଘ୍ର…

ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଆଶିଷ ମିଶ୍ରାଙ୍କୁ ଜାମିନ । ଗତବର୍ଷ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇ ବିବାଦକୁ…

କନକ ବ୍ୟୁରୋ: ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ ମିଳିଛି । ଆଶିଷଙ୍କ ବିରୋଧରେ ୩୦୨ ଭଳି ଦଫା ଲାଗିଛି । ଏପରି ସ୍ଥିତିରେ ତାଙ୍କୁ କେମିତି ଶୀଘ୍ର ଜାମିନ୍ ମିଳିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେପଟେ ଜଣେ…

ଜାଗ୍ରତିଙ୍କ ନାଁରେ ବର୍ଷାଙ୍କ ଅଭିଯୋଗ । ଜାଗ୍ରତିଙ୍କ ନାଁରେ ପୁରୀଘାଟ ଥାନାରେ ବର୍ଷାଙ୍କ ଅଭିଯୋଗ 

କନକ ବ୍ୟୁରୋ: ଅନୁଭବଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଲାଙ୍କ ନାଁରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ । ଗୁରୁବାର ବର୍ଷା ପୁରୀଘାଟ ଥାନାରେ ଜାଗ୍ରତିଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହିତ ବର୍ଷା କହିଛନ୍ତି, ଅନୁଭବଙ୍କୁ ମାଧ୍ୟମ କରି ଜାଗ୍ରତି ମୋ ସମ୍ମାନହାନୀ କରୁଛନ୍ତି ।…

ଦୁଇ ବର୍ଷ ପରେ ଛୋଟ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ପାଠର ଚାପ ନଦେବାକୁ ପରାମର୍ଶ ଦେଲା ଅଭିଭାବକ ସଂଘ ।

କନକ ବ୍ୟୁରୋ : ଦୀର୍ଘ ୨ବର୍ଷ ପରେ ସ୍କୁଲରେ ସିଧାସଳଖ ବସି ପାଠପଢ଼ିବେ ଛୋଟଛୋଟ ପିଲା । ତୃତୀୟ ଲହର ତଳମୁହାଁ ହେବା ପରେ ସରକାର ଛୋଟ ପିଲାଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ତାରିଖ ବି ଘୋଷଣା ହୋଇଛି । କିନ୍ତୁ ଦୀର୍ଘ ଦିନ ପରେ ପିଲା ସ୍କୁଲକୁ ଫେରିବାକୁ…