Daily Archives

February 18, 2021

ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ, କକ୍ଷତ୍ୟାଗ କଲେ…

କନକ ବ୍ୟୁରୋ: ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ । ଗୃହରେ ହୋ-ହଲ୍ଲା କରି ବିଜେପି ଓ କଂଗ୍ରେସ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି । ତେବେ ବିଜେପି ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ଆଇନଶୃଙ୍ଖଳା , ମଣ୍ଡି, କୋଟିଆ…

ବଜେଟ୍ ଅଧିବେଶନ ଆରମ୍ଭ । ରାଜ୍ୟପାଳଙ୍କ ଅଭିଭାଷଣ, ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ, ଦିବଙ୍ଗତ ବିଧାୟକ ଓ ବିଶିଷ୍ଟ…

କନକ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭା ୨୦୨୧ ବଜେଟ ଅଧିବେଶନ । ପ୍ରଥମେ ବିଧାସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଭାଷଣ ରଖିଛନ୍ତି । କହିଛନ୍ତି କି, ଏହି ଷୋଡ଼ଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର…

କିରଣ ବେଦୀଙ୍କ ବିଦାୟ ପରେ ତାମିଲି ସାଇ ହେଲେ ପୁଡୁଚେରୀ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ…

କନକ ବ୍ୟୁରୋ : ଗୋଟେପଟେ ପୁଡୁଚେରୀରେ କଂଗ୍ରେସ ସରକାର ସଂକଟରେ ଥିବା ବେଳେ ପୁଡୁଚେରୀ ରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଫେରାଇ ନେଇଛନ୍ତି କେନ୍ଦ୍ର ସରକାର । ଏହି ପଦ ଗୋଟିଏ ଦିନ ଖାଲି ପଡିବା ପରେ ଆଜି ତାମିଲି ସାଇ ପୁଡୁଚେରୀର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାମିଲି ସାଇ…

ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ : କେମିତି ଓ କାହିଁକି ‘ପରୀ’କୁ ହତ୍ୟା କରିଥିଲା ଅଭିଯୁକ୍ତ ?…

କନକ ବ୍ୟୁରୋ : ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ । ସତ ମାନିଲା ସୈତାନ । କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲି ପୂରା ଘଟଣାକୁ ଅଭିଯୁକ୍ତର ସ୍ୱୀକାର କରିଛି । ଅଭିଓ, ଭିଡିଓରେ ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆସିଛି ।  ନିଜେ ଅଭିଯୁକ୍ତ ସ୍ୱୀକାର କରିଛି, ପରୀକୁ ତଳେ…

୨୦୨୧ IPL ପାଇଁ ଆଜି ହେବ ଖେଳାଳିଙ୍କ ନିଲାମି । ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି, ଓଡିଶାରୁ ତାଲିକାରେ ଅଛନ୍ତି…

କନକ ବ୍ୟୁରୋ: ଆଜି ହେବ ୨୦୨୧ ଆଇପିଏଲ୍ ଅକ୍ସନ । ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଚେନ୍ନାଇରେ ଏହି ଅକ୍ସନ । ଏହି ଅବସରରେ ୨ କୋଟି ପ୍ରାଇସ୍ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ହରଭଜନ ସିଂ , କେଦାର ଯାଦବ , ଷ୍ଟିଭେନ୍ ସ୍ମିଥ୍ ଏବଂ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ୨…

କ୍ଷୀର ବ୍ୟବସାୟ ପାଇଁ ଟ୍ରାଫିକ ଦେଉଥିଲା ଟେନସନ । ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଦେଲେ ଚାଷୀ, ଚର୍ଚ୍ଚାରେ…

କନକ ବ୍ୟୁରୋ : ଆଉ ଟେନସନ ଦେବନି ଟ୍ରାଫିକ । କ୍ଷୀର ବିକ୍ରି ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ କି ଟ୍ରାଫିସ ସମସ୍ୟା । କାରଣ ଟ୍ରାଫିକ ଟେନସନକୁ ଟାଟା କରିବାକୁ ହେଲିକପ୍ଟର କିଣିଦେଲେ ଦୁଗ୍ଧ ଚାଷୀ । ନିଜ ବ୍ୟବସାୟକୁ ସୁଗମ କରିବାକୁ ୩୦ କୋଟିର ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ…