Daily Archives

September 18, 2020

ସୁସ୍ଥ ପରେ ବି ଟଳୁନି ସମସ୍ୟା : ସୁସ୍ଥ ହେବାର ୧୫ଦିନ ପରେ ପୁଣି ହସ୍ପିଟାଲରେ ଭର୍ତି ହେଲେ ମହିଳା; ରାଜ୍ୟର ୧୫-୨୦%…

କନକ ବ୍ୟୁରୋ : କ‌ରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ସମସ୍ୟା ଟଳୁନାହିଁ। ରୋଗୀଙ୍କ ଶରୀରରେ ପ୍ରବଳ ଜ୍ବର ସହିତ ନିମୋନିଆ ହେଉଛି। ଫଳରେ ରୋଗୀଟିଏ ଅସୁସ୍ଥ ହୋଇପଡ଼ୁଛି। ରାଜଧାନ‌ୀରେ କୋଭିଡ୍‌ରୁ ମୁକ୍ତ ହୋଇଥିବା ଜଣେ ମହିଳା କୋଭିଡ୍‌ ପରବର୍ତୀ ସମସ୍ୟା ବା ପୋଷ୍ଟ କୋଭିଡ୍‌…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୦ରୁ ୩ ଦିନ ରାଜ୍ୟବ୍ୟାପୀ ବର୍ଷା, ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ; ଆଜି ଏହି…

କନକ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୦ରୁ ୨୨ତାରିଖ, ୩ ଦିନ ଧରି ରାଜ୍ୟବ୍ୟାପୀ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୋନପୁର, ସମ୍ବଲପୁର, ଅନୁଗୁଳ,…

ସମ୍ବାଦପତ୍ର ଖବର ସବୁଠୁ ବିଶ୍ୱାସଯୋଗ୍ୟ : ଦ୍ୱିତୀୟରେ ରେଡିଓ ; ୬୧% ଖବର ପାଠକ ମିଥ୍ୟା ଖବର ନେଇ ଚିନ୍ତିତ

କନକ ବ୍ୟୁରୋ : ଖବର ପାଇବାର ସବୁଠୁ ବିଶ୍ବାସଯୋଗ୍ୟ ଉତ୍ସ ହେଉଛି ସମ୍ବାଦପତ୍ର ବା ଛପା ଗଣମାଧ୍ୟମ। ମିଡିଆ କନ୍‌ସଲ୍‌ଟିଂ ସଂସ୍ଥା ଓର୍‌ମାକ୍ସ ମିଡିଆ ପକ୍ଷରୁ କରାଯାଇଥିବା ସର୍ଭେରେ ଅନ୍ୟ ସମସ୍ତ ପାରମ୍ପରିକ ଓ ଡିଜିଟାଲ୍‌ ଖବର ଉତ୍ସକୁ ପଛରେ ପକାଇ ଦେଇଛି ସମ୍ବାଦପତ୍ର। ବିଶ୍ବାସଯୋଗ୍ୟ…

ନିଯୁକ୍ତି ହରାଇଲେ ୬୬ ଲକ୍ଷ ପେସାଦାର : ଚାରି ବର୍ଷର ଅଗ୍ରଗତି ଧୋଇନେଲା ଲକ୍‌ଡାଉନ୍‌; ୫୦ ଲକ୍ଷ ଶିଳ୍ପ ଶ୍ରମିକ…

କନକ ବ୍ୟୁରୋ : କରୋନା ମହାମାରୀ ସବୁ ବର୍ଗର ନିଯୁକ୍ତିକୁ ପ୍ରଭାବିତ କରିଛି । କେବଳ ଶ୍ରମିକ କିମ୍ବା ତଳିଆ କର୍ମଚାରୀ ନୁହେଁ ବରଂ ମୋଟା ଅଙ୍କର ବେତନ ପାଉଥିବା ଇଞ୍ଜିନିୟର, ଡାକ୍ତର ଓ ଶିକ୍ଷକମାନେ ମଧ୍ୟ ଚାକିରି ହରାଇ ବେକାର ହୋଇଛନ୍ତି। ବେସରକାରୀ ସଂସ୍ଥା ସେଣ୍ଟର ଫର ମନିଟରିଂ…

କଟକ-ଭୁବନେଶ୍ୱରରେ କଡାକଡି ହେଲା ଚେକିଂ: କୋଭିଡ ନିୟମ ଉଲ୍ଲଘଂନକାରୀଙ୍କ ଉପରେ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ;…

କନକ ବ୍ୟୁରୋ: ଟ୍ୱିନ୍ ସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡିଛି କମିସନରେଟ୍ ପୋଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ । ଦୋକାନଗୁଡିକୁ ଯାଂଚ କରାଯାଉଛି ।…

ଆଶଙ୍କାରେ ପିଜି ପ୍ରବେଶିକା ପରୀକ୍ଷା : ମାଡ଼ିଚାଲିଛି କରୋନା, ଚିନ୍ତାରେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି(ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ଲାଗି ଅକ୍ଟୋବର ୧୦ରୁ ୧୯ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଥିବା ‌ବେଳେ ପରୀକ୍ଷାକୁ…