Daily Archives

July 13, 2020

ସଂସଦର ମୌସୁମି ଅଧିବେଶନ ପାଇଁ ପ୍ରସ୍ତୁତି, ସରକାର ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବେ

କନକ ବ୍ୟୁରୋ : ସଂସଦର ମୌସୁମି ଅଧିବେଶନ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଏବଂ ସରକାର ଏନେଇ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ମନ୍ତ୍ରୀ କହିଥିଲେ ମୌସୁମି ଅଧିବେଶନ କେବେ ଆରମ୍ଭ ହେବ ଏବଂ…

ସତର୍କ ରୁହନ୍ତୁ ! ଆସନ୍ତା ୨ ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଆକଳନ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ :  ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର…

ପ୍ରଥମ ଦେଶ ଭାବେ ଋଷିଆ କୋଭିଡ ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା: ଟିକାର ପରୀକ୍ଷଣ ସଫଳ ହୋଇଥିବା…

କନକ ବ୍ୟୁରୋ : ମସ୍କୋରୁ ଆସିଛି ଏକ ଏମିତି ଖବର ଯାହା କିଛିଟା ଆଶ୍ୱସ୍ତି ଆଣିଦେଇଛି । ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି । କ୍ଲିନିକାଲ ଟ୍ରାଏଲ ଅର୍ଥାତ ଗୋଟିଏ ଟିକା ପ୍ରସ୍ତୁତ ହେବା ପରେ ଏହା ପ୍ରଥମେ…

ସିନ୍ଧିଆଙ୍କ ପରେ ସଚିନ୍: ବିଜେପିରେ ଯୋଗ ଦେବେ କି ସଚିନ ପାଇଲଟ୍; ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ…

କନକ ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ କ୍ଷମତା ଲଢେଇ । ଦଳରେ ଖୋଲାଖୋଲି ବିଦ୍ରୋହ ନାରା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଦିଲ୍ଲୀରେ ଥିବା ସଚିନ ଆଜି ରାଜସ୍ଥାନରେ ହେବାକୁ ଥିବା କଂଗ୍ରେସ ବିିଧାୟକ ଦଳ ବୈଠକରେ ଯୋଗ ଦେବେନି ବୋଲି ସଫା ସଫା କହିଛନ୍ତି । ମିଳିିଥିବା ସୂଚନା…