Daily Archives

April 29, 2020

ସତର୍କ ରୁହ ୮ ଜିଲ୍ଲା ! ବାତ୍ୟା ଆଶଙ୍କା ନାହିଁ କିନ୍ତୁ ରାଜ୍ୟରେ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାରେ ବର୍ଷା ଓ…

କନକ ବ୍ୟୁରୋ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, କିନ୍ତୁ ଏହା ଦ୍ୱାରା ଭାରତୀୟ ମୂଳ ଭୂଖଣ୍ଡରେ ବାତ୍ୟା ହେବାର ଆଶଙ୍କା କମ ରହିଛି । ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ…

କରୋନା ମୁକାବିଲା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: କହିଲେ, ସହଯୋଗ କଲେ ଇତିହାସ ରଚିବ ଓଡିଶା, ହେଳା…

କନକ ବ୍ୟୁରୋ: କରୋନା ଲଢେଇରେ ଜିତିବା ପାଇଁ ଅଂଟା ଭିଡିଛି ଓଡିଶା । ରାଜ୍ୟରେ କରୋନା ମହାମାରୀର ପ୍ରକୋପ ବଢି ଚାଲିଥିବା ବେଳେ ଏହାର ଗତିପଥ ରୋକିବା ପାଇଁ ରାଜ୍ୟ ସରକାର ନେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଐତିହାସିକ ପଦକ୍ଷେପ । ଇତିମଧ୍ୟରେ ଲାତାବନ୍ଦ କଟକଣା ଯୋଗୁଁ ବାହାର ରାଜ୍ୟରେ…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ବାହାର ଫେରନ୍ତାଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : କରୋନା ମୁକାବିଲାପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସାବଧାନ ରହିବାକୁ ପଡ଼ିବ । ୧୦ ଦିନ ତଳେ ରାଜ୍ୟରେ…

ବଜାରର ଭିଡକୁ ଦେଖି ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ହେଲା ଡେଲି ମାର୍କେଟ; ଜିଲ୍ଳାରେ ସପ୍ତାହକୁ ଗୋଟିଏ ଦିନ ପାଇଁ…

କନକ ବ୍ୟୁରୋ: ସୁନ୍ଦରଗଡ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ବଜାର ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଡେଲି ମାକେର୍ଟକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର । ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି ବଜାର ଖୋଲିବ । ଏହା ବ୍ୟତିତ ପ୍ରତ୍ୟେକ ଦିନ ଘରକୁ ଘର ବଲି…

ତାଲାବନ୍ଦ ବେଳେ ମାତିଛନ୍ତି କାଠ ମାଫିଆ ଓ ଇଟାଭାଟି ମାଲିକ: ବେଧଡକ ଜଙ୍ଗଲ ଖୋଳି, ଗଛ କାଟି ଇଟା ପୋଡୁଛନ୍ତି ମାଫିଆ

କନକ ବ୍ୟୁରୋ: ତାଲାବନ୍ଦ ବେଳେ ମାତିଛନ୍ତି କାଠ ମାଫିଆ ଓ ଇଟାଭାଟି ମାଲିକ । ମହାମାରୀ କରୋନା ପାଇଁ ଘୋଷଣା ହୋଇଥିବା ଲକଡାଉନ୍ର ସୁଯୋଗ ନେଇ ଜଙ୍ଗଳ ଓ ପରିବେଶକୁ ନଷ୍ଟ କରୁଛନ୍ତି ମାଫିଆମାନେ । ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଯାଗାରେ ଲୋକଙ୍କ ଚଳ ପ୍ରଚଳ ନଥିବାରୁ ଜଙ୍ଗଲ ଉପରେ ମାଫିଆଙ୍କ…

ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ୩ ପଜିଟିଭଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ଯୁବତୀ । ସଂକ୍ରମିତଙ୍କ ବୟସ…

କନକ ବ୍ୟୁରୋ: ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୩ ଆକ୍ରାନ୍ତ ଦେବଗଡ,ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାର ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲେକ ସଂପର୍କ ବିଭାଗ । ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ତେବେ କେନ୍ଦୁଝର ପଂଚପାଲି ଅଂଚଳର ୬୦ ବର୍ଷୀୟ…