Daily Archives

April 29, 2020

ବଢ଼ୁଛି କରୋନା ପ୍ରକୋପ : ୩ ନୂଆ ଜିଲ୍ଲାକୁ ଡେଇଁଲା କରୋନା, ୧୪ ଜିଲ୍ଲାକୁ ବ୍ୟାପିଲା ଭାଇରସ୍

କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ସଂକ୍ରମଣ । ଦିନକୁ ଦିନ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ମାରାତ୍ମକ ଭାଇରସ୍ । ପୂର୍ବରୁ କିଛି ଜିଲ୍ଲାରେ ସୀମିତ ଥିବା କରୋନାଇ ଭାଇରସ୍ ଏବେ ୧୪ ଜିଲ୍ଲାକୁ ବ୍ୟାପିଛି । ସଂକ୍ରମଣ ତାଲିକା…

ଲକଡାଉନ୍ ପରେ ଯୁକ୍ତ ଦୁଇ ପରୀକ୍ଷା: ୭ ଦିନ ଆଗରୁ ଛାତ୍ରଛାତ୍ରୀମାନଙ୍କୁ କରାଯିବ ଅବଗତ; ରାଜ୍ୟ ସରକାରଙ୍କ ସଂକେତ…

କନକ ବ୍ୟୁରୋ: କରୋନା ସଂକଟ ଭିତରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ ଖବର । ଲକଡାଉନ ଉଠିବାର ୭ ଦିନ ଭିତରେ ହିଁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, କରୋନା ମୁକାବିଲା ନେଇ…

ଚିନ୍ତା ବଢ଼ାଇଲା କରୋନା : ନୂଆ ଜିଲ୍ଲାରୁ ଆଉ ୩ କରୋନା ରୋଗୀ ଚିହ୍ନଟ । ପ୍ରଥମ ଥର ପାଇଁ ଦେବଗଡ଼, ଝାରସୁଗୁଡ଼ା ଓ…

କନକ ବ୍ୟୁରୋ : ରାଜ୍ୟରେ କରୋନା ତାଲିକା ଲମ୍ବା ହୋଇ ଚାଲିଛି । ଆଜି ସକାଳରୁ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ  ହୋଇଛନ୍ତି । ଲକଡାଉନ୍ ଖୋଲିବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବଢ଼ୁଛନ୍ତି ସଂକ୍ରମିତ…

ଆନ୍ଧ୍ର-ତେଲେଙ୍ଗାନା ସୀମା ଦେଇ ଓଡିଶାକୁ ଆସୁଛନ୍ତି ଶ୍ରମିକ: ବାଙ୍ଗାଲୁର, ଚେନ୍ନାଇ, ହାଇଦ୍ରାବାଦରୁ ସାଇକେଲ ଓ ପାଦରେ…

କନକ ବ୍ୟୁରୋ: ମାଲକାନଗିରି- ତେଲେଙ୍ଗାନା ଓ ତେଲେଙ୍ଗାନା ସୀମା ଦେଇ ପ୍ରତି ଦିନ ଶହଶହ ସଂଖ୍ୟକ ଶ୍ରମିକ ପାଦଚଲା ରାସ୍ତା ଅତିକ୍ରମ କରି ଓଡିଶା ଫେରୁଛନ୍ତି । ହାଇଦ୍ରାବାଦ, ବାଙ୍ଗାଲୁର, ଚେନ୍ନାଇ, ବିଜୟୱାଡା ଓ ଭଦ୍ରାଚଲମ ଆଦି ଅଂଚଳରେ କାମ କରୁଥିବା ଓଡିଶା ଶ୍ରମିକମାନେ ସାଇକେଲ ଏବଂ ପାଦରେ…

ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ : ୫୪ ବର୍ଷ ବୟସରେ ଆଖି ବୁଜିଲେ ବଲିଉଡ଼୍ ଅଭିନେତା

କନକ ବ୍ୟୁରୋ : ସିନେ ଜଗତରେ ଦୁଃଖର ଛାୟା । ଆଖି ବୁଜିଛନ୍ତି ବଲିଉଡ ଆଗଧାଡିର ଅଭିନେତା ଇରଫାନ୍ ଖାନ୍ । କ୍ୟାନସର ରୋଗରେ ଦୀର୍ଘଦିନ ହେଲା ପୀଡିତ ହେବା ପରେ ଶେଷରେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।  ୫୪ ବର୍ଷରେ ଆଖି ବୁଜିଲେ ଅଭିନେତା ଇରଫାନ୍ ଖାନ  । ମୁମ୍ବାଇର କୋକିଲାବେନ୍…

ସାବଧାନ୍ ! ସୋସିଆଲ ମିଡିଆରେ ଘୂରି ବୁଲୁଛି କୋଭିଡ-୧୯ ୱେବସାଇଟର ଏହି ଫେକ୍ ଲିଙ୍କ…ଖୋଲିବା ମାତ୍ରକେ କ୍ଷଣିକ…

କନକ ବ୍ୟୁରୋ: ଆପଣଙ୍କ ନିକଟକୁ କୋଭିଡ୍-୧୯ ନାଁରେ କୌଣସି ଲିଙ୍କ୍ କିମ୍ବା ଇମେଲ ଆସୁଛି କି? ଯେଉଁଥିରେ ଆପଣଙ୍କୁ ତାଲାବନ୍ଦ ଯୋଗୁଁ ଯଦି ଆପଣ କେଉିଁଠି ଫଶି ଯାଇଛନ୍ତି ଏବଂ ଘରକୁ ଫେରିବାକୁ ଚାହୁଁଛନ୍ତି ବା କରୋନା ମହାମାରୀ ସଂପର୍କିତ ତଥ୍ୟ ଜାଣିବାକୁ ଚାହୁଁଥିଲେ ଏକ ଓ୍ବେବସାଇଟର ଲିଙ୍କ୍…