Daily Archives

April 27, 2020

ପରଦା ପଛର ଅଦୃଶ୍ୟ ଯୋଦ୍ଧା ମୁଁ ! ମୁଁ ପୋଲିସ୍ ନୁହେଁ କି ଡାକ୍ତର ନୁହେଁ । ହେଲେ ମୁଁ ବି ସେବା କରୁଛି . ସଂକ୍ରମଣ…

କନକ ବ୍ୟୁରୋ : ମୁଁ ଡାକ୍ତର ନୁହେଁ । ନା ଅଛି ମୋ ଦେହରେ ଖାକି ବର୍ଦ୍ଦି । ହେଲେ ସେମାନଙ୍କ ପରି ମୁଁ ବି ସାମିଲ କରୋନା ବିରୋଧୀ ଯୁଦ୍ଧରେ । ପରଦା ପଛର ରହି ମହାମାରୀ ସହ ଅହରହ ସଂଗ୍ରାମ କରୁଛନ୍ତି କିଛି ଏପରି ଅଦୃଶ୍ୟ କରୋନା ଯୋଦ୍ଧା । ଦୃଷ୍ଟି ଆଢ଼ୁଆଳରେ ରହି ସଂକ୍ରମିତଙ୍କ ପାଇଁ ସାଜିଛନ୍ତି…

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ଓଡିଶା ଉଠାଇ ନାହିଁ ଲକଡାଉନ ପ୍ରସଙ୍ଗ: ରାଜ୍ୟ ବାହାରେ ଥିବା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିରେ ଓଡିଶା ଉଠାଇନାହିଁ ତାଲାବନ୍ଦ ବଢାଇବା ପ୍ରସଙ୍ଗ । ଆଜି ତାଲାବନ୍ଦ ସମ୍ପର୍କରେ ପରବର୍ତୀ ରଣନୀତି ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଓଡିଶା…

କରୋନା ମୁକାବିଲାର ଏକମାତ୍ର ବାଟ ତାଲାବନ୍ଦ : ଲକଡାଉନ୍ ଅବଧି ଆଉ ମାସେ ବଢ଼ୁ ବୋଲି ମତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ,ସେପଟେ…

କନକ ବ୍ୟୁରୋ : କରୋନା ମୁକାବିଲାର ଏକମାତ୍ର ବାଟ ତାଲାବନ୍ଦ । ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ତାଲାବନ୍ଦ ହିଁ ଭାଇରସକୁ ରୋକିପାରିବ । ଅନ୍ୟ ଦେଶ ଗୁଡ଼ିକରେ କରୋନା ସ୍ଥିତି ଅଣାୟତ ଥିବାବେଳେ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଅନେକ ମାତ୍ରାରେ ନହେଲେ ନାହିଁ କିଛିକାଂଶରେ…

କରୋନା ପାଇଁ ମାଟ୍ରିକ ଖାତାଦେଖା ବିଳମ୍ବ: ବୋର୍ଡ ସଭାପତିଙ୍କ ସୂଚନା; ଲକଡାଉନ ପରେ ଖାତାଦେଖା ତୁରନ୍ତ ସାରିବାକୁ…

କନକ ବ୍ୟୁରୋ: ତାଲାବନ୍ଦ ଉଠିଲେ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନଥିବା ବେଳେ ଲକଡାଉନ କଟକଣା ହଟିଲେ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ…

ଆନ୍ଧ୍ର ରାଜଭବନର ୪ କର୍ମଚାରୀ କରୋନା ପଜିଟିଭ : ମୁଖ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ରାଜ୍ୟପାଳଙ୍କ ରୋଷେୟାଙ୍କୁ ବି…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ରାଜଭବନ କର୍ମଚାରୀ କରୋନା ସଂକ୍ରମିତ । ରାଜଭବନର ଚାରି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ରାଜଭବନର ଚାରି ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଗୁଆ ପଦକ୍ଷେପ ଭାବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର…

ତାଲାବନ୍ଦ କଟକଣାକୁ ମାନିଲେ, ମାସ୍କ ପିନ୍ଧି ବିବାହ କଲେ : ଜମ୍ମୁ କାଶ୍ମୀରରୁ ଆସିଲା ନିଆରା ଚିତ୍ର, ବିନା ଅତିଥିରେ…

କନକ ବ୍ୟୁରୋ : ତାଲାବନ୍ଦ ସତ୍ୱେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ସମ୍ପନ୍ନ ହେଲା ବାହାଘର । କରୋନା ଭୂତାଣୁ ସଂକ୍ରମଣ ଭିତରେ ଜାମ୍ମୁ କାଶ୍ମୀରରେ ହୋଇଛି ଏହି ବିବାହ । ହାତ ଗଣତି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାମାଜିକ ଦୂରତାକୁ ପାଳନ କରାଯାଇ ମାସ୍କ ପିନ୍ଧି ବିବାହ କରିଛନ୍ତି ଏହି ଦମ୍ପତି…