Daily Archives

April 27, 2020

ଓଡିଆ ଯୁବକଙ୍କ କରୋନା କାହାଣୀ: ମହାରାଷ୍ଟ୍ରରୁ ୧୭ଶହ କିଲୋମିଟର ସାଇକେଲରେ ଆସିଲେ ଯାଜପୁର; ସଂଘରୋଧରେ ରହିଲେ ୧୪ ଦିନ

କନକ ବ୍ୟୁରୋ: ୧୭ଶହ କିଲୋମିଟର ସାଇକେଲରେ ଯାତ୍ରା କରି ମହାରାଷ୍ଟ୍ରରୁ ଯାଜପୁର ପହଂଚିଲେ ୨୦ବର୍ଷୀୟ ଶ୍ରମିକ ମହେଶ ଜେନା । ସାରା ଦେଶରେ ତାଲା ବନ୍ଦ ହେବା ପରେ ଆଉ କୌଣସି ଉପାୟ ନପାଇ ନିଜ ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ ମହେଶ । ମହାରାଷ୍ଟ୍ର ସାଙ୍ଗଲିରୁ ଏପ୍ରିଲ ୧ତାରିଖରେ ନିଜ ଯାତ୍ରା…

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଶେଷ : ଆଲୋଚନା ପରେ ମୋଦି କହିଲେ, ତାଲାବନ୍ଦରୁ ଲାଭ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ଶେଷ । ଦେଶରେ କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସି ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ମୁଖ୍ୟତଃ ୩ରୁ ୪ଟି…

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ: ପରିବହନ ମନ୍ତ୍ରୀ କହିଲେ, ଯଦି ଟ୍ରେନ୍ କିମ୍ବା ଏୟାରଲାଇନ୍…

କନକ ବ୍ୟୁରୋ: ବାହାରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏହାର ମଧ୍ୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯଦି ଟ୍ରେନ କିମ୍ବା ଏୟାରଲାଇନ୍ସ ଖୋଲିବନି ତେବେ ବସରେ ଅଣାଯିବ । ରାଜ୍ୟ ପାଖରେ ୧୫ ହଜାର ବସ ଅଛି ।…

ଅର୍ଥନୀତି ସୁଧାରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ପଦକ୍ଷେପ: ପୁଞ୍ଜିବଜାରରେ ସ୍ଥିରତା ଆଣିବାକୁ ମ୍ୟୁଚୁଆଲ…

କନକ ବ୍ୟୁରୋ: ମ୍ୟୁଚୁଆଲ୍ ଫଣ୍ଡ ଉପରେ ନଗଦ ଚାପ ହ୍ରାସ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମ୍ୟୁଚୁଆଲ ଫଣ୍ଡ ପାଇଁ ଆରବିଆଇ ୫୦ ହଜାର କୋଟିର ଏକ ସ୍ୱତନ୍ତ୍ର ନଗଦ ସୁବିଧା ଘୋଷଣା କରିଛି। ମ୍ୟୁଚୁଆଲ୍ ଫଣ୍ଡ୍ଗୁଡ଼ିକ ପାଇଁ ସୋମାବାର ଦିନ…

ମେ’ ୩ ପରେ କ’ଣ ହେବ? ତାଲାବନ୍ଦର ଅବଧି ବଢ଼ିବ ନା’ ଉଠିବ? ଏନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…

କନକ ବ୍ୟୁରୋ: ମେ’ ୩ ତାରିଖ ତାଲା ବନ୍ଦ ପରେ କ’ଣ ହେବ? ତାଲା ବନ୍ଦର ଅବଧି ବଢ଼ିବ ନା’ ତାଲା ବନ୍ଦ ଉଠିବ? ଏହାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଆଉ ଏହାରି ଭିତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ମିଳିଥିବା…

ଦେହରେ କର୍କଟ, ଦେଶରେ କରୋନା…କର୍ତ୍ତବ୍ୟ ପାଇଁ ରୋଗକୁ ଭୁଲିଗଲେ ଯୁବ ଆଇପିଏସ୍ ଅଫିସର : ନିଜ ଜୀବନକୁ ବାଜି ଲଗାଇ…

କନକ ବ୍ୟୁରୋ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଜାରି ରହିଥିବା ଲକଡାଉନ୍ ପରିସ୍ଥିତି ବେଳେ ବିଶେଷ କରି ସ୍ବାସ୍ଥ୍ୟକର୍ମୀ ଏବଂ ସୁରକ୍ଷା କର୍ମୀମାନେ ହିଁ ପ୍ରକୃତ ସମ୍ମୁଖ ଯୋଦ୍ଧାର ଦାୟିତ୍ବ ନିର୍ବାହ କରୁଛନ୍ତିା ତେବେ ଏପରି ବିଶେଷ ସ୍ଥିତିରେ ନିଜର ଦାୟିତ୍ବ ନିଭାଇବା ଅବସରରେ ନିଜ…