Monthly Archives

December 2019

ନୂଆବର୍ଷ ପାଇଁ ଓଡ଼ିଶା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା : ପ୍ରେସମିଟ କରି ସୂଚନା ଦେଲେ ଡିଜି, ଜିରୋ ନାଇଟ ସେଲିବ୍ରେସନ…

କନକ ବ୍ୟୁରୋ : ନୂଆବର୍ଷ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯୁବପୀଢି ଠାରୁ ଆରମ୍ଭ କରି ସଭିଏଁ ସମସ୍ତେ ପ୍ରସ୍ତୁତ । ଏବେ ବଡବଡ ହୋଟେଲ ଠାରୁ ଆରମ୍ଭ କରି ବିଭିନ୍ନ ଇଭେଣ୍ଟ ସଂସ୍ଥା…

ନୂଆବର୍ଷକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୋଲିସ ମୁତୟନ , ସୁରକ୍ଷା ବ୍ୟବସ୍ଥା କଡାକଡି

ବିଦାୟର ଦ୍ୱାର ଦେଶରେ ୨୦୧୯ । ନୂଆବର୍ଷ ୨୦୨୦ର ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି । ମନରେ ଭରି ରହିଛି ଅନେକ ଉକ୍ରଣ୍ଠା । ୨୦୨୦କୁ ନେଇ ଶୁଭେଚ୍ଛା ବାର୍ତ୍ତା ଆଜିଠାରୁ ଭାଇରାଲ ହେଲାଣି । ତେବେ ନୂଆବର୍ଷକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।…

ଥଣ୍ଡାରେ କମ୍ପୁଛି ଦିଲ୍ଲୀ : ୪୫୦ ବିମାନ ଉଡ଼ାଣରେ ବିଳମ୍ବ, ୨୧ଟିର ଦିଗ ପରିବର୍ତ୍ତନ

କନକ ବ୍ୟୁରୋ : ଥରୁଛି ଭାରତ । ଜାଡରେ ହାଲ ବେହାଲ । ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତରଭାରତରେ ପ୍ରବଳ ଶୀତ ଲହରି । ଗତ କିଛି ଦିନ ହେବ ଲଗାତର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଖରାପ ପାଗ ପାଇଁ ଉତ୍ତର ଭାରତରେ ପ୍ରାୟ ଦୁଇ ସପ୍ତାହ ହେବ ଭୀଷଣ ଶୀତ ଅନୁଭୂତ ହୋଇଛି । ଲଦାଖରୁ ପାଟଣା ଯାଏଁ…

ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଦେହାନ୍ତ : ଭିଣୋଇଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ପରଲୋକରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜାମାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ସୋନି ମେହେଟାଙ୍କର ଗତକାଲି ଆମେରିକାରେ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ସୋନି ମେହେଟାଙ୍କ…

ଶୀତରେ ଥରୁଛି ଓଡ଼ିଶା : ଅନୁଗୁଳ ସବୁଠାରୁ ଶୀତଳ ସହର,୫ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

କନକ ବ୍ୟୁରୋ :  ଶୀତରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହାଡଭ଼ଙ୍ଗା ଜାଡ଼ ସାଙ୍ଗକୁ କୋହଲା ପବନ ଦେହ ଥରାଇ ଦେଉଛି । ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଘନ କୁହୁଡ଼ି ଓ ଅସମ୍ଭାଳ ଶୀତରେ ଦେହ ହାତ କାଲୁଆ ହୋଇଯାଇଛି ।…

ନୂଆବର୍ଷରେ ଭିଜିବ ସାରା ଓଡିଶା : ୧ରୁ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ଆକଳନ

କନକ ବ୍ୟୁରୋ : ନୂଆବର୍ଷରେ ଭିଜିବ ସାରା ଓଡିଶା । ଆସନ୍ତାକାଲିଠୁ ବରଗଡ, ନୂଆପଡା ,ଝାରସୁୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ , କେନ୍ଦୁଝର ଜିଲ୍ଲାରେ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି । ୨ ତାରିଖରେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି । ୩ ତାରିଖରେ…