Daily Archives

December 30, 2019

ଏମିତି ଦେଖାଯିବ ଶ୍ରୀକ୍ଷେତ୍ର । ଫଟୋରେ ଫଟୋରେ ଦେଖନ୍ତୁ ପରିବର୍ତ୍ତନ ପରେ କେମିତି ଦେଖାଯିବ ପୁରୀ…

କନକ ବ୍ୟୁରୋ: ଭକ୍ତିମୟ ପରିବେଶରେ ଭଗବାନଙ୍କୁ ପାଇବେ ଭକ୍ତ । ସବୁଜିମାରେ ଭରପୁର ହେବ ଶ୍ରୀମନ୍ଦିର ଚାରିପାଖ । ଶାନ୍ତ ପରିବେଶ, ଶୀତଳ ପବନ ଆଉ ସବୁଜ ଗଛରୁ ଛାଇ ଫାଙ୍କରୁ ଭକ୍ତ ଦେଖିବେ ବଡ ଦେଉଳର ନେତ । ଡହଡହ ଖରାରେ ନୁହେଁ ବରଂ ଗଛ ଛାଇ ତଳେ ବସି ଜଗା ଦର୍ଶନ କରିବେ ଭକ୍ତ । ପୁରୀର…

ନୂଆବର୍ଷକୁ ପାଣିଚିଆ କରିଦେବ ବର୍ଷା : ଆହୁରି ୨ଦିନ ଜାରି ରହିବ ଶୀତର ପ୍ରକୋପ, ଆଗାମୀ ୧ ଓ ୨ ତାରିଖରେ ଦକ୍ଷିଣ ଓ…

କନକ ବ୍ୟୁରୋ : ବର୍ଷା ପାଣିଚିଆ କରିପାରେ ନୂଆବର୍ଷ ମଜା । କାରଣ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ  ୧ ଓ ୨ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହ ଆଗାମୀ ୨ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ସୋନପୁପରେ ସର୍ବନିମ୍ନ…

ଶ୍ରୀକ୍ଷେତ୍ରର Architectural plan କିପରି ହେବ ? ଇ-ମେଲ୍ ଜରିଆରେ ଜନସାଧାରଣଙ୍କ ମତାମତ ଲୋଡ଼ିଲେ ସରକାର

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରର ଚେହେରା ବଦଳିବ । ଶ୍ରୀମନ୍ଦିରର ସ୍ଥାପତ୍ୟ, କଳା, ଐତିହ୍ୟ, ଇତିହାସ, କାରୁକାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତି ବଜାୟ ରହିବା ଭଳି କଳାକୃତି ସ୍ଥାନ ପାଇବ । ଆଉ ଏଥିରେ ରହିବ ସାଧାରଣ ଲୋକଙ୍କ ଯୋଗଦାନ । ପୁରୀ ସ୍ଥାପତ୍ୟର କଳେବର ପାଇଁ ଜନସାଧାରଣଙ୍କ ମତାମତ…

୧୯୯୯ ଘୋଷଣା ହୋଇଥିଲା, ୨୦ ବର୍ଷ ପରେ ମୋହର ବାଜିଲା । ମୋଦି ସରକାର ବାଛିଲେ ତିନି ସେନାବାହିନୀର ସେନାପତି, ଦେଶର ପ୍ରଥମ…

କନକ ବ୍ୟୁରୋ : ସେନାମୁଖ୍ୟ ବିପିନ୍ ରାୱତଙ୍କୁ ବଡ ଦାୟିତ୍ୱ । ଦେଶର ପ୍ରଥମ ସିଡିଏସ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ବିପିନ୍ ରାୱତଙ୍କୁ ନିଯୁକ୍ତି ମିଳିଛି । ଆସନ୍ତାକାଲି ସେନାମୁଖ୍ୟ ପଦରୁ ଅବସର ନେବା ପୂର୍ବରୁ ସିଡିଏସ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରାୱତଙ୍କୁ ବସାଇଛନ୍ତି କେନ୍ଦ୍ର…

ପାଣ୍ଡିଆନ କହିଲେ ନବୀନଙ୍କ ଜଗନ୍ନାଥ ଭକ୍ତିର କଥା । ୨୦୧୬ରେ ପୁରୀ ଯିବା ରାସ୍ତାରେ ଘଟିଥିଲା କଣ… ???

କନକ ବ୍ୟୁରୋ: ନବୀନଙ୍କ ଜଗନ୍ନାଥ ଭକ୍ତି କଥା କହିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ ବଡ ଭକ୍ତ । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ କେବେ ଠାରୁ କରାଗଲା । ପୁରୀର ବିକାଶ ପାଇଁ କେଉଁ ପରିସ୍ଥିତିରେ ପରିକଳ୍ପନା କରାଗଲା ତା…

ଜାଡ଼ରୁ ନିସ୍ତାର ନାହିଁ : ଜାନୁୟାରୀ ୩ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ

କନକ ବ୍ୟୁରୋ : ବିଗତ ପ୍ରାୟ ଏକ ସପ୍ତାହ ଧରି ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ଓ ଜାଡ଼ରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବାର କୌଣସି ପ୍ରକାରର ସମ୍ଭବନା ନଥିବା ସ୍ପଷ୍ଟ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ…