Daily Archives

December 30, 2019

ମଞ୍ଚ ଚଢିବା ପୂର୍ବରୁ ଗୁରୁମାଆଙ୍କ ଆଶୀର୍ବାଦ ନେଲେ କଂସ । ରାତି ପାହିଲେ ଥରିବ ବରଗଡ, ମଥୁରାରେ ଚାଲିବ କଂସ…

କନକ ବ୍ୟୁରୋ: ରାତି ପାହିଲେ କଂସ ରାଜୁତି । ଆସନ୍ତାକାଲି ଠାରୁ ୧୧ ଦିନ ଯାଏଁ ବରଗଡରେ ଚାଲିବ କଂସରାଜ । ବିଶ୍ୱପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚରେ ମୁହଁରେ ରଙ୍ଗ ପାଉଡର ମାରି କଂସଙ୍କ ଦରବାରରେ ଅଭିନୟ କରିବେ କଳାକାର । ଆଉ ଏହା ପୂର୍ବରୁ ଗୁରୁମାଆଙ୍କ ଆଶୀର୍ବାଦ ନେଇଛନ୍ତି କଂସ ମହାରାଜ । ଏଥରର…

ଆଉ ଫେସବୁକ୍, ହ୍ୱାଟସଆପ୍ ଚଳାଇପାରିବେ ନାହିଁ ଯବାନ୍ : ସୋସିଆଲ୍ ମିଡ଼ିଆ ବ୍ୟବହାର ଉପରେ ରୋକ୍ ଲଗାଇଲା ନୌସେନା

କନକ ବ୍ୟୁରୋ : ସୋସିଆଲ ମିଡ଼ିଆର ବ୍ୟବହାର କରିବେନି ଯବାନ୍ । ସ୍ମାର୍ଟଫୋନ୍ ବ୍ୟବହାର ଉପରେ ରୋକ ଲଗାଇଲା ନୌସେନା । କେବଳ ଏତିକି ନୁହେଁ ଜାହାଜ ଓ ଏୟାରବେସକୁ ସ୍ମାର୍ଟଫୋନ୍ ନେଇପାରିବେ ନାହିଁ କୌଣସି ଅଧିକାରୀ । ଭାରତୀୟ ସେନାର ବୃଦ୍ଧି ପାଉଥିବା ଶକ୍ତିକୁ ଦେଖି ଶତ୍ରୁଦେଶ ଥରହର ହେଉଛନ୍ତି ।…

ପିତା ଉଦ୍ଧବ ଠାକରେଙ୍କ କ୍ୟାବିନେଟ୍ ରେ ସବୁଠାରୁ କମ୍ ବୟସ୍କ ମନ୍ତ୍ରୀ ରୁପେ ଶପଥ ନେଲେ ଆଦିତ୍ୟ ଠାକରେ । ରାଜନୀତିରେ…

ଶକ୍ତ ହେଲା ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାର ଗଢିଲା ମନ୍ତ୍ରୀମଣ୍ଡଳ । ଶପଥ ଗ୍ରହଣ ଉତ୍ସବରେ ୩୫ ଜଣ ମନ୍ତ୍ରୀ ନେଲେ ଶପଥ । ଶିବସେନାର ଯୁବନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମଧ୍ୟ ପିତାଙ୍କ କ୍ୟାବିନେଟ୍ ରେ ମିଳିଲା ମନ୍ତ୍ରୀପଦ । ମହାରାଷ୍ଟ୍ର…

ଦେଶର ପ୍ରଥମ ସିଡିଏସ୍ ହୋଇ ତ୍ରି-ସେନାର ମଙ୍ଗ ଧରିଲେ ଜେନେରାଲ୍ ବିପିନ୍ ରାୱତ୍ : ନିଯୁକ୍ତି ଦେଲା କ୍ୟାବିନେଟ୍ କମିଟି…

ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତି ଦେଲା କ୍ୟାବିନେଟ୍ କମିଟି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଅବସରର ସମୟ ୬୨ ବର୍ଷ ଥିବାବେଳେ…

ରାଜନୀତିରେ ସବୁ ସମ୍ଭବ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର

କନକ ବ୍ୟୁରୋ : ରାଜନୀତିରେ ସବୁ ସମ୍ଭବ ।  ଏଭଳି ଘଟଣା ପୁଣିଥିରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।  ଅଜିତ ପାଓ୍ବରଙ୍କୁ ମିଳିଲା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଏନସିପିର ନେତା ଅଜିତ ପାୱାର ପୁଣି ଥରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଳ୍ପଦିନିଆ…

ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଧିକାରୀ : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଉଦ୍ୟାନ କୃଷି ବିଭାଗର…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଧିକାରୀ । ଲାଞ୍ଚୁଆ ଆଇଏଏସ୍ ଅଧିକାରୀ ଗିରଫ । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କଲା ଭିଜିଲାନ୍ସ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ବଡ଼ବାବୁ, ଆଉ ସେତିକିବେଳେ…