Daily Archives

December 29, 2019

ସିଲ ହୋଇଥିବା ସାମଗ୍ରୀ ଜବତ ବେଳେ ଉତ୍ତେଜନା । ପୋଲିସ-ସାଧାରଣ ଲୋକ ମୁହାଁମୁହିଁ

କନକ ବ୍ୟୁରୋ : ବାସୁଦେବପୁର ସହରରେ ଗଢ଼ି ଉଠିଥିବା ଠକ ସଂସ୍ଥା ଦୁର୍ଗା ଏଜେନ୍ସିର ସିଲ୍ ହୋଇଥିବା ସାମଗ୍ରୀ ଜବତ ବେଳେ ଉତେଜନା । ଲୋକମାନେ ସାମଗ୍ରୀ ନ ଛାଡିବାରୁ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦରେ ବହୁ ସଂଖ୍ୟାରେ ଲୋକ ସହରର ବ୍ଲକ୍ ରୋଡରେ ଟାୟାର ଜାଳି ରାସ୍ତା…

କେବେ ଥମିବ ମଣ୍ଡି ଟେନସନ !! ମିଲରଙ୍କ ମନମାନି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ

କନକ ବ୍ୟୁରୋ : ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ମିଲରଙ୍କ ମନମାନି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଗୋଷାଣି ବ୍ଲକ୍ ଅନ୍ତର୍ଗତ ଭୁଶୁକୁଡି ଗ୍ରାମରେ ରାସ୍ତାରେ ଧାନ ବସ୍ତା ଓ ଧାନ ଭର୍ତି ଗାଡି ରଖି ପ୍ରତିବାଦ କରିଛନ୍ତି । ମିଲର ମଣ୍ଡିରେ ଓଜନ କରିବା ପରେ…

ବେଳ ବୁଡିଗଲେ ବାଘ ପରି ମାଡି ଆସୁଛି ଶୀତ । ପ୍ରବଳ ଥଣ୍ଡା ପାଇଁ ୧୩ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି । ୨ ତାରିଖରେ…

କନକ ବ୍ୟୁରୋ: ଶୀତ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ଶୀତ ଲହରୀ ନେଇ ୧୩ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଗଲା । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ପୁରୀ, ସୋନପୁର, ବୌଦ୍ଧ, କଟକ, ଖୋର୍ଦ୍ଧା, କଳାହାଣ୍ଡି, ବଲାଙ୍ଗୀର ପାଇଁ ଶୀତ ସତର୍କତା…

ପଦାରେ ପଡିଲା ରେଳବାଇ କର୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ରାଉଲକେଲାରେ…

କନକ ବ୍ୟୁରୋ : ପଦାରେ ପଡିଲା ରେଳବାଇ କର୍ତୃପକ୍ଷଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ ଇଂରାଜୀ ଓ ଓଡିଆରେ ଆରକ୍ଷଣ ଫର୍ମ ଛାପିଛି ବିଭାଗ । ଅନ୍ୟପଟେ ସେହି ଫର୍ମକୁ ଓଡିଆରେ ପୂରଣ କଲେ ଆବେଦନକାରୀଙ୍କୁ ଟିକେଟ୍ ଦେବାକୁ ମନା କରି ଦେଉଛନ୍ତି । ଏବଂ ଇଂରାଜୀରେ ଲେଖିବାକୁ ବାଧ୍ୟ କରୁଛନ୍ତି ଟିକେଟ୍…

ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପା ! ଦୋଷୀ ସାବ୍ୟସ୍ତ ହେବା ପରେ, ଏମିତି ରାୟ ଶୁଣାଇଲେ କୋର୍ଟ

କନକ ବ୍ୟୁରୋ : ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ବାପାକୁ ସାରା ଜୀବନ ଜେଲରେ ରହିବାକୁ ପଡିବ । ଏପରି କଡା ରାୟ ଶୁଣାଇଛନ୍ତି ଛତିଶଗଡର ଏକ କୋର୍ଟ । ମିଳିଥିବା ସୂଚନା ଅନୁସାରେ, ନିଜ ଝିଅ ସହ ଏପରି ଅପକର୍ମ କରିଥିବା ୪୧ ବର୍ଷିୟ ଜନୈକ ବ୍ୟକ୍ତିଙ୍କ ବିରୋଧରେ ଏପରି ରାୟ ଶୁଣାଇଛନ୍ତି…

ବିଗ୍ ବି’ଙ୍କୁ ସିନେ ଜଗତର ସର୍ବୋଚ୍ଚ ପୁରସ୍କାର ! ଅମିତାଭ ବଚ୍ଚନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କଲେ…

କନକ ବ୍ୟୁରୋ : ବିଗ୍ ବି ଅମିତାଭ ବଚ୍ଚନଙ୍କୁ ମିଳିଲା ଦାଦାସାହେବ ଫାଲକେ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ଅମିତାଭଙ୍କୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କଲେ ଅମିତାଭ ବଚ୍ଚନ ।…