Daily Archives

December 29, 2019

ଜେ କେ ମେଡିକାଲରେ ଶିଶୁ ମଡକ ! ହସ୍ପିଟାଲ ଯାଇ ସମୀକ୍ଷା କଲେ ଲୋକସଭା ବାଚସ୍ପତି, ୧୫ ଦିନ ମଧ୍ୟରେ ଡାକ୍ତରୀ ଉପକରଣ…

କନକ ବ୍ୟୁରୋ :   ରାଜସ୍ଥାନର କୋଟାଠାରେ ଥିବା ଜେ କେ ଲୋନ୍ ହସ୍ପିଟାଲରେ ଶିଶୁ ମଡ଼କ କମିବାର ନାଁ ଧରୁନଥିବା ବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ରବିବାର ହସ୍ପିଟାଲ୍ ବୁଲି ସ୍ଥିତି ପରଖିଛନ୍ତି। ସେ ହସ୍ପିଟାଲ୍ ବୁଲି ଦେଖିବା ପରେ ହସ୍ପିଟାଲରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଡାକ୍ତରୀ…

ନନ୍ଦନକାନନକୁ ଆସିବ ଶ୍ରୀଲଙ୍କାରୁ ସିଂହ । ପ୍ରତିଷ୍ଠା ଦିବସରେ ଚିଡିଆଖାନା କର୍ତୃପକ୍ଷଙ୍କ ସୂଚନା :  ସିଂହ ବଂଶ ବୃଦ୍ଧି…

କନକ ବ୍ୟୁରୋ : ଶ୍ରୀଲଙ୍କାରୁ ନନ୍ଦନକାନନକୁ ଆସିବ ସିଂହ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି ଚିଡିଆଖାନା କର୍ତୃପକ୍ଷ । କହିଛନ୍ତି ନନ୍ଦନକାନନରେ ସିଂହ ସଂଖ୍ୟା ଅଧିକ ରହିଛି । ହେଲେ କୌଣସି କାରଣରୁ ପ୍ରଜନନ ହେଉ ନାହିଁ । ତେଣୁ ସିଂହ ବଂଶ…

ଶୀତ ଦେଉଛି ଥାର୍ଡ ଡିଗ୍ରୀ । ଦିନବେଳା ଚଳିଯାଉଛି ସଞ୍ଜ ନଇଁଲେ ମାଡି ଆସୁଛି ଭୟଙ୍କର ଜାଡ, ଥରୁଛି ପୂରା ଓଡିଶା

କନକ ବ୍ୟୁରୋ : ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ସଞ୍ଜ ନଇଁଲା ବେଳକୁ ଶୀତରେ ଥରୁଛନ୍ତି ଲୋକେ । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ମିଳୁନାହିଁ ନିସ୍ତାର । ରାଜ୍ୟର ଅନେକ ସ୍ଥାନରେ ତୁଷାରପାତ ହେଉଥିବାର ମଧ୍ୟ ସୂଚନା ରହିଛି । ସକାଳଠାରୁ ଆରମ୍ଭ କରି ରାତି…

ମହଙ୍ଗା ପଡିଲା ପୂର୍ବତନ ବିଡିଓଙ୍କ ଜାଲ ଦସ୍ତଖତ ! ୩ ବ୍ୟାଙ୍କ ଅଧିକାରୀ ଗିରଫ

କନକ ବ୍ୟୁରୋ : ରେଙ୍ଗାଲିର ପୂର୍ବତନ ବିଡିଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ୩ ବ୍ୟାଙ୍କ ଅଧିକାରୀ ଗିରଫ । ଜନସାଧାରଣଙ୍କ ଟଙ୍କା ହଡପ ଅଭିଯୋଗରେ ବାମଲୋଇସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ମ୍ୟାନେଜର, କ୍ୟାସିୟର ଓ ଅନ୍ୟ ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍ । ଏହି…

ହାର ମାନିଲେ ଇମ୍ରାନ ! କହିଲେ, ଏହି ପ୍ରସଙ୍ଗରେ ପାକିସ୍ତାନ ଠାରୁ ବହୁତ ଆଗରେ ଭାରତ ।

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କୁଟନୈତିକ ପ୍ରସଙ୍ଗରେ ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛନ୍ତି । ଶନିବାର ଇମ୍ରାନ କହିଛନ୍ତି, କୁଟନୈତିକ ମାମଲାରେ ପାକିସ୍ତାନ ଠାରୁ ବହୁତ ଆଗରେ ରହିଛି ଭାରତ । ଆମେରିକାରେ ଭାରତର ବହୁତ ଶକ୍ତିଶାଳୀ ଲବି ରହିଛି, ଯାହାକି ପାକିସ୍ତାନ…

ବାଲେଶ୍ୱର ଶୋଭାରାମପୁରରେ ଭୁଶୁଡ଼ିଛି ରେଳ ଓଭର ବ୍ରିଜ  : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଯୁଦ୍ଧକାଳୀନ ଭିତିରେ ଉଠାଯାଉଛି…

କନକ ବ୍ୟୁରୋ : ବାଲେଶ୍ୱର ଶୋଭାରାମପୁରରେ ନିର୍ମାଣଧୀନ ରେଳ ଓଭର ବ୍ରିଜରେ ଭୁଶୁଡ଼ିଛି ବିମ୍  । ଦୁଇ ପିଲାରକୁ ସଂଯୋଗ କରୁଥିବା ବିମ୍ ଭୁଶୁଡି ପଡିଛି । ବିମଟି ରେଳ ଧାରଣା ଉପରେ ଖସି ପଡିଛି । ରେଳ ଧାରଣା ଉପରେ ଖସି ପଡିଥିବାରୁ ଏହି ରୁଟ୍ ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନ୍ ଚଳାଚଳ…