Daily Archives

December 24, 2019

ସାମନାକୁ ଆସିଲା ଶରଣାର୍ଥୀ ଶିବିରର ସତ! କର୍ଣ୍ଣାଟକରେ ଶିବିର ନିର୍ମାଣ ଶେଷ, ଆସାମରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ…

କନକ ବ୍ୟୁରୋ: ଶରଣାର୍ଥୀ ଶିବିର ନେଇ ଖୋଲିବାରେ ଲାଗିଛି ଗୁମର । ସାରା ଦେଶରେ ଏନଆରସି ଲାଗୁ ହେବା ନେଇ କୌଣସି ନିଷ୍ପତି ନିଆଯାଇନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ପରେ ସାମନାକୁ ଆସିଛି ସତ । କର୍ଣ୍ଣାଟକରେ ଏକ ଶରଣାର୍ଥୀ ଶିବିରକୁ ଉନ୍ମୋଚନ କରିଛନ୍ତି ସ୍ଥାନୀୟ ପ୍ରଶାସନ । ଆଉ…

ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏନଆରପି ପଛରେ ଷଡଯନ୍ତ୍ରର ଗନ୍ଧ ବାରିଲେ…

କନକ ବ୍ୟୁରୋ : ନ୍ୟାସନାଲ ପପୁଲେସନ ରେଜିଷ୍ଟର ଅର୍ଥାତ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଆଜି ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ ହେବ । ଏହି ଡାଟାବେସରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମଧ୍ୟ ରହିବ ।…

ନା ପେଟ୍ରୋଲ୍ ନା ଡିଜେଲ୍ । ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ସିଏନଜି ବସର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ‘ସିଏନଜି’ ବା ଇନ୍ଧନଯୁକ୍ତ ବସ୍ । ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଦେଶର ପ୍ରଥମ ଦୂରଗାମୀ ସିଏନଜି ବସର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର…

ଚୁପ ରହିଛି ଯିଏ, ଚେକ୍ ଦେଇଛି ସିଏ: ଗର୍ଜନ ନୁହେଁ ମୌନ ରହି ମୋଦିଙ୍କ ହାତରୁ ବିରୋଧୀ ଛଡାଉଛନ୍ତି ଗେରୁଆ ଗଡ ।…

କନକ ବ୍ୟୁରୋ: ଝାଡଖଣ୍ଡ ଝଡରେ ଝଡିପଡିଲା ପଦ୍ମ ପାଖୁଡା । ମହାମେଣ୍ଟର ମହାପବନରେ ଦୋହଲି ଗଲା ବିଜେପିର ଦିଲ୍ଲୀ କ୍ୟାମ୍ପ । ସଜସଜ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବିଜେପିକୁ ମହାଝଟକା ଲାଗିଥିବା ବେଳେ ଏବେ ପୁଣି ଝାଡଖଣ୍ଡ ଝଟକା ମୋଦି-ଶାହାଙ୍କ ମୁଣ୍ଡ ବିନ୍ଧାର କାରଣ…

ଆକାଶରେ ହଜିଯିବ ସୂର୍ଯ୍ୟ ! ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ସେପଟେ ବନ୍ଦ ରହିବ ସମସ୍ତ ସରକାରୀ…

କନକ ବ୍ୟୁରୋ : ସୂର୍ଯ୍ୟୋପରାଗ ପାଇଁ ସରକାରୀ ଛୁଟି । ଡିସେମ୍ବର ୨୬ ତାରିଖ ଗୁରୁବାର ଦିନ ପଡୁଛି ସୂର୍ଯ୍ୟୋପରାଗ । ଏଥିପାଇଁ ଏହି ଦିନ ସମସ୍ତ ସରକାରୀ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଜ୍ୟୋର୍ତିବିଦଙ୍କ…

ଲୁହ ପିଇବ କି ଇଜିପ୍ଟ ପିଆଜ ? ଓଡିଶା ବଜାରରେ ଇଜିପ୍ଟ ପିଆଜ ପହଞ୍ଚିବା ପରେ ଉଇଁଲା ଆଶା । ହୋଲସେଲର ଦାମ ରହିଛି ୭୦ରୁ…

କନକ ବ୍ୟୁରୋ: ଆଉ କେତେଦିନ କନ୍ଦାଇବ ପିଆଜ । ଓଡିଶାରେ ଇଜିପ୍ଟ ପିଆଜ ପହଂଚିଛି ସତ । କିନ୍ତୁ ପିଆଜ ଦରରେ ସେତେଟା ଫରକ ଆସିନାହିଁ । ଏବେବି କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି । ପାଇକାରୀ ଦର କମିଥିବା ବେଳେ ଖୁଚୁରା ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ତେବେ ବ୍ୟବସାୟୀ ସଂଘର…