Daily Archives

March 12, 2019

ଭାରତୀୟ ରେଳବାଇରେ ୧ ଲକ୍ଷ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତୁରନ୍ତ କରନ୍ତୁ ଆବେଦନ ।

ଭାରତୀୟ ରେଳବାଇରେ ଚାକିରି କରିବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ରେଲୱେ ରିକ୍ରୁଟମେଣ୍ଟ ସେଲ୍ (ଆରଆରସି) ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ଚାକିରି ପାଇଁ ଆଜିଠୁ ଆଶାୟୀମାନେ ଆବେଦନ କରିପାରିବେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି…

ସ୍ୱାଧୀନ ଭାରତର ପ୍ରଥମ ମତଦାତା ! ୨୦୧୯ରେ ମଧ୍ୟ ଦେବେ ନିଜର ଭୋଟ, ଜାଣନ୍ତୁ ତାଙ୍କ ବିଷୟରେ କିଛି ।

ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗୀ ୧୦୧ ବର୍ଷ ବୟସରେ ଲୋକସଭା ନିର୍ବାଚନ-୨୦୧୯ପାଇଁ ମତଦାନ କରିବେ। ଦେଶ ସ୍ୱାଧୀନତା ପାଇବାପରେ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ ଶ୍ୟାମ ସରନ ନେଗୀ।ସେ ୧୯୫୧ ମସିହା ଅକ୍ଟୋବର ୨୩ ତାରିଖରେ ଜନଜାତି…

ଛିଣ୍ଡୁନି ଆଠମଲ୍ଲିକ ଅଙ୍କ ! ତିନି ଦଳକୁ ଅଡୁଆ ଏକାଧିକ ଆଶାୟୀ, ବିଜୟ ସମ୍ଭାବନା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବ ଦଳ…

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଆସନ୍ତା ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ସେଥିମଧ୍ୟରେ ଆସୁଥିବା…

ଦେଶରେ କୌଣସି ସ୍ଥାନରେ କଂଗ୍ରେସ ସହ ମେଣ୍ଟ କରିବନି ବସପା ! ନିର୍ବାଚନ ପୂର୍ବରୁ ସ୍ପଷ୍ଟ କଲେ ମାୟାବତୀ

କନକ ବ୍ୟୁରୋ : କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଏନେଇ ଆଜି ସ୍ପଷ୍ଟ କରିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଂଟ ହେବନାହିଁ । କେବଳ ୟୁପିରେ ନୁହେଁ ସାରା ଦେଶରେ କୌଣସି ବି ସ୍ଥାନରେ କଂଗ୍ରେସ ସହ ମେଂଟ କରିବ ନାହିଁ ବସପା । ସେ…

ସଙ୍କଟରେ ଚାଷୀ ! ଖରା ଦିନ ଆରମ୍ଭ ନହେଉଣୁ ପାଣି ସମସ୍ୟା, ଜଳସେଚନ ବିଭାଗର ଅଣଦେଖା ଯୋଗୁଁ ଶୁଖିଲା ପଡିଛି କେନାଲ ।

କନକ ବ୍ୟୁରୋ : ସଙ୍କଟରେ ଚାଷୀ । ଖରା ଦିନ ଆରମ୍ଭ ନହେଉଣୁ ଜଳ ସମସ୍ୟା ଦେଖାଦେଇଛି । ରାଜ୍ୟ ସରକାର ଜଳସେଚନ ବିଭାଗର ଅଣଦେଖା ଯୋଗୁଁ ଶୁଖିଲା ପଡିଛି କେନାଲ । ରବି ଫସଲ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି କଟକ ନିଆଳିର ଚାଷୀ । ବର୍ଷ ବର୍ଷ ଧରି ଶୁଖିଲା ପଡିଛି କେନାଲ । ଦୀର୍ଘ ଦିନ ଧରି…

ପାଟକୁରାରେ କାହାର ପତିଆରା କେତେ? ଦେଢ ଦଶନ୍ଧି ଧରି ବିଜୟ ବାନା ଉଡାଇ ଆସୁଛି ବିଜେଡି, ଖାତା ଖୋଲିବାକୁ ବିଜେପିର…

କନକ ବ୍ୟୁରୋ : ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି, ଏବେ କେବଳ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏସବୁ ଭିତରେ ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ ଭାବେ ପରିଚିତ ପାଟକୁରାର ପଲିଟିକ୍ସକୁ ନେଇ ଜୋରଦାର ଚର୍ଚ୍ଚା…