Daily Archives

March 30, 2019

କଂଗ୍ରେସ-ବାମପନ୍ଥୀ-ଜେଏମଏମ ଆସନ ବୁଝାମଣା ଏମିତି । କଂଗ୍ରେସ ଖାତାରେ ୧୮ ଲୋକସଭା ଆସନ, ସହଯୋଗୀ ଦଳକୁ ୩ ଲୋକସଭା ସହ ୯…

ଏଥର ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ, ଦୁଇ ବାମପନ୍ଥୀ ଦଳ ସିପିଆଇ ଓ ସିପିଏମ୍ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଆସନ ବୁଝାମଣା ହୋଇଛି। ସେହି ଅନୁସାରେ ଭୁବନେଶ୍ୱର ଲୋକସଭା ଆସନକୁ ସିପିଏମର ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ଛାଡ଼ି ଦେଇଥିବା ବେଳେ ଆସ୍କା ଲୋକସଭା…

ମୋଦିଙ୍କ କବିତାକୁ ସ୍ୱର ଦେଲେ ଲତା ମଙ୍ଗେସକର ! ଗୀତ ଶୁଣିବା ପରେ ମୋଦି କହିଲେ, ଆପଣଙ୍କ ଠାରୁ ଆସିଥିବା ସ୍ନେହ ଏବଂ…

ସଙ୍ଗୀତ ଜଗତର ସମ୍ରାଜ୍ଞୀ କୁହାଯାଉଥିବା କୋକିଳକଣ୍ଠୀ ଲତା ମଙ୍ଗେସକର ଏବେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇଥିବା ଜଣାପଡ଼ିଛି । ମୋଦୀଜୀ ଲେଖିଥିବା କବିତାକୁ ନିଜ ସ୍ୱର ଦେଇ ଏହାକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ଲତା ମଙ୍ଗେସକର । ଲତା ମଙ୍ଗେସକର ଗାଉଥିବା ସମୟର ଭିଡିଓ ମଧ୍ୟ…

ବୈଜୟନ୍ତଙ୍କ ବିଫଳତାର ରିପୋର୍ଟ କାର୍ଡ ଧରି କେନ୍ଦ୍ରାପଡାରେ ଏଣ୍ଟ୍ରି କଲେ ଅନୁଭବ । କହିଲେ, ପୂର୍ବ ସାଂସଦଙ୍କ ଭଳି…

କନକ ବ୍ୟୁରୋ : କେନ୍ଦ୍ରାପଡାବାସୀଙ୍କୁ ଠକିବିନି, ମିଛ କହିବିନି କି ବେଇମାନି କରିବିନି । ମୈଦାନକୁ ଓହ୍ଲାଉ ଓହ୍ଲାଉ ଏଭଳି କହିବା ସହ ଡାଇରେକ୍ଟ ଆଟାକ କରିଛନ୍ତି ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି । ସିଧାସଳଖ ନାଁ ନେଇନଥିଲେ ମଧ୍ୟ କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ…

ହାଇଟେକ ପ୍ରଚାର ପାଇଁ ବିଜେଡିର ନୂଆ ଫଣ୍ଡା । କାର ନୁହେଁ ସ୍ୱତନ୍ତ୍ର ବସରେ ବୁଲି ପ୍ରଚାର କରିବେ ନବୀନ

କନକ ବ୍ୟୁରୋ : ଚଳିତ ଥର ହାଇଟେକ ଉପାୟରେ ପ୍ରଚାର କରିବ ବିଜେଡି । ୨୦୧୪ରେ ବିଜେପି ଯେଉଁଭଳି ହାଇଟେକ ପ୍ରଚାର କରି ସଫଳତା ସାଉଁଟିଥିଲା ତାହା ଠାରୁ ଦୁଇ ପାଦ ଆଗରେ ରହି ପ୍ରଚାର କରିବ ବିଜେଡି । ଚଳିତ ଥର କାର ନୁହେଁ ବସରେ ବୁଲି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ହାଇଟେକ ପ୍ରଚାର ପାଇଁ…

କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କଲେ ଅନୁଭବ । କହିଲେ, ଲୋକଙ୍କୁ ଠକିବିନି କି ମିଛ କହିବିନି ।

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଅନୁଭବ । ବିଜେଡି ଟିକେଟ ଘୋଷଣା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରାପଡାକୁ ଯାଇଛନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି ଅନୁଭବ । ଅନୁଭବଙ୍କ ଟିକିଏ ଝଲକ ପାଇଁ ଦଳୀୟ…