Daily Archives

March 18, 2019

ବାପ-ପୁଅ ପଲିଟିକ୍ସ ପାଇଁ ଝୁଲିଲା ବଲାଙ୍ଗୀରର ଦୁଇ ଆସନ? ଶେଷ ପର୍ଯ୍ୟନ୍ତ ସସପେନ୍ସରେ ରଖିପାରନ୍ତି ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଲଢେଇ ପାଇଁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଏହି ଲୋକସଭା ଅଧୀନରେ ଆସୁଥିବା ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାକୁ ନେଇ କନଫ୍ୟୁଜନରେ ରହିଛି ବିଜେଡି । ଯେଉଁଥିରେ ବଲାଙ୍ଗୀରର…

ପାର୍ଲାମେଣ୍ଟ ଲଢେଇ ପାଇଁ ମଫସଲି ଗାଁର ପ୍ରମିଳାଙ୍କୁ ବାଛିଲେ ନବୀନ । ୭୦ ବର୍ଷର ସାହସୀ ସିପାହୀଙ୍କୁ ଧରି ନିର୍ବାଚନ…

କନକ ବ୍ୟୁରୋ : ଦଦରା ଘରୁ ଦିଲ୍ଲୀ ପାଇଁ ଟିକେଟ । ନବୀନ ନିବାସରୁ ଯେତେବେଳେ ଆଜି ବିଜେଡି ସୁପ୍ରିମୋ ଆସ୍କା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ନବୀନ ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ନା ତାଙ୍କୁ କେହି ପୂର୍ବରୁ…

ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି ! ଛିଣ୍ଡୁନି ବ୍ରଜରାଜନଗର ଅଙ୍କ । ରାତି ଅଧିଆ ନବ ଦାସଙ୍କୁ ନବୀନ ନିବାସରୁ…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ମୋଟ ୯ଟି ଲୋକସଭା ଆସନ ଏବଂ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଆଉ ଏହାରି ମଧ୍ୟରେ ୯ଟି ବିଧାନସଭା ଆସନକୁ ନେଇ ଦ୍ୱନ୍ଦ୍ୱରେ…

ନକଲି ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନ ପାଇଁ ବିଜେପି ବିରୋଧରେ ମାମଲା ରୁଜୁ କଲା ଓଡିଶା ପୋଲିସ ! ବିଜେଡି କହିଲା, ଭୟଭୀତ…

କନକ ବ୍ୟୁରୋ : ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ଗୁଇନ୍ଦା କଣ ରିପୋର୍ଟ ଦେଇଛି । ତାହା ପାର୍ଟିର ହସ୍ତଗତ ହୋଇଛି । ଆଉ ସବୁଠାରୁ ବଡ କଥା ହେଉଛି, ଏହି ରିପୋର୍ଟରେ ଓଡ଼ିଶା ପୁଲିସର…