Daily Archives

March 22, 2019

ଦାନଗଦି ବ୍ଲକ ଅଧ୍ୟକ୍ଷା ବିଜେଡିରୁ ନିଲମ୍ବିତ । ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ୱାମୀ ହଳଧରଙ୍କୁ ନିଲମ୍ବନ କଲେ ବିଜେଡି…

ଦାନଗଦି ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ୱାମୀ ହଳଧର ନାୟକଙ୍କୁ ବିଜୁ ଜନତା ଦଳ ନିଲମ୍ବିତ କରିଛି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବିଜେଡିରୁ ନିଲମ୍ବିତ କରିବା ସଂପର୍କରେ ଯାଜପୁର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ସ୍ପଷ୍ଟ କରିଛନ୍ତି । ବିଜେଡି ଜିଲ୍ଲା ସଭାପତି ଅଭିଯୋଗ…

ବିଜେପି ଛାଡିଲେ ବିଧାୟକ ଦୁର୍ଯ୍ୟୋଧନ ମାଝି ! ଟିକେଟ୍ ନମିଳିବାରୁ ଦେଲେ ଇସ୍ତଫା । 

କନକ ବ୍ୟୁରୋ : ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ରକୁ ସେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଆଗାମୀ ବିଧାନିଭା ନିର୍ବାଚନରେ ଖରିଆର ଆସନରୁ ତାଙ୍କୁ ଟିକେଟ…

ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ନେଇ ୩ଦଳରେ କନଫ୍ୟୁଜନ୍ । ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ଆଉ…

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୪ଟି ଲୋକସଭା ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଯେଉଁଥି ପାଇଁ ରାଜ୍ୟର ପ୍ରମୁଖ ତିନି ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ୪ ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ…

୬୦ ଫୁଟ୍ ଗଭୀର ବୋରୱେଲରେ ୫୦ ଘଣ୍ଟା । ଜାଣନ୍ତୁ ୧୮ ମାସ ଶିଶୁକୁ ମୃତ୍ୟୁର ଗୁମ୍ଫାରୁ କେମିତି କରାଗଲା ଉଦ୍ଧାର । 

ଦୀର୍ଘ ୫୦ ଘଣ୍ଟା ପରେ ଶେଷରେ ହରିଆଣାର ହିସାର ଜିଲ୍ଲାର ଏକ ବୋରୱେଲରେ ଖସି ପଡ଼ିଥିବା ୧୮ ମାସର ଶିଶୁକୁ ଶୁକ୍ରବାର ସଂଧ୍ୟାରେ ବାହାର କରାଯାଇଛି । ଶିଶୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଶିଶୁଟିର ଅବସ୍ଥା ଭଲ ଥିବା ସୂଚନା ରହିଛି । ହରିଆଣାର ହିସାର ଜିଲ୍ଲା…

ରଙ୍ଗର ଖେଳ ହେଲା ମୃତ୍ୟୁର ଖେଳ ! ହୋଲି ଖେଳି ଗାଧୋଇବା ବେଳେ ଜଣେ ନାବାଳକ ସମେତ ଭାସିଗଲେ ୫ ଜଣ ।

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲିରେ ବଡ ଧରଣର ଅଘଟଣ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୫ଜଣଙ୍କ ଜୀବନ ଯାଇଛି । ହୋଲି ଖେଳ ପରେ ଗାଧୋଇବାକୁ ଯାଇ ପ୍ରାଣ ହରାଇଛନ୍ତି ୪ଜଣ ଯୁବକ ଓ ଜଣେ ଶିଶୁ । କଟକ ଗୋପାଳପୁର ନିକଟ କାଠଯୋଡିରେ ବୁଡି ଯୁବକ ପ୍ରାଣ ହରାଇଛନ୍ତି । ସେହିପରି ବାରଙ୍ଗ-ପୁରୀ ମୁଖ୍ୟ…