ଜଗତସିଂହପୁରର ଜଟିଳ ଅଙ୍କ! ବିରୋଧୀଙ୍କ ପାଇଁ ଦାମ ହେବେ କି ଦରଦୀ ବନ୍ଧୁ, ବିଜେଡି ପାଇଁ ସହଜ ହେବନି ବିଜୟ?
କନକ ବ୍ୟୁରୋ : ବରିଷ୍ଠ ନେତା ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ଜଗତସିଂହପୁର ରାଜନୀତିରେ କଣ ପ୍ରଭାବ ପଡିବ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି । ତେବେ ଏସବୁ ଭିତରେ ଜଗତସିଂହପୁର ଲୋକସଭା ଆସନରେ କାହାକୁ ପ୍ରାର୍ଥୀ କରିବେ ବିଜେଡି, ବିଜେପି ଓ କଂଗ୍ରେସ।…