ରଦ୍ଦ ହୋଇପାରେ ୫ ବିଧାୟକଙ୍କ ସଭ୍ୟ ପଦ! ଦଳ ଛାଡିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କ ନିକଟରେ…
କନକ ବ୍ୟୁରୋ : ମହଙ୍ଗା ପଡିପାରେ ଦଳ ପରିବର୍ତ୍ତନ । ଆଯୋଗ୍ୟ ଘୋଷିତ ହେବେ ୫ଜଣ ବିଜେଡି ବିଧାୟକ । ଏମାନଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ବାଚସ୍ପତିଙ୍କ ନିକଟରେ ଆବେଦନ କରିଛି ବିଜେଡି । ନିକଟରେ ଦଳ ଛାଡିଥିବା ୫ଜଣ ବିଧାୟକ ଆସିକାର ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ,…