Daily Archives

March 15, 2019

ବିଜେପି ସଂକଳ୍ପ ପତ୍ରର ଗୁମର କଥା! ଜାଣନ୍ତୁ ନିର୍ବାଚନ ବୈତରଣୀ ପାର ହେବାକୁ ଭୋଟରଙ୍କୁ କେଉଁ ସବୁ ପ୍ରତିଶୃତି ଦେଇପାରେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ନିର୍ବାଚନ ଇସ୍ତାହାରକୁ ସବୁ ରାଜନୈତିକ ଦଳ ଗୁରୁତ୍ୱ ଦେଉଥିବା ବେଳେ ବିଜେପିର ସଂକଳ୍ପ ପତ୍ରକୁ ନେଇ ଚର୍ଚ୍ଚା କରାଯାଉଛି । ଭୋଟରଙ୍କ ମନ ଜିଣିବା ପାଇଁ ୩୦ ସୂତ୍ରୀ ଗୁରୁତ୍ୱପୂର୍ଣ୍ଣ ଦିଗ ସହ ବିଜେପି ଇସ୍ତାହାର ପତ୍ର ପ୍ରସ୍ତୁତ…

ଆପଣଙ୍କ ଅଞ୍ଚଳରେ ନେତା କରୁଛନ୍ତି କି ଆଚରଣବିଧିର ଉଲ୍ଲଂଘନ ? ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଏହି ନମ୍ବରରେ…

କନକ ବ୍ୟୁରୋ : ନିର୍ବାଚନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍ । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍…

ପୋଲିସ ହାତରେ ଧରା ପଡିଲା ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଗୁପ୍ତଚର ! ଭାରତୀୟ ସେନାର ଗତିବିଧି ଉପରେ…

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଜନୈକ ଭାରତୀୟ ବ୍ୟକ୍ତିକୁ ଆଜି ପଞ୍ଜାବର ଜଳନ୍ଧର ପୁଲିସ୍ ଗିରଫ କରିଛି । ଅର୍ଥ ବିନିମୟରେ ସଂପୃକ୍ତ ବ୍ୟକ୍ତି ଜଣକ ଭାରତୀୟ ସେନାର ଅନେକ ଗୁପ୍ତ ଓ ଗୋପନୀୟ ତଥ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ହସ୍ତାନ୍ତର…

ପାକିସ୍ତାନରୁ ହିନ୍ଦୁସ୍ତାନ, ଆତଙ୍କୀର ଲମ୍ବା ଚେର ! ଜାଣନ୍ତୁ କେମିତି ଶତ୍ରୁ ମାଟିରୁ ଭାରତରେ ପ୍ରବେଶ କରିଥିଲା…

କନକ ବ୍ୟୁରୋ : ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ମାସୁଦ୍ ଆଝାର । ଜାନୁଆରୀ ୧୯୯୪ରେ ଯେତେବେଳେ ମାସୁଦ୍ ପ୍ରଥମେ ଭାରତ ଆସିଥିଲା, ରହିଥିଲା ଦିଲ୍ଲୀର ଏକ ସମ୍ଭ୍ରାନ୍ତ ହୋଟେଲରେ । ନକଲି ପର୍ତୁଗୀଜ ପାସପୋର୍ଟ ସହାୟତାରେ ବାଂଲାଦେଶରୁ ଦିଲ୍ଲୀ ଏୟାରପୋର୍ଟ ପହଁଚିଥିବା ମାସୁଦ୍ ଭାରତୀୟ ଅଧିକାରୀ…

ଟିକେଟ୍ ପାଇଁ ନେତାଙ୍କ ହାତରେ ବାୟୋଡାଟା ! ନବୀନ ନିବାସରେ ବଢୁଛି ଆଶାୟୀଙ୍କ ଧାଡି, ନିଜ ଯୋଗ୍ୟତା ଲେଖି ସୁପ୍ରିମୋଙ୍କ…

କନକ ବ୍ୟୁରୋ : କିଛି ଦିନ ଧରି ଆପଣ ଶୁଣି ଆସୁଥିବେ ଟିକେଟ୍ ପାଇବା ଆଶାରେ ଶହ ଶହ ନେତା ଓ କର୍ମୀ ହାତରେ ବାୟୋଡାଟା ଧରି ପହଁଚୁଛନ୍ତି ଭୁବନେଶ୍ୱରରେ । ବିଜେଡି ଟିକେଟ୍ ପାଇବା ପାଇଁ ନବୀନ ନିବାସ ଆଗରେ ଲାଗୁଛି ଲମ୍ବାଲାଇନ୍ । ବାୟୋଡାଟା ସହ ହଜାର ହଜାର ଆବେଦନ ପତ୍ର ପହଁଚୁଛି ଦଳୀୟ…