Daily Archives

March 29, 2019

ପୁଅ ଓ ପ୍ରତିଦ୍ୱନ୍ଦିତାର ଦୋଛକିରେ ଦାମ । କହିଲେ, ବିଜେପି ପାଇଁ ପାରାଦୀପରେ ପ୍ରଚାର କରିବେ, କିନ୍ତୁ ସମ୍ବିତଙ୍କୁ ନେଇ…

କନକ ବ୍ୟୁରୋ : ପାରାଦୀପରୁ ବିଜେଡି ଟିକେଟ ଘୋଷଣା ପରେ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି ଦାମ । କାରଣ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପାରାଦୀପରୁ ପ୍ରାର୍ଥୀ କରିବା ପରେ ଦାମ କଣ କରିବେ ତାହାକୁ ନେଇ ଏବେ ଅକଳରେ ପଡିଛନ୍ତି । ପାର୍ଟି ପାଇଁ ପ୍ରଚାର କରିବେ କିନ୍ତୁ ପୁଅ ବିରୋଧରେ ପ୍ରଚାର…

ମୀରାଙ୍କୁ ବିଜେଡି ଦେଲା ବଡ ଦାୟିତ୍ୱ । ବିଜୁ ମହିଳା ଜନତା ଦଳର ଉପ-ସଭାପତି ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ବିଜେଡିରେ ମୀରାଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ମୀରାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ଆଉ ପ୍ରଥମ କିନ୍ନର ଭାବେ ଏହି ପଦ ପାଇବାରେ ସକ୍ଷମ ହୋଇଛନ୍ତି ମୀରା । ଏହାପୂର୍ବରୁ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର…

ଶଙ୍ଖ ଫୁଙ୍କିଲେ ସୁବାସ, ଦୋହଲିଗଲା ବିଜେପିର ବର‘ଗଡ଼’! ଏକାସାଙ୍ଗରେ ଦଳ ଛାଡିଲେ ୯ ଜିଲ୍ଲା ପରିଷଦ ସଭ୍ୟ, ବିଜେଡିରେ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବରଗଡ ବିଜେପିକୁ ପୁଣି ଏକ ବଡ ଝଟକା । ପଦ୍ମ ଶିବିରକୁ ବାଏ ବାଏ କରି ବିଜେଡି କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ । ଯାହା ବିଜେପି ଶିବିରରେ ଛନକା ପୂରାଇଛି । ଆଉ ଏହାସହ ବରଗଡରେ ଜିଲ୍ଲା ପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଭାବେ ଓଲଟି…

ଉଦ୍ଧାର ହେଲେ ଅପହୃତ ବିଡିଓ । ଦିନ ଦ୍ୱିପ୍ରହରରେ କିଡନାପ କରିଥିଲେ ବ୍ଲକ ଉପାଧ୍ୟକ୍ଷ, ପୋଲିସ କହିଲା, ସମସ୍ତ ଅଭିଯୁକ୍ତ…

କନକ ବ୍ୟୁରୋ : ଫେରିଲେ ଅପହୃତ ଅଫିସର । ସ୍ପଷ୍ଟ ଦିବା ଲୋକରେ ଅପହୃତ ହୋଇଥିବା ବଲାଙ୍ଗୀର ପୁଇଁତଳା ବିଡିଓ ସରୋଜ କୁମାର ମିଶ୍ରଙ୍କୁ ଉଦ୍ଧାର କରାଯାଇଛି । ପୋଲିସର ଛାନଭିନ ପରେ ଉଦ୍ଧାର ପାଇଛନ୍ତି ବିଡିଓ । ତେବେ ବିଡ଼ିଓଙ୍କ ଅପହରଣ ପଛର ମାଷ୍ଟର ମାଇଣ୍ଡ ବ୍ଲକ ଉପାଧ୍ୟକ୍ଷ ରଘୁନାଥ…

୧୩ ଲୋକସଭା ଆସନ ପାଇଁ ଚିତ୍ର ସ୍ପଷ୍ଟ । ଜାଣନ୍ତୁ କେଉଁ ଆସନରୁ କିଏ ଲଢିବ ?

କନକ ବ୍ୟୁରୋ : ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୧୩ଟି ଲୋକସଭା ଆସନରେ କିଏ କାହା ସହିତ ଲଢେଇ କରିବ, ସେନେଇ ସ୍ପଷ୍ଟ ହୋଇଯାଇଛି ଚିତ୍ର । ଆଜି କଂଗ୍ରେସ ଓଡିଶାର ୭ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ଏସବୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାର ଚିତ୍ର ସାମନାକୁ ଆସିଛି । ନଜର…