କେନ୍ଦ୍ରାପଡା ରଣଭୂମି ପାଇଁ ୫ ପୁରୁଣା ସିପାହୀଙ୍କୁ ବାଛିଲେ ବିଜେଡି ସୁପ୍ରିମୋ । ହେଭିୱେଟ ଦେବେ କି ବଡ ବିଜୟ?
କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମହାସମରରେ ଏବେ ସମସ୍ତଙ୍କ ଫୋକସ କେନ୍ଦ୍ରାପଡା ଉପରେ । କେନ୍ଦ୍ରାପଡା ରାଜନୀତି କେଉଁ ଆଡକୁ କଡ ଲେଉଟାଉଛି ତାହା ଉପରେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ନଜର ରହିଛି । ଆଉ ଏସବୁ ଭିତରେ ଆଜି ବିଜେଡି ପକ୍ଷରୁ କେନ୍ଦ୍ରାପଡା ଲୋକସଭା ଓ ଏହା ଅଧୀନରେ…