Daily Archives

March 26, 2019

ସମ୍ବିତ ପାତ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ୍ ! ଗତକାଲି ପୁରୀରେ ବିନା ଅନୁମତିରେ କରିଥିଲେ ରାଲି…

କନକ ବ୍ୟୁରୋ : ଅଡୁଆରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତଙ୍କୁ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୂୁ ସମ୍ବିତ ପାତ୍ରଙ୍କୁ ଏହି ନୋଟିସ ଜାରି କରାଯାଇଛି । ଗତକାଲି ପୁରୀରେ ସମ୍ବିତ ଏକ ବିଶାଳ…

ନିର୍ବାଚନ ପୂର୍ବରୁ ରାହୁଲଙ୍କ ମାଷ୍ଟରଷ୍ଟ୍ରୋକ ! ସବୁ ଗରିବଙ୍କୁ ମିଳିବ ୭୨ ହଜାର,  ମହିଳାଙ୍କ ଖାତାକୁ ଯିବ ଟଙ୍କା,…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଲାଗି ଭୋଟ୍ ପଡିବାକୁ ଆଉ ଅଳ୍ପଦିନ ବାକିଥିବାବେଳେ ଗରିବଙ୍କ ପାଇଁ ରାହୁଲ ଗାନ୍ଧିଙ୍କ ଘୋଷଣାକୁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଛି କଂଗ୍ରେସ । ଏହି ଗୋଟିଏ ପ୍ରତିଶ୍ରୁତି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଗେମ୍ ଚେଞ୍ଜର ହେବ ବୋଲି ଆଶା କରୁଛି ଦଳ ।…

ରାହୁଲ ଗାନ୍ଧିଙ୍କ ଘୋଷଣା ପରେ ଚିହିଁକି ଉଠିଲା ବିଜେପି । କହିଲା, ‘ନ୍ୟୁନତମ ଆୟ ଯୋଜନା କେବଳ ଏକ ଛଳନା’ ।

କନକ ବ୍ୟୁରୋ : ଦେଶର ୨୦ ପ୍ରତିଶତ ଅତି ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ ନେଇ ରାହୁଲ ଗାନ୍ଧିଙ୍କ ଘୋଷଣା ପରେ ଚିହିଁକି ଉଠିଲା ବିଜେପି । ଦେଶର ଅର୍ଥ ବ୍ୟବସ୍ଥାକୁ କୌଣସି ଅତିରିକ୍ତ ବୋଝ ନଦେଇ କଂଗ୍ରେସ କେମିତି ଏହି ଯୋଜନା ଲାଗୁ କରିବ ବୋଲି ପ୍ରଶ୍ନ କରିଛି ବିଜେପି । ଗରିବଙ୍କୁ…

ସରକାରୀ ଚାକିରିଆ ବିଜେପିର ବିଧାୟକ ପ୍ରାର୍ଥୀ । ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଆଣିଲା ସଙ୍ଗୀନ ଅଭିଯୋଗ,…

କନକ ବ୍ୟୁରୋ : ସରକାରୀ ଚାକିରିଆ ବିଜେପି ପ୍ରାର୍ଥୀ । ଏଭଳି ସଙ୍ଗୀନ ଅଭିଯୋଗ ବିଜେପିର ସାରସକଣା ବିଧାୟକ ପ୍ରାର୍ଥୀ ଡାକ୍ତର ବୁଧନ ମୁର୍ମୁଙ୍କ ନାଁରେ ଆଣିଛି ବିଜେଡି । ଏପରିକି ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଦାବି…

ପୁଅ ବିଜେପିକୁ ଯିବାକୁ ମନା କଲେ, ଝିଅ ବିଜେଡିରୁ ଇସ୍ତଫା ଦେଲେ । ପୁଅ ଓ ଝିଅଙ୍କୁ ନେଇ ବଡ ବୟାନ ଦେଲେ ଦାମୋଦର ରାଉତ

କନକ ବ୍ୟୁରୋ : ବାପା ବିଜେପିରେ, ପୁଅ ବିଜେଡିରେ । ଏପରିକି ପୁଅକୁ ବିଜେପିକୁ ଆସିବା ପାଇଁ କହିଥିଲେ ମଧ୍ୟ ଶୁଣିଲେନି ପୁଅ । କୁହାଯାଏ ରାଜନୀତିରେ ସର୍ମ୍ପକର ମୂଲ୍ୟ କିଛି ନଥାଏ । ଆଉ ଏହାର ଝଲକ ବିଜେପି ନେତା ଦାମୋଦର ରାଉତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ନିଜ ପୁଅ ସମ୍ବିତ…

କାନ୍ଦ କାନ୍ଦ ମୁହଁରେ ହସ ଭରିଦେଲା ଦଳୀୟ କାର୍ଯ୍ୟାଳୟର ସେହି ଗୋଟିଏ ଗିଲାସ ଦହି । ଶେଷ ଥର ପାଇଁ ପାର୍ଟି ଅଫିସର ଦହି…

କନକ ବ୍ୟୁରୋ : ବରଗଡ ଲୋକସଭା ଆସନରୁ ଟିକେଟ ନ ପାଇବା ପରେ ଆଜି ବିଜେପି ସହ ସମସ୍ତ ସର୍ମ୍ପକ ତୁଟାଇ ଦେଇଛନ୍ତି ସୁବାସ ଚୌହାନ । ଏପରିକି ଦୀର୍ଘ ବର୍ଷର ସର୍ମ୍ପକ ତୁଟାଉ ଥିବାରୁ ଗଣମାଧ୍ୟମ ସାମ୍ନାରେ ନିଜ କାନ୍ଦକୁ ରୋକି ପାରିନଥିଲେ ସୁବାସ । ଯାହା କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ।…