Daily Archives

March 12, 2019

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ଶକ୍ତି ପରୀକ୍ଷା ! ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ କିଏ…

କନକ ବ୍ୟୁରୋ : ଆସନ୍ତାକାଲି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମଠାରେ ଦିନ ୧.୩୦ ମିନିଟରେ ଏହି ହାଇଭୋଲ୍ଟଟେଜ୍ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଏବେ ୨-୨ରେ ବରାବର…

ଗୁଜରାଟରେ ପ୍ରିୟଙ୍କା ଗାନ୍ଧୀଙ୍କ ରଣହୁଙ୍କାର ! ଚଳିତ ନିର୍ବାଚନରେ ଆମର ବିଜୟ ସୁନିଶ୍ଚିତ କହିଲେ କଂଗ୍ରେସ ମହାସଚିବ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ଉପରେ କାମ କରିବା ଆରମ୍ଭ କରିଛନ୍ତି । ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଥର ଗଡ଼ ହାସଲ କରିବ ବୋଲି ସୁନିଶ୍ଚିତ କରିଛି । ମୋଦିଙ୍କୁ ଗାଦିଚ୍ୟୁତ…

ନିର୍ବାଚନକୁ ଦୃଷ୍ଟିରେ କଂଗ୍ରେସର ଗୋଟିଚାଳନା ! ୧୮୦ଟି ରାଲିରେ ଯୋଗଦେଇ ଲୋକଙ୍କ ନିକଟତର ହେବେ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ'ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜେପିକୁ ମାତ ଦେବାପାଇଁ ରାଜନୈତିକ ଗୋଟିଚାଳନା କରୁଛି…

ପଦ୍ମପୁରରେ ସମ୍ମାନର ଲଢ଼େଇ । ବିଜେଡି ପାଇଁ ବଡ଼ ଆହ୍ୱାନ, କାହାକୁ ବାଛିବ କଂଗ୍ରେସ ? ‘ପଦ୍ମ’କୁ ସଜୀବ ରଖିବାକୁ ପୁଣି…

କନକ ବ୍ୟୁରୋ: ବାଜିରେ ଲାଗିଛି ପଦ୍ମପୁର । ବିଜେପି ପାଇଁ ସମ୍ମାନର ଲଢ଼େଇ ହୋଇଥିବାରୁ ଶାସକ ବିଜେଡି ପାଇଁ ଏହା ଆହ୍ୱାନ ଭରା ହୋଇଛି । କାରଣ ୨୦୧୪ ନିର୍ବାଚନ ପରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପୁର ଏବଂ ପଦ୍ମପୁରରେ ବିଜେଡି ଅସଫଳ ରହିଥିଲା। କିନ୍ତୁ ଉପନିର୍ବାଚନ ପରେ…

ପୁଣି ଥରେ ଦେଶରେ ବିଜୟ ବାନା ଉଡ଼ାଇବ କି ଗେରୁଆ ଦଳ ? ୨୯ ସହଯୋଗୀ ଦଳ ସହ ହାତ ମିଳାଇବା ସହ ଜିତିଥିବା ସିଟକୁ ଛାଡ଼ିବାକୁ…

କନକ ବ୍ୟୁରୋ : ପୁଣି ଥରେ ସମଗ୍ର ଦେଶରେ ଗେରୁଆ ବାନା ଉଡ଼ାଇବାକୁ ସଜବାଜ ହେଉଛି ବିଜେପି । ବିଜେପି ପୂର୍ବ ନିର୍ବାଚନ ପରି ସଫଳତା ଦୋହରାଇବ କି ? ଚଳିତ ନିର୍ବାଚନରେ ଗେରୁଆ ଦଳ ପାଇଁ ବିରୋଧୀଙ୍କ ମହାମେଂଟ କଡ଼ା ଟକ୍କର ଦେବ । ତେବେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିସାରିଛି ବିଜେପି । କେବଳ…

ନିର୍ବାଚନ ଆଗରୁ କଂଗ୍ରେସକୁ ଶକ୍ତ ଝଟକା । ଦଳ ଛାଡି ବିଜେପିରେ ମିଶିଲେ ରାଧାକ୍ରିଷ୍ଣା ଭିକେ ପାଟିଲଙ୍କ ପୁଅ ସୁଜୟ ଭିକେ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବିରାଟ ଝଟ୍‌କା। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌ ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟି(ବିଜେପିରେ)ରେ ଯୋଗ ଦେବେ। ନିର୍ବାଚନର…