Daily Archives

March 25, 2019

ସୀମାରେ ଶକ୍ତି ବଢାଇଲା ଭାରତୀୟ ବାୟୁସେନା ! ପାକିସ୍ତାନକୁ କଡା ଜବାବ ଦେବା ପାଇଁ ନିୟୋଜିତ ହେଲା ଅତ୍ୟାଧୁନିକ ‘ଚିନୁକ’…

କନକ ବ୍ୟୁରୋ : ସୀମାରେ ବଢିଲା ଭାରତୀୟ ବାୟୁସେନାର ଶକ୍ତିି । ପାକ୍ ସୀମାରେ ନିୟୋଜିତ ହେଲା ଅତ୍ୟାଧୁନିକ ଚିନୁକ ହେଲିକପ୍ଟର । ୧୧ହଜାର କିଲୋର କ୍ଷମତା ବହନ କରୁଥିବା ୪ଟି ଚିନୁକ ହେଲିକପ୍ଟରକୁ ଆଜି ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ପାଖାପାଖି ୧୧ହଜାର କିଲୋ ପର୍ଯ୍ୟନ୍ତ…

ମାଲେସିଆର ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ‘ତେଜସ’ ! ଏୟାର ସୋ’ରେ ଦେଖାଇବ ଦମ୍ ।

କନକ ବ୍ୟୁରୋ : ଯୁଦ୍ଧ ବିମାନ ତେଜସ ବିଦେଶରେ ନିଜର ଶକ୍ତି ପ୍ରଦର୍ଶନ କରିବ । ମାଲେସିଆରେ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଲଙ୍ଗାକ୍ୱାବି ଇଂଟରନ୍ୟାସନାଲ ମେରିଟାଇମ ଆଣ୍ଡ ଏରୋସ୍ପେସ ପ୍ରଦର୍ଶନୀରେ ଭାଗ ନେବ ତେଜସ । ଏଥିପାଇଁ ଭାରତୀୟ ବାୟୁସେନା ମାଲେସିଆରେ ପହଂଚିଛି । ଏରୋନେଟିକଲ…

ସୁଷମା ସ୍ୱରାଜଙ୍କ ଟ୍ୱିଟ୍, ପାକିସ୍ତାନରେ ଆଣିଲା ଝଡ ! କହିଲେ, ଅପରାଧକୁ ପାକ୍ ଦେଉଛି ପ୍ରସୟ । ପାକ୍ ମନ୍ତ୍ରୀ କହିଲେ…

କନକ ବ୍ୟୁରୋ : ପାକିସ୍ତାନର ସିନ୍ଧୁ ପ୍ରଦେଶରେ ଦୁଇ ହିନ୍ଦୁ ଭଉଣୀଙ୍କୁ ବଳପୂର୍ବକ ଅପହରଣ ଓ ବିବାହ ମାମଲା ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗରେ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହି ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ହେଲେ ରିପୋର୍ଟକୁ ନେଇ ପାକ୍…

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବଳକା ଥିବା ୨ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଉଭୟ ଆସନରୁ ନୂଆ ମୁହଁଙ୍କୁ…

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ବଳକା ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଦଳ ଟିକେଟ ଦେଇଥିବା ବେଳେ ଫୁଲବାଣୀରୁ ଅଙ୍ଗଦ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ ପତ୍ର ଦାଖଲର ସମୟସୀମା । ଜାଣନ୍ତୁ ୪ ଲୋକସଭା ଓ ୨୮ ବିଧାନସଭା ଆସନ…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ସମୟସୀମା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । କିଏ ଦଳୀୟ ଟିକେଟରୁ ତ ପୁଣି କିଏ ସ୍ୱାଧୀନ ପ୍ରାର୍ଥୀ ଭାବେ…