Daily Archives

March 16, 2019

ହେଲିକପ୍ଟରରୁ ଓହ୍ଲାଇବା ବେଳେ ତଳେ ପଡିଗଲେ ଦାମ ! ଉଠାଇନେଲେ ବିଜେପି କର୍ମୀ ଓ ନେତା, ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ : ହେଲିକପ୍ଟରରୁ ଓହ୍ଲାଇବା ବେଳେ ତଳେ ପଡିଗଲେ ବିଜେପି ନେତା ଦାମୋଦର ରାଉତ । ନିର୍ବାଚନ ସଭାରେ ଯୋଗ ଦେବାକୁ ଆସିଥିବା ବେଳେ ହେଲିକପ୍ଟରରୁ ଓହ୍ଲାଇବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲାର…

କାଳିଆ ଟଙ୍କା ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବିଜେପି ! ଚାଷୀଙ୍କ ସ୍ୱାର୍ଥରେ ବ୍ୟାଘାତ ନ ପହଞ୍ଚାଇବାକୁ ନିର୍ବାଚନ…

କନକ ବ୍ୟୁରୋ : କାଳିଆ ଟଙ୍କା ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବିଜେପି । ‘କାଳିଆ’ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ଟଙ୍କାକୁ ବନ୍ଦ କରିବା ପାଇଁ ନିର୍ବାଚନ କମିସନଙ୍କ ଉପରେ ବିଜେପି ଚାପ ସୃଷ୍ଟି କରୁଥିବା ବିଜୁ ଜନତା ଦଳ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଆଦର୍ଶ ଆଚରଣ ବିଧିର ଆଳ…

ନିର୍ବାଚନ ଆସିଲା, ୮୨ ବର୍ଷର ପୁରୁଣା କମ୍ପାନି ପାଇଁ ଖୁସି ଆଣିଲା । କେବଳ ଭୋଟ ବେଳେ ବ୍ୟବହାର ହେଉଥିବା କାଳି ବିକ୍ରି…

୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେବାକୁ ଯାଉଛି । ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କାହା ପାଇଁ ଏହି ନିର୍ବାଚନ ଖୁସି ଆଣିବାକୁ ଥିବା ବେଳେ କାହା ପାଇଁ ଏହା ବେଶ କଷ୍ଟଦାୟକ ହୋଇପାରେ ।ତେବେ ଏସବୁ ଭିତରେ ମତଦାନ ବେଳେ ଭୋଟରଙ୍କ ଆଙ୍ଗୁଠିରେ…

ଯେବେ ମାଆଙ୍କ ସାକ୍ଷାତକାର ନିଅନ୍ତି ଝିଅ । କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅନ୍ୟନ୍ୟା’ରେ ମହିଳାଙ୍କୁ ସଫଳତାର…

କନକ ବ୍ରୁରୋ : ତାଙ୍କ ପୁସ୍ତକର ଚରିତ୍ର ସବୁ ଏପରି ଜାଲ ସୃଷ୍ଟି କରନ୍ତି ସେଥିରେ ସେ ନିଜେ ଛନ୍ଦି ହୋଇ ପଡନ୍ତି ବୋଲି କହିଛନ୍ତି ଜ୍ଞାନପୀଠ ପୁରସ୍କାର ବିଜୟୀନି ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ । କନକ ନ୍ୟୁଜ ଦ୍ୱାରା ଆୟୋଜିତ ଅନନ୍ୟା କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସେ ଦେଇଥିବା…

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଜାଣନ୍ତୁ ଟିକେଟ୍ ପାଇଲେ କିଏ ?

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ଟି ଲୋକସଭା ଓ ଏଥିସହ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା…