Daily Archives

December 30, 2018

ଚାଷୀଙ୍କୁ ନବୀନଙ୍କ ନୂଆବର୍ଷ ଉପହାର । ବର୍ଷର ଶେଷ ଦିନରେ କାର୍ଯ୍ୟକାରୀ ହେବ କାଳିଆ ଯୋଜନା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଦେବେ ନୂଆବର୍ଷର ଉପହାର । ବର୍ଷର ଶେଷ ଦିନରେ କାର୍ଯ୍ୟକାରୀ ହେବାକୁ ଯାଉଛି କାଳିଆ ଯୋଜନା । ଆସନ୍ତାକାଲି ସନ୍ଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ଜିଲ୍ଲା ସ୍ତରରେ ଆରମ୍ଭ ହେବ କାଳିଆ ଯୋଜନା । ସିଧାସଳଖ ଚାଷୀ ଏହି ଯୋଜନାର…

୬,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିବା ପାଞ୍ଚୋଟି ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍ ! ନିମ୍ନରେ ଦେଖନ୍ତୁ ଲିଷ୍ଟ୍ ।

ଯଦି ଆପଣ ବି କମ୍ ଦାମରେ ୪ଜି ସେଟ୍ ଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ଜାଣି ପାରୁନାହାନ୍ତି କେଉଁ ସେଟ୍ କିଣିଲେ ଆପଣଙ୍କ ଲାଭ ହେବ ତେବେ ଏହି ରିପୋର୍ଟଟି କେବଳ ଆପଣଙ୍କ ପାଇଁ । ଏହି ରିପୋର୍ଟରେ ଆମେ ଆପଣଙ୍କୁ ଏଭଳି ପାଞ୍ଚୋଟି ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍ ବିଷୟରେ କହିବାକୁ ଯାଉଛୁ ଯାହାର…

ପୂର୍ତ୍ତ ସଚିବଙ୍କ ‘ପଲିଟିକ୍ସ’ ପୋଷ୍ଟର । ୨୦୧୯ରେ ବିଜେଡି ଟିକେଟରେ ଆସିବେ କି ମୈଦାନକୁ?

ରାଜନୀତିକୁ ଆସିବାକୁ ମନ ବଳାଇଲେଣି ପୂର୍ତ୍ତ ସଚିବ ନଳିନୀ ପ୍ରଧାନ । ରେଢାଖୋଲରେ ବିକାଶ ସମାବେଶ ନାଁରେ ଲାଗିଥିବା କିଛି ପୋଷ୍ଟର ଏବେ ଆସିଛି ଚର୍ଚ୍ଚାର ଘେରକୁ । ଯେଉଁଥିରେ ସରକାରୀ ଅଧିକାରୀଙ୍କ ଫଟୋ ଅନେକଙ୍କୁ ତାଜୁବ କରିଦେଇଛି । ନୂଆବର୍ଷର ଅଭିନନ୍ଦନ ନାଁରେ ନେତାଙ୍କର ପତିଆରା ଦେଖାଇବାର…

ପ୍ରସବର କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ସହ ନାଚିଲେ ଗର୍ଭବତୀ ମହିଳା, ଭାଇରାଲ ହେଲା ଭିଡିଓ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଗର୍ଭବତୀ ମହିଳା ନିଜ ଡାକ୍ତରଙ୍କ ସହ ନାଚୁଥିବାର ଦେଖାଯାଇଛି । ପ୍ରସବର କିଛି ମିନିଟ୍ ପୂର୍ବରୁ ଗର୍ଭବତୀ ଥିବା ମହିଳା ଏଭଳି କରିବା ପାଇଁ ଭାବିଥିବା ଜଣାପଡ଼ିଛି । ତାଙ୍କର ସେହି ନିଆରା ଭାବନା ଆଜି ତାଙ୍କୁ…

ବଲିଉଡ ସିନେମା ‘ସିମ୍ବା’ ରେ ଓଡିଆ ଅଭିନେତ୍ରୀଙ୍କ ଜଲୱା ! ଅଭିନୟ କରି ଦର୍ଶକଙ୍କ ମନ ଜିଣିଲେ ସୁପ୍ରିୟା ରାୟ ।

ସାରା ଅଲ୍ଲୀ ଖାନ୍ ଏବଂ ରଣବୀର୍ ସିଂହ ଅଭିନିତ ସିନେମା ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ସିନେମାରେ ଜଣେ ଓଡିଆ ଝିଅଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି । ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ…

ଠାକୁର ନୁହେଁ ଚାଲିଛି ମନ୍ତ୍ରୀଙ୍କ ଆଳତୀ ! କଂଗ୍ରେସ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ଦୌଡରେ ସରକାରୀ ଅଫିସର ଓ…

ମଧ୍ୟ ପ୍ରଦେଶରେ କଂଗ୍ରେସର ନୂଆ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିଯୋଗିତା ଦେଖାଦେଇଛି । କରଂଜିଆ ବିକାଶଖଣ୍ଡ ମୁଖ୍ୟାଳୟରେ ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଓମକାର ମରକାମଙ୍କୁ ଖୁସ ି କରିବା ପାଇଁ ଲାଗିପଡିଥିଲେ…