Daily Archives

December 26, 2018

କୋଳାକୋଳି ହେଲେ କୋରାପୁଟର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ତାରା ଓ ରବି ! ବଡ ଦିନ ଅବସରରେ ଚର୍ଚ୍ଚରେ ଏପରି ଦୃଶ୍ୟ ଦେଖି…

କନକ ବ୍ୟୁରୋ: ରବି ତାରା  ହେଲେ କୋଳାକୋଳି । ଏହି ଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଚର୍ଚ୍ଚରେ  । ବଡ ଦିନରେ ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସରେ ଜୟପୁର ଚର୍ଚ୍ଚରେ ପ୍ରାର୍ଥନା ସଭା ଚାଲିଥିବା ବେଳେ  ପ୍ରଥମେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପରେ ବିଜେଡି ରବି ନନ୍ଦ…

ନଦୀ ପାରି ପାଇଁ ବାଉଁଶ ପୋଲ ଭରସା ! ଦୁଃଖ ବୁଝୁନି ପ୍ରଶାସନ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ ।

କନକ ବ୍ୟୁରୋ : ୪ ବର୍ଷ ହେଲା ଅଧାରେ ପଡିଛି ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା କଂକ୍ରିଟ ପୋଲ । ପୋଲ କାମ କେବେ ସରିବ ତାହା କେବଳ ପ୍ରଶାସନକୁ ହିଁ ଜଣା । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବର୍ଷା ଦିନ ଯିବା ପରେ ବୈତରଣୀ ନଦୀ ଉପରେ ବାଉଁଶ ପୋଲ ତିଆରି କରିଛନ୍ତି ଚମ୍ପୁଆର ପଦ୍ମପୁର…

ନବୀନଙ୍କ ପଛରେ ଦାମଙ୍କ ପୁଅ । ପ୍ରତିଷ୍ଠା ଦିବସରେ ବିଜେଡି କାର୍ଯ୍ୟାଳୟରେ ସମ୍ବିତ ରାଉତରାୟ

କନକ ବ୍ୟୁରୋ : ବିଜେଡିର ପ୍ରତିଷ୍ଠା ଦିବସରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡିରୁ ବିତାଡିତ ହୋଇଥିବା ବରିଷ୍ଠ ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଆଜି ପ୍ରତିଷ୍ଠା ଦିବସ ସଭାମଞ୍ଚରେ ଦେଖିବାକୁ ମିଳିଛି । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠିକ୍…

ଯାଜପୁରରେ କେବେ ଖୋଲିବ ମଣ୍ଡି ? ଅମଳ ଧାନକୁ ଦଲାଲ ହାତରେ ଟେକି ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଯାଜପୁର ଜିଲାରେ ଏ ଯାଏଁ ମଣ୍ଡି ଖୋଲା ହୋଇନି । କାଁ ଭାଁ ସମବାୟ ସମିତିକୁ ଛାଡି ଦେଲେ ଅଧିକାଂଶ ସ୍ଥାନରେ ଚାଷି ନିଜର ଧାନକୁ କମ୍ ମୂଲ୍ୟରେ ବେପାରିଙ୍କ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି । ସରକାରୀ…

ରାଜ୍ୟପାଳ ବନିଲେ ସ୍କୁଲ ଶିକ୍ଷକ । ନିମାପଡାରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କୁ ପଢାଇଲେ ପାଠ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ରାଜ୍ୟପାଳ । ପୁରୀ ଜିଲ୍ଲା ନିମାପଡ଼ାକୁ ଦିନିକିଆ ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ବଳଙ୍ଗା ଉଚ୍ଚବିଦ୍ୟାଳୟର ସୁବଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ । ସ୍କୁଲର ସ୍ମରଣିକା ଉନ୍ନୋଚନ କରିବା ସହ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ…

ମୋଦିଙ୍କୁ ଭୋଟ ଦେବାକୁ ମନା କରିବାରୁ, ଦିବ୍ୟାଙ୍ଗ ଯୁବକଙ୍କ ମୁହଁରେ ବାଡି ପୂରାଇଦେଲେ ବିଜେପି ନେତା । ଦେଖନ୍ତୁ ଭିଡିଓ

ବିଜେପି ନେତାଙ୍କ ଦାଦାଗିରି । ମୋଦିଙ୍କୁ ଭୋଟ ନ ଦେବାକୁ କହିବାରୁ ଦିବ୍ୟାଙ୍ଗଙ୍କ ମୁହଁରେ ବାଡ଼ି ପୂରାଇଦେଲେ ବିଜେପି ନେତା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।  ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ପ୍ରଥମେ ପୋଲିସ ଦିବ୍ୟାଙ୍ଗ…