Daily Archives

December 26, 2018

NIAର ସର୍ଚ୍ଚ ଅପରେସନରେ ISISର ସହଯୋଗୀ ସଂଗଠନର ପର୍ଦ୍ଦାଫାଶ । ଟାର୍ଗେଟରେ ଥିଲା RSS କାର୍ଯ୍ୟାଳୟ ଓ ଦିଲ୍ଳୀ ପୋଲିସ…

ଦିଲ୍ଲୀ ଓ ଉତରପ୍ରଦେଶ ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନଆଇଏର ଚଢାଉ । ଆଉ ଏହି ଚଢାଉ ପରେ ଆଇଏସଆଇଏସର ସହଯୋଗୀ ସଂଗଠନ ‘ହରକତ୍ ଉଲ ହର୍ବ ଇ ଇସଲାମ୍’ର ପର୍ଦ୍ଦାଫାଶ କରିଛି ଏନଆଇଏ । ଉତରପ୍ରଦେଶ ଓ ଦିଲ୍ଲୀର ବିଭିନ୍ନ ଅଂଚଳରେ ଏହି ଆଇଏସଆଇଏସ୍ ମଡ୍ୟୁଲ ସକ୍ରିୟ ରହିଥିଲା ।…

ଆଉ ଅବଢା ପାଇଁ ଦେବାକୁ ପଡିବନି ଅଧିକ ଦର! ଲାଗିବ ରେଟଚାର୍ଟ, ଭିତର କାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ

କନକ ବ୍ୟୁରୋ : ନୂଆ ବର୍ଷରୁ ନୂଆ ନିୟମ । ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗୁ ହେବ ଅବଢା ଦର ତାଲିକା । ଅବଢା ହାଣ୍ଡିର ମୂଲ୍ୟ କେତେ ରହିବ ସେନେଇ ରେଟ ଚାର୍ଟ ଲଗାଇବ ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଅବଢା ଦର…

୬ ମାସ ପରେ ମହାକାଶରୁ ପୃଥିବୀପୃଷ୍ଠକୁ ଫେରିଲେ ନାସାର ମହାକାଶଚାରୀ, କିନ୍ତୁ ଦୁଇ ପାଦ ଚାଲିବାକୁ ମଧ୍ୟ କରିବାକୁ ପଡୁଛି…

ମହାକାଶକୁ ଯିବା ପାଇଁ କାହାର ବା ଇଚ୍ଛା ନଥାଏ । କିନ୍ତୁ ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିବା ପରେ ମହାକାଶଚାରୀ କେତେ କଷ୍ଟ ଅନୁଭବ କରିଥାନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିବା ପରେ ମହାକାଶଚାରୀଙ୍କୁ…

ଭୋଟରଙ୍କୁ ମନାଇବା ପାଇଁ ମୋଦିଙ୍କ ମହାଯୋଜନା: ବେରୋଜଗାର ଏବଂ ଚାଷୀଙ୍କୁ ପ୍ରତିମାସ ଦିଆଯିବ ‘ଫିକ୍ସଡ ସାଲାରୀ’

୨୦୧୯ ସାଧାରଣ ନିର୍ବାଚନର ସେମିଫାଇଲାନ କୁହାଯାଉଥିବା ନିକଟରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ହୋଇଛି ଶୋଚନୀୟ ପରାଜୟ । ଯେଉଁଥିରେ ଭାଙ୍ଗି ଚୂରମାର ହୋଇଯାଇଛି ମୋଦିଙ୍କ ପୁଣି ଥରେ ସରକାର ଗଢିବାର ସ୍ୱପ୍ନ । ତେବେ କାହିଁକି ବିଜେପିକୁ ନିରାଶର ମୁହଁ ଦେଖିବାକୁ ପଡିଛି…

ଚଳନ୍ତା ଟ୍ରେନରେ ଟିଟିଇ କରୁଛନ୍ତି ଦୁବ୍ୟବହାର କିମ୍ବା ନେଉଛନ୍ତି ଲାଞ୍ଚ ତେବେ ଝଗଡା ନକରି ଗୋଟିଏ ନମ୍ବର ଡାଏଲ୍…

ଭାରତୀୟ ରେଳବାଇ ତରଫରୁ ଦୁର୍ନୀତିମୁକ୍ତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି । ଚଳନ୍ତା ଟ୍ରେନରେ କନଫର୍ମ ଟିକେଟ୍ ଦେବା ନାଁରେ ଟିଟିଇ କିମ୍ବା ଅନ୍ୟ କୌଣସି ରେଳ କର୍ମଚାରୀ ଯଦି ଆପଣଙ୍କୁ ଲାଞ୍ଚ ମାଗୁଛନ୍ତି ତେବେ ଆପଣଙ୍କ ଗୋଟିଏ କଲ୍ ଭାରତୀୟ ରେଳବାଇକୁ କରିବାକୁ ପଡିବ । କେବଳ ଏତିକି ନୁହଁ…

କ୍ରାଇମ୍ କ୍ୟାପିଟାଲ ପାଲଟିଛି ପୁରୀ: ଭକ୍ତଙ୍କୁ ଲୁଟ ପରେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ…

କନକ ବ୍ୟୁରୋ: କ୍ରାଇମ କ୍ୟାପିଟାଲ ପାଲଟିଛି ପୁରୀ । ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଭକ୍ତଙ୍କୁ ଲୁଟ ପରେ ତଂଟି କାଟି ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ପୁରୀରେ । ବାଲେଶ୍ୱର ଅଂଚଳର ପ୍ରମୋଦ ଜେନା ପରିବାର ସହ ପୁରୀ ବୁଲିବାକୁ…