Daily Archives

December 22, 2018

ଛାତ୍ରଛାତ୍ରଙ୍କ ସହ ନାଚି ଅଡୁଆରେ ପଡ଼ିଲେ ପ୍ରଧାନଶିକ୍ଷକ । ଜିଲ୍ଲା ଶିକ୍ଷାଧିକାରୀ କହିଲେ, ତଦନ୍ତ ପରେ ନିଆଯିବ…

କନକ ବ୍ୟୁରୋ: ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନଶିକ୍ଷକ ନାଚିବାର ଭିଡିଓ ଭାଇରାଲ ହେବା ଘଟଣାରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏପରି ଘଟଣାକୁ ନିନ୍ଦା କରିବା ସହିତ ପୁରା ଘଟଣାର…

ଚାଲିଯାଇଛି ‘ପେଥାଇ’, ଛାଡି ଯାଇଛି ଚିହ୍ନ ! ବାତ୍ୟା ଭାଙ୍ଗିଦେଇଛି ଚାଷୀର ମେରୁଦଣ୍ଡ, ମାଟିରେ ମିଶିଛି ସୁନା ଫସଲ ।

କନକ ବ୍ୟୁରୋ : ଝାଳବୁହାଇ ପରିଶ୍ରମ କରିଥିଲେ । ଆଶା କରିଥିଲେ ସୁନାର ଫସଲ ହେବ । ହେଲେ ବାତ୍ୟା ପେଥାଇ ଭାଙ୍ଗିଦେଲା ଯାଇଛି ଚାଷୀର ମେରୁଦଣ୍ଡ । ଉଜୁଡି ଯାଇଛି ଧାନ ଫସଲ । ଦେଖନ୍ତୁ ବୌଦ୍ଧ, ସୁନ୍ଦରଗଡ ଏବଂ ଫୁଲବାଣୀରେ କିପରି ପେଥାଇ ଧୋଇଦେଇଛି ଫସଲ । ଏବେ ଚାଷୀର ଚିନ୍ତା ଏହି ବର୍ଷଟା ଚଳିବେ…

ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ! ନବୀନ ନିବାସର ଅତିଥି ବନିବେ କେସିଆର, ନୂଆ ରାଜନୈତିକ ସମୀକରଣ ନେଇ…

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଏହି ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ନବୀନ ନିବାସରେ ରାତ୍ରୀ ଯାପନ କରିବେ । ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ କେସିଆରଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି…

ହଠାତ୍ ସାମ୍ନାକୁ ଆସିଲା ଏଲିଏନ୍ ଭଳି ଜୀବ ! ଲୋକେ ଦେଖି ହୋଇଗଲେ ଚକିତ

ସମୁଦ୍ର କୂଳରେ ହଠାତ୍‌ ଏଲିଅନ୍‌ ଭଳି ଏକ ଜୀବକୁ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାହାର ଫଟୋ ଉଠାଇ ପୋଷ୍ଟ କରି ଦେଇଥିଲେ। ଏହି ଫଟୋକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବ୍ୟବହାରକାରୀ ରେଡଡିଟରେ ଏହି ଜୀବର ଫଟୋ ପୋଷ୍ଟ କରି ଲେଖିଥିଲେ, ତାଙ୍କ ମା’ ଓ ସେ ସମୁଦ୍ର…

ପିଶାଚ ପ୍ରେମିକର ସଇତାନ କାମ: ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରିବା ପୂର୍ବରୁ କରିଥିଲା ବଳାତ୍କାର, ପୁଲିସ ନିକଟରେ…

କନକ ବ୍ୟୁରୋ: ପିଶାଚ ପ୍ରେମିକର ସଇତାନ କାମ ।  ପ୍ରେମିକାର ମୁଣ୍ଡ ଗଣ୍ଡି ଅଲଗା କରିବା ପୂର୍ବରୁ ବଳାତ୍କାର କରିଥିବା ସ୍ୱାକାର କରିଛି ଅଭିଯୁକ୍ତ ପ୍ରେମିକ । ଅଭିଯୁକ୍ତ ଯୁଧିଷ୍ଠର ସ୍ୱାଇଁକୁ ପଚରାଉଚରା ବେଳେ ସେ ସତ ମାନିଛି । ଏପରିକି ଅଭିଯୁକ୍ତ ଘର ପଛପଟୁ ଏକ ଗଛ ନିକଟରୁ ସ୍କୁଲ ବ୍ୟାଗ ଓ…

ଦେଶ ପାଇଁ ସେବା କରିବାର ସୁଯୋଗ ! ବିଏସଏଫରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଏଭଳି କରନ୍ତୁ ଆବେଦନ ।

ସୀମା ସୁରକ୍ଷା ବଳ (ବିଏସଏଫ)ରେ ଚାକିରି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଏସଏଫରେ କନେଷ୍ଟବଳ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଭର୍ତ୍ତିରେ ସ୍ପୋର୍ଟ୍ସ କୋଟା ଆଧାରରେ ଆଶାୟୀ ମାନଙ୍କର ଚୟନ କରାଯିବ । ଯଦି ଆପଣ ମଧ୍ୟ ବିଏସଏଫରେ ସାମିଲ ହୋଇ ଦେଶ ସେବା କରିବା…