Daily Archives

December 16, 2018

ସଙ୍କଟରେ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ! ଦଳ ବିରୋଧୀ କାର୍ଯ୍ୟ ପାଇଁ ଓଡ଼ିଶାରୁ ଦିଲ୍ଲୀ ସମସ୍ତେ ଖପ୍ପା ।

କନକ ବ୍ୟୁରୋ: କଂଗ୍ରେସରେ ଧୀରେ ଧୀରେ ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଏବେ ବଡ଼ ସସପେନ୍ସ । କାରଣ ବାରମ୍ବାର ଦଳରେ ରହି ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି ଦଳର ଇସ୍ତାହାର କମିଟି ପଦରୁ ବାଦ୍ ପଡ଼ିଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏହାକୁ…

କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ବଢିଲା ଦର୍ଶକଙ୍କ ହୃତସ୍ପନ୍ଦନ 

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ କ୍ରିକେଟ ଜଗତର କିଙ୍ଗ୍ ସଚିନ ତେନ୍ଦୁଲକର । ହକି ବିଶ୍ୱକପର ଫାଇନାଲରେ ଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁୂରକ୍ଷା ବଳୟ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ…

ଭୁବନେଶ୍ୱରରେ ପହଞ୍ଚିଲେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ହେବେ ସାମିଲ,…

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ କ୍ରିକେଟ ଜଗତର ଭଗବାନ ସଚିନ୍ ତେନ୍ଦୁଲକର । ହକି ବିଶ୍ୱକପର ଫାଇନାଲରେ ଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ ଓ ବେଲଜିୟମ…

କଳିଙ୍ଗରେ ଗୋଲ୍ ବର୍ଷା କଲା କଙ୍ଗାରୁ ଟିମ୍ ! ଇଂଲଣ୍ଡକୁ ୮-୧ ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ହାତେଇଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା କଲା ଟିମ୍ ଅଷ୍ଟ୍ରେଲିଆ । ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ୮-୧ ଗୋଲରେ ହରାଇ ବ୍ରୋଞ୍ଜ ହାସଲ କରିଛି ଅଷ୍ଟ୍ରେଲିଆ । ହକି ବିଶ୍ୱକପ ୨୦୧୮ର ତୃତୀୟ ସ୍ଥାନ ଅଧିକାର କରିଛି କଙ୍ଗାରୁ ଟିମ୍ । ଗତକାଲି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ…

ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ଖବର ମିଛ ! ଟ୍ୱିଟରରେ ନିଜେ ଗୁଜବକୁ ନେଇ ମତ ରଖିଲେ…

ବଲିଉଡ୍ କଳାକାରଙ୍କ ସ୍ୱାସ୍ଥ୍ୟାବସ୍ଥା କିମ୍ବା ମୃତ୍ୟୁକୁ ନେଇ ଗୁଜବ ଉଠିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ଅନେକ କଳାକାରଙ୍କ ନାମରେ ଗୁଜବ ଉଠିବା ପରେ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସତ ଜଣାପଡ଼ିଥାଏ। କିଛି ମାସ ଅନ୍ତରରେ ଏପରି ଅପ୍ରୀତିକର ଗୁଜବ ଏକ ନିଶ୍ଚୟ ପ୍ରଘଟ ହୋଇଥାଏ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା : ଅପରାଧୀଙ୍କ ପାଇଁ ଦାନ୍ତ ସାଜିଥିଲା କାଳ । ଦନ୍ତ ବିଜ୍ଞାନ ଜରିଆରେ ଅଭିଯୁକ୍ତଙ୍କୁ…

କେବଳ ଭାରତରେ ନୁହେଁ ,ବରଂ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିବା ନିର୍ଭୟା ଗଣ ଦୁଷ୍କର୍ମର ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡ ଦେବାରେ ଏକ ବିଜ୍ଞାନର ପ୍ରମୁଖ ହାତ ଥିବା ଜଣାଯାଇଛି। ଏହା ହେଲା ଫୋରେନ୍ସିକ୍ ଡେଣ୍ଟିଷ୍ଟ୍ରି। ଏହା ପୂର୍ବରୁ କୌଣସି ମାମଲାରେ ଏହି ବିଜ୍ଞାନର ଉପଯୋଗ ହୋଇନଥିଲା।…