Daily Archives

December 6, 2018

ନାସା ବୈଜ୍ଞାନିକଙ୍କ ବଡ ବୟାନ । କହିଲେ, ପୃଥିବୀ ପୃଷ୍ଠକୁ ବୋଧହୁଏ ଏଲିୟନ ଆସି ସାରିଛନ୍ତି !

ପୃଥିବୀ ପୃଷ୍ଠକୁ ଏଲିୟନ ଆସିଛନ୍ତି କି ନାହିଁ ସେନେଇ ବୈଜ୍ଞାନିକ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଆଉ ଏସବୁ ଭିତରେ ନାସାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଏଲିୟନ ପୃଥିବୀ ପୃ୍ଷ୍ଠରେ ବୋଧହୁଏ ବୁଲି ସାରିଛନ୍ତି । ଏହାଛଡା ସେ ଅନୁମାନ କରୁଛନ୍ତି ଯେ, ଏଲିୟନ ପୃଥିବୀ ପୃଷ୍ଠକୁ…

ବିଦେଶ ଯାଉଛି ଓଡିଶା ପାନ : ଆଗ୍ରା, ଟାଟାନଗର, ଦିଲ୍ଲୀ ବାଙ୍ଗାଲୁରକୁ ରପ୍ତାନୀ ହେଉଛି ବିଭିନ୍ନ ଜିଲ୍ଲାରୁ ଅମଳ…

କନକ ବ୍ୟୁରୋ : ବିଦେଶରେ ଓଡିଶା ପାନର ଚାହିଦା । ଅନୁକୂଳ ବାତାବରଣ ଯୋଗୁଁ ଓଡିଶାର ଭିନ୍ନ ଜିଲ୍ଲାର ଚାଷୀ ପାନ ଚାଷ କରିଥାନ୍ତି । ଆଉ ସେମାନଙ୍କ ବହୁମୂଲ୍ୟ ଶ୍ରମ ଦାନରେ ଅମଳ ହେଉଥିବା ପାନ ପତ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି କରିଥାନ୍ତି । ବରଜରୁ ପାନ ତୋଳିବା ପରେ ତାକୁ ଧୋଇ…

ଭାରତ-ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟ । ପ୍ରଥମ ଦିନରେ ଝୁଣ୍ଟିଲା ଭାରତ, ଶତକ ସହ ସମ୍ମାନ ରଖିଲେ ଚେତେଶ୍ୱର ପୂଜାରା ।

କନକ ବ୍ୟୁରୋ: ଆଡ଼ିଲେଡରେ ଆଜିଠାରୁ ଆରମ୍ଭ ହୋଇଥିବା ଭାରତ ଅଷ୍ଟ୍ରେଲିଆ କ୍ରିକେଟ୍ ଟେଷ୍ଟ ସିରିଜ୍ ରେ ଭାରତୀୟ ଟିମକୁ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଝାଳ ବୁହାଇବାକୁ ପଡ଼ିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୮୭.୫ ଓଭର ଖେଳି ୯ ୱିକେଟ୍ ହରାଇ ୨୫୦ ରନ୍ ଅକ୍ତିଆର କରିପାରିଛି ।…

ଇନଷ୍ଟାଗ୍ରାମରେ ସବୁଠୁ ଲୋକପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ : ୧୫.୫ ମିଲିୟନ ଫଲୋଅର୍ସ ସହ ପ୍ରଥମ ସ୍ଥାନରେ…

ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଲୋକପ୍ରିୟ ନେତା । ଏହି ବର୍ଷ ଫଟୋ ସେୟାରିଙ୍ଗ ଆପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଲୋଅର୍ସ ସଂଖ୍ୟା ହେଉଛି ୧୫.୫ ମିଲିୟନ । ଟିପ୍ଲୋମେସି ଦ୍ୱାରା ଜାରି କରାଯାଇଥିବା ଏହି ରିପୋର୍ଟରେ ଇଣ୍ଡୋନେସିଆ…

ମହିଳା ବିଲ୍ ପାଇଁ ତତ୍ପରତା ! ମୋଦିଙ୍କ ପରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କନକ ବ୍ୟୁରୋ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଛନ୍ତି । ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ । ଦେଶ ଓ ସମାଜ…

ସାଙ୍ଗ ସାଜିଲା ଶତ୍ରୁ ! ୨ ଲକ୍ଷ ଟଙ୍କା ପାଇଁ ନାବାଳକକୁ ହାଣିଲେ ୩ ବନ୍ଧୁ ।

ଢେଙ୍କାନାଳ ବନମାଳୀପ୍ରସାଦପୁର କାଜୁ ଜଂଗଲରେ ଦଶମ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ୩ ଜଣ ସାଙ୍ଗ ଟଙ୍କା ପାଇଁ ଅନ୍ୟ ଜଣେ ସାଙ୍ଗକୁ ଜଙ୍ଗଲରେ ହତ୍ୟା କରିଛନ୍ତି । ଗତ ୩ ତାରିଖ ଦିନ ବନମାଳୀପ୍ରସାଦ ଗାଁର ଗଣେଶ୍ୱର ପୃଷ୍ଟିଙ୍କ ୧୬ ବର୍ଷର ପୁଅ ସଂଗ୍ରାମକୁ ୩ ସାଙ୍ଗ ଘରୁ ଡାକିନେବା ପରେ…