Monthly Archives

September 2018

୧୩ ବର୍ଷରୁ କମ ବୟସର ପିଲା ଫେସବୁକ୍ ଆକାଉଂଟ ବନାଇବା ଆଇନଗତ ଅପରାଧ ! ସୋସିଆଲ ମିଡିଆ ବ୍ୟବହାର କରିବାକୁ ଅନୁମତି ଦେବା…

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ କରିବାରେ ଲାଗିଛନ୍ତି । କେହି କେହି ଏହାକୁ ନିଜ ଜ୍ଞାନର ପରିସରକୁ ବଢାଇବାକୁ ବ୍ୟବହାର କରୁଥିବା ତ କେହି ସୋସିଆଲ ମିଡିଆକୁ…

ଏସବିଆଇ ଆଣିଲା ବମ୍ପର ଅଫର ! କ୍ରେଡିଟ୍ କାର୍ଡ ବ୍ୟବହାର କରି ପାଇପାରିବେ ୧୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ।

ଯଦି ଆପଣ ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି,ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ଏସବିଆଇର YONO ଆପକୁ ବ୍ୟବହାର କରୁଛନ୍ତି ତେବେ ଆପଣ ଏସବିଆଇର କ୍ରେଡିଟ୍ କାର୍ଡ ବ୍ୟବହାର କରି ବାର୍ଷିକ ୧,୦୦୦ ଟଙ୍କାର…

ବଞ୍ଚିବାର ଆଶା ଆଉ ଭୋକିଲା ପେଟକୁ ଗଣ୍ଡେ ଦାନା ପାଇଁ ନାଟ । ଭିକ ମାଗୁନି ବରଂ କଳା ଦେଖାଇ ପୋଷୁଛି ପରିବାରର ପେଟ ।

କନକ ବ୍ୟୁରୋ: 'ପଇସା ଟିଏ ଦିଅ ହେ ବାବୁ ଭୋକିଲା ପେଟ ପାଇଁ କି' । ଏହି ଓଡ଼ିଆ ଗୀତ ପୁରୁଣା ହେଲେ ମଧ୍ୟ ଆଜି ବି ଶୁଣିଲେ ଆଖି ଲୁହ ଛଳ ଛଳ ହୋଇ ପଡିବ ସୁନିଶ୍ଚିତ । କାରଣ ୨ ଦଶନ୍ଧି ତଳର ଫିଲ୍ମରେ ଯାହା ଦେଖି ଆପଣଙ୍କ ମନ ଭାବ ବିହ୍ୱଳ ହୋଇପଡିଥିଲା । ତାହା ଆଜି ବାସ୍ତବରେ ମଧ୍ୟ ଘଟୁଛି ।…

ଇଣ୍ଡୋନେସିଆର ଶକ୍ତିଶାଳୀ ଭୂମିକମ୍ପରେ ୮୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଗଲାଣି ଜୀବନ । ଘଟଣାସ୍ଥଳରେ ରାଷ୍ଟ୍ରପତିଙ୍କ ସହ…

କନକ ବ୍ୟୁରୋ : ଇଣ୍ଡୋନେସିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୮୩୨ ଲେ।କଙ୍କ ପ୍ରାଣ ଯାଇଥିବା ନେଇ ସ୍ଥାନୀୟ ସରକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ୭.୫ ତୀବ୍ରତାର ହୋଇଥିବା ଭୂମିକମ୍ପରେ ଅନେକ ଲୋକଙ୍କ ଘର ଦ୍ୱାରା ଭାଙ୍ଗିଯିବ ସହ ଶହଶହ ଲୋକ ବାସହରା ହୋଇପଡିଛନ୍ତି । ବର୍ତମାନ…

ସେଓ ଖାଇସାରିବା ପରେ ଖାଉଛନ୍ତି କି ଏସବୁ ଜିନିଷ ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏଭଳି ସମସ୍ୟା

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ…

ପୁଣି ଗଞ୍ଜେଇ ଚୋରାଚାଲାଣ । କୋରାପୁଟ ମାଛକୁଣ୍ଡରେ ଦେଢକୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ପୋଲିସ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାଛକୁଣ୍ଡ ଠାରେ ପୋଲିସ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଜବତ କରିଛି। ଏକ ଟ୍ରକରେ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ଏତେ ପରିମାଣର ଗଞ୍ଜେଇ ଜବତ ପରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ…