Daily Archives

September 20, 2018

ବର୍ତ୍ତି ପାରିବେନି ବଳାତ୍କାରୀ ! ଦୁଷ୍କର୍ମକାରୀଙ୍କ ତାଲିକା ପ୍ରସ୍ତୁତ କଲେ ସରକାର , ଗୋଟିଏ କ୍ଲିକରେ ଅପରାଧୀଙ୍କ…

ମହିଳାଙ୍କ ଉପରେ ବଢୁଥିବା ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବହ ପଦକ୍ଷେପ ନେବାକୁ ଯାଉଛନ୍ତି । ଆଉ ଏହି ପଦକ୍ଷେପ ଅନୁଯାୟୀ, ଗୃହ ମନ୍ତ୍ରାଳୟ ଗୁରବାର ଦୁଷ୍କର୍ମ କରିଥିବା ଅପରାଧୀମାନଙ୍କର ଏକ ଡାଟାବେସ ଲଞ୍ଚ କରିବାକୁ ଯାଉଛନ୍ତି । ଭାରତ ଏଭଳି କରିବାରେ ଦୁନିଆର ନବମ ଦେଶ ପାଲଟଯିବ…

ପୁଣି ସମ୍ବଲପୁର ଫେରିଲା ଚକଡା ଚିନ୍ତା : ଧାନ କ୍ଷୀର ଭରିବା ବେଳେ ଲାଗିଲା ମହାମାରୀ ଚକଡା । କୀଟନାଶକ କାମ ନକରିବାରୁ…

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଛି ଚକଡ଼ା । ଧାନ ମହାମାରୀ ଚକଡ଼ାକୁ ନେଇ ଚାଷୀ ଆତଙ୍କ ହେବାରେ ଲାଗିଛି । ବର୍ତ୍ତମାନ ଚକଡ଼ା ପ୍ରାଥମିକ ସ୍ତରରେ ରହିଥିବା ବେଳେ ଚାଷୀ ମାନେ କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି କାମ କରୁନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାର…

ଏହି ଟ୍ରିକ୍ ଏବଂ ଟିପ୍ସର ସହାୟତାରେ କମ୍ ବଜେଟରେ ଫ୍ଲାଇଟରେ କରନ୍ତୁ ଯାତ୍ରା !

ଯଦି ଆପଣ ଏକ ଲିମିଟେଡ୍ ବଜେଟରେ ବୁଲିବା ପାଇଁ ପ୍ଲାନିଙ୍ଗ୍ କରୁଛନ୍ତି ଏବଂ ଏଥିପାଇଁ ପ୍ଲେନର ହେଭି ଚାର୍ଜ ଆପଣଙ୍କ ସାମ୍ନାକୁ ଆସୁଛି ତେବେ ଆପଣଙ୍କ ପାଇଁ କିଛ ିଟିପ୍ସ ରହିଛି ଯାହାକୁ ଆପଣାଇ ଆପଣ ସହଜ ଏବଂ କମ୍ ଖର୍ଚ୍ଚରେ ଯାତ୍ରା କରିପାରିବେ । ଆପଣ ଯେଉଁଠିକୁ ବୁଲିବା ପାଇଁ ଯିବାକୁ…

ଟିମ ଇଣ୍ଡିଆକୁ ବଡ ଝଟକା, ଏସିଆ କପରୁ ପାଣ୍ଡ୍ୟା ବିଦା! ଭାରତୀୟ ଦଳରେ ୩ଟି ବଡ ପରିବର୍ତ୍ତନ , ଜାଣନ୍ତୁ ଟିମରେ କିଏ…

ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇ ଏସିଆ କପର ଲିଗ୍ ପର୍ଯ୍ୟାୟରେ ଲଗାତାର ଦ୍ୱିତୀୟ ବିଜୟ ସହ ସୁପର ଫୋରରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ସୁପର ଫୋର ମ୍ୟାଚ ଖେଳିବା ପୂର୍ବରୁ ଭାରତକୁ ଲାଗିଛି ଜବରଦସ୍ତ ଝଟକା । ଗତକାଲି ମ୍ୟାଚରେ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଦୀପକ…

ଆଲିଆ-ରଣବୀରଙ୍କ ସଂପର୍କକୁ ସ୍ୱୀକାର କଲେ ମା’ ସୋନି ରାଜଦାନ ! ବାଜିଉଠିବ କି ସାହାନାଇ ?

କିଛି ମାସ ହେଲାଣି ବଲିଉଡ୍ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କ ପରିବାରକୁ ଏକାଠି ଦେଖାଯାଉଛି । ରଣବୀର ଏବଂ ଆଲିଆ ଦୁହେଁ ଦୁହିଁଙ୍କୁ ଡ଼େଟ୍ କରୁଥିବା ନେଇ ସର୍ବସମ୍ମୁଖରେ ମାନି ସାରିଥିବା ବେଳେ ଏବେ…

ସ୍ତ୍ରୀ ବାପଘର ଗଲା ବୋଲି ଗାଁ ଲୋକ ଏବଂ ପୋଲିସକୁ ହନ୍ତସନ୍ତ କଲା ସ୍ୱାମୀ ! ଘଟଣା କ’ଣ ଜାଣିବା ପାଇଁ ସମ୍ପୁର୍ଣ୍ଣ…

ଉତ୍ତରପ୍ରଦେଶରରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ଖବରଟି ଏଭଳି ଯେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଅସଲ କଥା ହେଉଛି ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ବାପଘରକୁ ଯିବାକୁ ନେଇ ଖପ୍ପା ହୋଇ ଏକ ମୋବାଇଲ୍ ଟାୱାର ଉପରକୁ ଚଢିଯାଇଥିଲେ…