Daily Archives

September 20, 2018

ମଧ୍ୟରାତ୍ରିରେ ଝଡ଼ବାତ୍ୟାର ସମ୍ଭାବନା ! ଭାରତୀୟ ପାଣିପାଗ ବିଭାର ସତର୍କ ସୂଚନା । ୯ ରାଜ୍ୟ ସହ ଓଡ଼ିଶାର ଏହି ସବୁ…

କନକ ବ୍ୟୁରୋ: ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଯାହା ଫଳରେ ଆଜି ମଧ୍ୟରାତ୍ରିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାରେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବ…

ହୁସିଆର ! ଗୋରା ହେବା ଚକ୍କରରେ ଲଗାଉଛନ୍ତି କି ଏହି ୫ ଟି କ୍ରିମ୍ ,ସଜାଗ ହୋଇଯାନ୍ତୁ ଚେହେରାକୁ ବିଗାଡିଦେବ ଏହି…

ଗୋରା ହେବା ପାଇଁ ଲୋକେ ନାହିନଥିବା ତରିକା ଆପଣାଇଥାନ୍ତି । କିଏ ଘଣ୍ଟା ଘଣ୍ଟା ପାର୍ଲରରେ ବିତାଏ ତ ଆଉ କିଏ ଜାବତ୍ୟ କ୍ରିମ୍ ଆଣି ମୁହଁରେ ବୋଳି ହୋଇଥାନ୍ତି । କିନ୍ତୁ ବେଳେବେଳେ ଏହି କ୍ରିମ୍ ଯେ ଆପଣଙ୍କ ଚେହେରାର ନକ୍ସାକୁ ବିଗାଡିଦିଏ ଏହା ପ୍ରତି କାହାର ଧ୍ୟାନ ଯାଇନଥାଏ । ସୁନ୍ଦର…

ଫଳରୁ ବାହାରୁଛି ଛୁଂଚି, ଆତଙ୍କରେ ଦେଶ । ଦୋଷୀ ଉପରେ ରଖାଗଲା ୫୧ ଲକ୍ଷର ପୁରସ୍କାର

ଆଜିକାଲି ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡରେ ଫଳ ଖାଉଥିବା ଲୋକ ଆତଙ୍କିତ ଅଛନ୍ତି । ଷ୍ଟ୍ରବେରୀ ସମେତ ଅନେକ ଫଳରେ ଛୁଂଚି ବାହାରୁଥିବାରୁ ଆତଙ୍କରେ ଅଛନ୍ତି ଲୋକ । ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡରେ ଲୋକ ନିଜର ପ୍ରିୟ ଫଳ ଷ୍ଟ୍ରବେରୀ ଖାଇବାକୁ ଡରୁଛନ୍ତି କାହିିଁକିନା ଏହି ଦେଶର ଲୋକଙ୍କ ମଧ୍ୟରେ…

ପ୍ରେମ ବିବାହର କରୁଣ ପରିଣତି : ଦଳିତ ଯୁବକଙ୍କୁ ବିବାହ କରିବାରୁ ଝିଅର ହାତ କାଟିଦେଲେ ବାପା

ତେଲେଙ୍ଗାନାରେ ଦଳି ଜ୍ୱାଇଁଙ୍କୁ ନିର୍ମମ ହତ୍ୟା ମାମଲା ଥଣଥଡା ହୋଇଡ଼ି କି ପୁଣି ଆଉ ଏକ ହୃଦୟବିଦାରକ ଘଟଣା ଘଟିଛି । ଦଳିତ ଯୁବକଙ୍କୁ ବିବାହ କରିବାରୁ ବାବ ରାଗରେ ନିଜ ଝିଅର ହାତ କାଟିଦେବା ସହ ଚେହେରାକୁ ମଧ୍ୟ ଆକ୍ରମଣ କରିଛନ୍ତି । ହାଇଦ୍ରାବାଦରେ ଘଟିଛି ଏପରି ଘଟଣା । ସୂଚନା ଅନୁସାରେ…

ଓଡିଶା ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଗିରଫ : ଦିଲ୍ଲୀ ସାକେତ କୋର୍ଟରେ…

କନକ ବ୍ୟୁରୋ : କୋଣାର୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇଥିବା ତଥା ଓଡ଼ିଆ ଲୋକଙ୍କ ଧାର୍ମିକ ଭାବନା ପ୍ରତି କ୍ଷତି ପହଞ୍ଚାଇଥିବା ଅଭିଜିତ ଆୟର ମିତ୍ର ଶେଷରେ ଗିରଫ ହେଲେ । କୋଣାର୍କ, ପୁରୀ ଓ ରାଜ୍ୟ ବିଧାୟକଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଅଭିିଜିତ ।…

ଘରକୋଣରେ ଲୁଚିରହିଛି ମୃତ୍ୟୁ ! ଏଭଳି ଉପାୟରେ ନିଜର ସୁରକ୍ଷା କରନ୍ତୁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ପ୍ରତିବର୍ଷ ଭାରତରେ ପ୍ରାୟ ୪୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘରର ପ୍ରଦୂଷିତ ବାୟୁ ଯୋଗୁଁ ହୋଇଥାଏ । ଘରୁ ବାହାରକୁ ଯିବା ସମୟରେ ବାହାରର ଧୂଆଁ,ଧୂଳି ଏବଂ ବାୟୁ ପ୍ରଦୂଷଣ ଶରୀର ପ୍ରତି ହାନୀକାରକ ହୋଇଥାଏ । କିନ୍ତୁ ବାହାରର ପ୍ରଦୂଷଣ ଠାରୁ ଘରେ ଥିବା…