Daily Archives

September 15, 2018

ରାଜନୀତିରେ ଦାମ-ବିଷ୍ଣୁ ଉପାଖ୍ୟାନ ! ଦଳରୁ ବହିଷ୍କାର ପରେ ତୁଟୁନି ବିବାଦ । ବ୍ୟକ୍ତିଗତ ସ୍ତରରେ ଆରୋପ-ପ୍ରତ୍ୟାରୋପ…

କନକ ବ୍ୟୁରୋ: ବିଜେଡିକୁ ବିଦା ହେବା ପରେ ପାରାଦୀପ ବିଧାୟକ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ଗୋଟିଏ ପଟେ ଦାମ ରାଉତ ଓ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଷ୍ଣୁ ଦାସଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଁଚିଛି । ଅନ୍ୟପଟେ କୁଜଙ୍ଗରେ ବଡ଼ ସମାବେଶ କରି ନବୀନ…

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା ! ପେଟ୍ରୋଲ ଭରୁଥିବା ସମୟରେ ଗାଡିରେ ଲାଗିଲା ନିଆଁ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି…

ଅଳ୍ପକେ ବର୍ତ୍ତିଗଲା ଏକ ବଡ ଦୁର୍ଘଟଣା । ଆଜି ସନ୍ଧ୍ୟା ୫.୪୦ ମିନିଟ ସମୟରେ ଜୟପୁର ସଦରଥାନା ସାମ୍ନାରେ ଥିବା ପେଟ୍ରୋଲ ଟାଙ୍କିରେ ଏକ ବଡ ଧରଣର ଦୁର୍ଘଟଣା ପେଟ୍ରୋଲ ଟାଙ୍କିର କର୍ମଚାରୀ ମାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳି ଯାଇଛି । ସୂଚନା ମୁତାବକ, ଜୟପୁର ସଦରଥାନା ସମ୍ନାରେ ପ୍ରାୟ ୫…

ଭୟ ବଢାଉଛି ବାଘୁଣୀ, ‘ସୁନ୍ଦରୀ’ ପାଇଁ ରାତି ଅନିଦ୍ରା ! ମିଳୁନି ବାଘୁଣୀର ଠିକଣା, ଡେରାଡୁନରୁ ଆଜି ପହଞ୍ଚିଲା…

କନକ ବ୍ୟୁରୋ : ନିଦ ହଜାଇ ଦେଇଛି ସାତକୋଶିଆର ସୁନ୍ଦରୀ । ଗୋଟିଏ ପଟେ ବାଘୁଣୀକୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଛି ବନବିଭାଗ । ଅନ୍ୟପଟେ ବିପ୍ରଡିହ ଗାଁରେ ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଗାଈଗୋରୁ କ୍ଷତବିକ୍ଷତ ହୋଇଥିବା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି କି ବନ ବିଭାଗ…

ବହୁ ସଂଖ୍ୟାରେ ଡାଉନଲୋଡ୍ ହେଉଛି ରେଡିଓ ଚକଲେଟ୍ ଆପ୍ ! କିପରି ଚିହ୍ନିିବେ ଅଫିସିଆଲ୍ ଆପ୍

ପବିତ୍ର ଗଣେଶ ପୂଜାରେ ରେଡିଓ ଚକଲେଟ୍ ୧୦୪ ଏଫ୍.ଏମ୍. ଆପ୍ର ଘୋଷଣା ହେବା ପରଠାରୁ ଓଡ଼଼ିଶା ଏବଂ ଦେଶ ବିଦେଶରେ ଓଡ଼଼ିଆ ଗୀତ ଏବଂ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଲୋକଙ୍କ ମଧ୍ୟରେ ଖୁସି କହିଲେ ନସରେ । ଗୋଟିଏ ଆପରେ ୬ଟି ରେଡ଼ିଓ ଷ୍ଟେସନ୍କୁ ଉପଭୋଗ କରିବାର ମଜା ଶ୍ରୋତଙ୍କ ଖୁସିକୁ ଦୁଇଗୁଣ…

ସାବାଡ୍ ହେବେ ଚାକିରିଆ : ଏଣିକି ଘଂଟା କହିବ କାମ କରୁଛନ୍ତି ନା ବାହାରେ ବୁଲୁଛନ୍ତି କର୍ମଚାରୀ, ସତ ଧରିବ ହାତରେ ଥିବା…

ଏଣିକି କର୍ମଚାରୀଙ୍କ ଉପରେ ନଜର ରଖିବ କର୍ମଚାରୀଙ୍କ ହାତରେ ଥିବା ଘଂଟା । କର୍ମଚାରୀମାନେ ନିଜ ହାତରେ ବାନ୍ଧିଥିବା ଘଂଟା କହିବ କି ସେମାନେ ଅଫିସରେ କାମ ନିଜ ସିଟରେ ବସି କରୁଛନ୍ତି ନା କେଉଁ ଆଡେ ଗାଏବ ହୋଇଯାଇଛନ୍ତି । ଏଥି ସହିତ ହିଁ ବାହାରେ କାମ କରୁଥିବା କର୍ମଚାରୀଙ୍କ ବିଷୟରେ ଏହି ଘଂଟା…

୫୯ ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିଲା ‘ଦୂରଦର୍ଶନ’ ! କିଛି ଏଭଳି ରହିଛି ‘ଦୂରଦର୍ଶନ’ର ଇତିହାସ ।

ଭାରତରେ ଟେଲିଭିଜନ୍ ଇତିହାସର କାହାଣୀ ଦୂରଦର୍ଶନ ସହ ହିଁ ଆରମ୍ଭ ହୋଇଥିଲା । ଦୂରଦର୍ଶନର ସ୍ଥାପନା ପରୀକ୍ଷାମୂଳକ ଭାବେ ଦିଲ୍ଲୀ ଠାରେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ହୋଇଥିଲା । ଆଧୁନିକ ଏବଂ ଡିଜିଟାଲ୍ ସମୟର ଏହି ସମାଜରେ ଲୋକମାନେ ଦୂରଦର୍ଶନ ସମ୍ବନ୍ଧରେ ଅଳ୍ପ ବହୁତେ ହୁଏତ…