Daily Archives

September 2, 2018

ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ! ରଙ୍ଗାରେଡ୍ଡି ଜିଲ୍ଲାରେ ଏକାଠି ହେଲେ ୨୫ ଲକ୍ଷ ଲୋକ, ଆଗୁଆ ନିର୍ବାଚନ…

କନକ ବ୍ୟୁରୋ : ତେଲେଙ୍ଗାନାରେ ବିଶାଳ ଜନସଭା । ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିରେ ୪ବର୍ଷ ଶାସନର ହିସାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । କ୍ୟାବିନେଟ୍ ବୈଠକରେ ଜନତାଙ୍କୁ ଆକର୍ଷିତ କଲା ଭଳି ବଡ ବଡ ଘୋଷଣା କରିବା ପରେ ରଙ୍ଗାରେଡ୍ଡି ଜିଲ୍ଲାରେ ପ୍ରଗତୀ ସଭା କରିଛନ୍ତି…

ଦିଲ୍ଲୀରେ ଓଡ଼ିଆ ଯବାନ ନିଖୋଜ ! ଅଢେଇ ମାସ ହେଲା ମିଳୁନି ଯବାନ ପ୍ରଶାନ୍ତଙ୍କ ପତା, ବୃଦ୍ଧ ବାପା-ମା’ଙ୍କ ଆଖିରୁ ଶୁଖୁନି…

କନକ ବ୍ୟୁରୋ : ଛୁଟିରୁ କାମକୁ ଯିବା ପରେ ଦୀର୍ଘ ଅଢେଇ ମାସ ହେଲା ନିଖୋଜ ଅଛନ୍ତି ଯବାନ । ନିଆଳିରୁ ଦିଲ୍ଲୀ ଯାଇଥିବା ଆର୍ମି ଯବାନ ପ୍ରଶାନ୍ତ ଭୋଇଙ୍କ କୌଣସି ପତା ମିଳୁନାହିଁ । ସେନା ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ ପରେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ…

ରାୟଗଡ଼ାରେ ପ୍ରାଣ ନେଇଗଲା ପାଇଖାନା ଟାଙ୍କି ! ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର ।

କନକ ବ୍ୟୁରୋ : ସାରା ଦେଶ ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଉତ୍ସାହର ସହ ପାଳୁଥିବା ବେଳେ ରାୟଗଡାରେ ବଡ ଅଘଟଣ ଘଟିଯାଇଛି । ନୂଆକରି ତିଆରି ପାଇଖାନା ଟାଙ୍କି ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ସମେତ ୪ ଜଣ ପୁରୁଷ ପ୍ରାଣ ହରାଇଛନ୍ତି । ଆଉ ଜଣେ ଯୁବକଙ୍କ ଜୀବନ ବଂଚିଯାଇଛି ,…

ଭାରତରେ ପହଞ୍ଚିଲା ୩ଟି ଲଢୁଆ ରାଫେଲ ବିମାନ । ଭାରତୀୟ ବାୟୁସେନା ପାଇଲଟ ନେବେ ସ୍ୱତନ୍ତ୍ର ଟ୍ରେନିଂ

ଭାରତରେ ପହଞ୍ଚିଲା ୩ ଲଢୁଆ ରାଫେଲ ବିମାନ । ଗୋଟିଏ ପଟେ ଲଢୁଆ ରାଫେଲ ବିମାନକୁ ନେଇ କଂଗ୍ରେସ ବାରମ୍ବାର ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଫ୍ରାନ୍ସରୁ ୩ଟି ଲଢୁଆ ରାଫେଲ ବିମାନ ଭାରତରେ ପହଞ୍ଚିଛି । ଗ୍ୱାଲିୟର ଏୟାରବେସରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ରାଫେଲ ବିମାନ ରହିବ । ଆଉ ଏହି ସମୟ…

ରାଜଧାନୀରେ ବାଉଁଶରାଣୀ ! ପେଟ ପାଇଁ ରାଜରାସ୍ତାରେ ବାଜି ଲାଗୁଛି ଜୀବନ, କୁନି ଝିଅ ମୁଣ୍ଡରେ ପରିବାର ବୋଝ ।

କନକ ବ୍ୟୁରୋ : ରାଜଧାନୀର ବାଉଁଶରାଣୀ । ଯିଏ ପେଟ ପାଟଣା ପାଇଁ ଦେଖାଉଛି ଖେଳ । ଇଏ ଏମିତି ଏକ ଖେଳ ଯାହା ଅନ୍ୟମାନଙ୍କ ପାଇଁ ମନୋରଂଜନ, ହେଲେ ଖେଳାଳିଙ୍କ ପାଇଁ ବାସ୍ତବରେ ଜୀବନ ମରଣର ଖେଳ । ଦି ଖଣ୍ଡ ବାଉଁଶ ଓ ଖଣ୍ଡିଏ ଦଉଡିରେ ଚାଲିଛି ସାହସିକତାର ଖେଳ । ଦିଖଣ୍ଡ ବାଉଁଶ ଖଣ୍ଡିଏ ଦଉଡି ।…

ଭୁବନେଶ୍ୱର ଉପକଣ୍ଠରେ ବାଘ ଆତଙ୍କ ! ସୁନ୍ଦରପଦାର ଅରକୁଳରେ କଲରାପତରିଆକୁ ଦେଖି ଲୋକ ଭୟଭୀତ, ଖୋଜୁଛି ବନବିଭାଗ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ବାଘ । ରାଜଧାନୀର ସୁନ୍ଦରପଦା ନିକଟରେ ଏକ ବାଘ ଦେଖିବାକୁ ମିଳିଛି । ତେବେ ଏହା ଏକ କଲରାପତରିଆ ବାଘ ହୋଇଥିବା ଅନୁମାନ କରାଯାଉଛି । ବନ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ସେଠାରେ ପହଂଚି ବାଘଟିକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି । ବନ ବିଭାଗର…