Daily Archives

September 2, 2018

ଏମିତି ଏକ ଭୟଙ୍କର ଯୁଦ୍ଧ, ଯେଉଁଥିରେ ଚାଲି ଯାଇଥିଲା ୬ କୋଟିରୁ ଅଧିକ ସୈନିକଙ୍କ ଜୀବନ ।

ଏମିତି ଏକ ଯୁଦ୍ଧ ଯେଉଁଥିରେ ଚାଲି ଯାଇଥିଲା ୬ କୋଟି ଲୋକଙ୍କ ଜୀବନ । ଚାରିଆଡେ ଶୁଭୁଥିଲା ହାହାକାର । ୨ ଡିସେମ୍ବର ୧୯୪୫ । ୭୩ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଜାପାନର ବିଦେଶ ମନ୍ତ୍ରୀ ଆତ୍ମସର୍ମପଣ ଦସ୍ତାବିଜରେ ଦସ୍ତଖତ କରିବା ସହ ଶେଷ ହୋଇଥିଲା ଦ୍ୱିତୀୟ…

୩୨ ବର୍ଷ ହେବ ବ୍ୟାଙ୍କ୍ କର୍ମଚାରୀ ଖୋଜୁଥିଲେ ମୋଦିଙ୍କୁ ! ହେଲେ କାହିଁକି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି) ସେବାର ଗତ ଶନିବୋର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦି ନିଜ ଜୀବନ ସହିତ ଜଡ଼ିତ ଏକ ମଜାଦାର କଥା କହିଥିଲେ। ମୋଦି କହିଥିଲେ, ବ୍ୟାଙ୍କ ଖାତା ବନ୍ଦ କରିବାକୁ ଜଣେ ବ୍ୟାଙ୍କ କର୍ମଚାରୀ…

୨୦୧୯ ନିର୍ବାଚନ ଲଢିବେ କହ୍ନେୟା କୁମାର, ବିଜେପି ସହ ହେବ ସିଧା ଟକ୍କର । ପୂର୍ବରୁ ଦେଶଦ୍ରୋହ ମାମଲାରେ ଯାଇଥିଲେ ଜେଲ

୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି କହ୍ନେୟା କୁମାର । ଦିଲ୍ଲୀର ଜବହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ନିର୍ବାଚନ ଲଢିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠୁ ବଡ କଥା ହେଲା, କହ୍ନେୟା କୁମାର ମହାଗଠବନ୍ଧନରୁ ପ୍ରାର୍ଥୀ ହେବା ସହ…

୧୫ଟି ଗୋଲ୍ଡ ଜିତି ୬୭ ବର୍ଷ ପୁରୁଣା ଇତିହାସକୁ ଦୋହରାଇଲା ଭାରତ । ଗୋଲ୍ଡ ଜିତିଥିବା ସମସ୍ତ ଆଥଲେଟଙ୍କ ଉପରେ ନଜର…

ଭାରତ ୧୮ତମ ଏସିଆନ ଗେମ୍ସରେ ୧୫ ଗୋଲ୍ଡ, ୨୪ ସିଲଭର ଓ ୩୦ ବ୍ରୋଂଜ ମେଡାଲ ମିଶାଇ ମୋଟ୍ ୬୯ ମେଡାଲ ଜିତିଛନ୍ତି । ଏହା ସହିତ ୨୦୧୦ର ଏସିଆନ୍ ଗେମ୍ସରେ ଜିତିଥିବା ସବୁଠାରୁ ଅଧିକ ୬୪ଟି ମେଡାଲର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ସେଇଠି ୧୫ଟି ଗୋଲ୍ଡ ହାସଲ କରି ଆମ ଖେଳାଳୀ ୬୭ ବର୍ଷ ପୁରୁଣା…

ଇଣ୍ଡିଆନ ଆଇଡଲରେ ଓଡିଆ ପୁଅଙ୍କ ସ୍ୱରର ଯାଦୁ ! ଟପ୍ ୧୦ରେ ସ୍ଥାନ ପକ୍କା କଲେ ବିଶ୍ୱଜିତ୍ ମହାପାତ୍ର ।

କନକ ବ୍ୟୁରୋ : ସ୍ୱର ଯାଦୁକର ବିଶ୍ୱଜିତ୍ । ଇଣ୍ଡିଆନ ଆଇଡଲ ଟପ ଫୋର୍ଟିନରେ ସ୍ଥାନ ପକ୍କା କରିଛନ୍ତି ଓଡିଆ ଯୁବକ ବିଶ୍ୱଜିତ ମହାପାତ୍ର । ନିଜ ସ୍ୱରର ଯାଦୁରେ ଅଗଣିତ ଦର୍ଶକ ଓ ବିଚାରପତିଙ୍କ ହୃଦୟ ମନ ଜିଣୁଛନ୍ତି ଏହି ଯୁବ ପ୍ରତିଭା । କଳାହାଣ୍ଡି ଜିଲ୍ଲାର ବିଶ୍ୱଜିତ୍ ସବୁ ପ୍ରକାର ଗୀତ ଗାଇ…

ଏଣିକି ଖାଦ୍ୟସାମଗ୍ରୀରେ ହେଉଥିବା ଅପମିଶ୍ରଣକୁ ନିଜେ କରିପାରିବେ ଚିହ୍ନଟ : ଗବେଷକଙ୍କ ନୂଆ ବୈଷୟିକ କୈାଶଳ କାମକୁ କରିବ…

କେତେ ଭଲ ହେବ ଆମେ ଯେତେବେଳେ ଜାଣିପାରିବା କି ଆମେ ଖାଉଥିବା ଖାଦ୍ୟ ଶୁଦ୍ଧ ନା ନାହିଁ ? ଅପମିଶ୍ରଣ କରୁଥିବା ଲୋକ ଏମିତି ଭାବେ ଅପମିଶ୍ରଣ କରନ୍ତି ଯେ, ତାକୁ ଧରିବା ମୁସ୍କିଲ ହୋଇପଡେ । କିନ୍ତୁ ବୈଷୟିକ କୈାଶଳ ଏହି କାମକୁ ସହଜ କରିଦେଇଛି । ଆପଣଙ୍କ ପାଇଁ ଖୁସି ଖବର ଯେ, ଆପଣ ନିଜେ…