Daily Archives

May 30, 2018

ଏଣିକି ପାଣିରେ ଚାଲିବ କାର ! ସରିଲା ପ୍ରସ୍ତୁତି, ଖୁବ ଶୀଘ୍ର ବଜାରରେ ହେବ ଲଞ୍ଚ ।

ଏଣିକି ଆପଣ ପାଣିରେ ମଧ୍ୟ କାର ଚଲାଇପାରିବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଖୁବ ଶୀଘ୍ର ଆପଣଙ୍କ ପାଖକୁ ଆସିବ ପାଣିରେ ଚାଲୁଥିବା କାର । ପ୍ୟାରିସ ଉଦ୍ଭାବନ କରିଛି ଉଭୟ ଜଳ ଏବଂ ସ୍ଥଳରେ ଚାଲିବା ଭଳି କାର । ଏହା ଦୁନିଆର ପ୍ରଥମ କାର ଯାହାକି ସ୍ଥଳ ଏବଂ ଜଳରେ ଯାତ୍ରା…

ଖୋର୍ଦ୍ଧାରେ ଖୋଲିବ ନୂଆ ଏୟାରପୋର୍ଟ ! ସରିଲା ସ୍ଥାନ ଚିହ୍ନଟ, ଖୁବ ଶୀଘ୍ର ଆରମ୍ଭ ହେବ କାମ ।

କନକ ବ୍ୟୁରୋ : ଖୋର୍ଦ୍ଧାରେ ନିର୍ମାଣ କରାଯିବ ଦ୍ୱିତୀୟ ଏୟାରପୋର୍ଟ । ଏଥିପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଖୋର୍ଦ୍ଧା ନିକଟରେ ବିମାନବନ୍ଦର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ପକ୍ଷରୁ…

ରାଜ୍ୟ ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ଚେତାବନୀ, ରଥଯାତ୍ରା ପୂର୍ବରୁ ଗୋବର୍ଦ୍ଧନ ମଠ ଜମି ନ ଫେରାଇଲେ ଦେବାଦେବୀଙ୍କ…

କନକ ବ୍ୟୁରୋ : ଗୋବର୍ଦ୍ଧନ ମଠ ଜମିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏପରିକି ଶଙ୍କରାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଗୋବର୍ଦ୍ଧନ ମଠ ଜମିକୁ ଶ୍ରୀଜଗନ୍ନାଥ ପରିଚାଳନା କମିଟି ନାଁରେ କରିବା ପାଇଁ ପୁୁରୀ…

ବରୁଣେଇ ଠାରେ ନିର୍ମାଣ ହେବ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ! ୯୦ କୋଟି ଟଙ୍କା ପ୍ରଦାନ ପାଇଁ ନିଆଗଲା ନୀତିଗତ…

କନକ ବ୍ୟୁରୋ : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି  ଅବସରରେ ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ପ୍ରଦାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି । ବରୁଣେଇ ସହ ପୁରୀର ବ୍ରହ୍ମଗିରି ଗଡ ରୋଡଙ୍ଗ ଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ…

ଜାତିସଂଘର ବଡ଼ ରିପୋର୍ଟ ! ଶାନ୍ତିବାହିନୀରେ ୭୦ବର୍ଷ ଭିତରେ ସହିଦ ହୋଇଛନ୍ତି ଅଧିକ ଭାରତୀୟ

କନକ ବ୍ୟୁରୋ : ଶାନ୍ତି ରକ୍ଷା ଦିଗରେ ଗତ ୭୦ବର୍ଷ ମଧ୍ୟରେ ସବୁଠୁ ଅଧିକ ସୁରକ୍ଷାକର୍ମୀଙ୍କୁ ହରାଇଛି ଭାରତ । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟ ଅନୁଯାୟୀ ୧୯୪୮ ମସିହାରୁ ୩ହଜାର ୭୩୭ ଜଣ ଶାନ୍ତି ବାହିନୀ ବା ଶାନ୍ତି ଯବାନ ପ୍ରାଣ ହରାଇଛନ୍ତି ।…

ନବୀନ ନିବାସରେ ନୂଆଦିଲ୍ଲୀ ରାଜନୀତି ଚର୍ଚ୍ଚା ! ପଖାଳ କଂସାର ପଲିଟିକ୍ସକୁ ନେଇ ଜାତୀୟ ଗଣମାଧ୍ୟମରେ ସମୀକ୍ଷା

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ କାର୍ଯ୍ୟକ୍ରମରେ ଭେଟେରାନ୍ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗ ଦେବାକୁ ସ୍ୱୀକୃତି ଦେବା ପରେ ଜାତୀୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି । କଂଗ୍ରେସ କହିଛି, ପ୍ରଣବ ଏହାକୁ ପୁନର୍ବିଚାର କରିବା ଉଚିତ ।…