Daily Archives

May 26, 2018

ଧୋକା ଖାଇଯିବ ଆଖି ! ଓଡ଼ିଶା ବଜାରରେ ବୁଲୁଛି ବିଡ଼ା ବିଡ଼ା ନକଲି ୨୦୦୦ ଟଙ୍କା ନୋଟ

କନକ ବ୍ୟୁରୋ : ବାଂଲାଦେଶରୁ ଭାରତକୁ ଲମ୍ବିଛି ଜାଲ୍ ନୋଟର କାରବାର । ଅସଲି ୨ହଜାର ନୋଟର ଅବିକଳ । ଯାହାକୁ ଦେଖିଲେ ସହଜରେ ଚିହ୍ନିହେବନି । ଖୋର୍ଦ୍ଧା ଷ୍ଟେସନରୁ ଏଭଳି ଜାଲ୍ ନୋଟକୁ ରାଜସ୍ୱ ଗୁଇନ୍ଦା ବିଭାଗ ଜବତ କରିବା ପରେ ଏହାର ତନାଘନା ଆରମ୍ଭ କରିଛି ଏନଆଇଏ । ବାଂଲାଦେଶରୁ କିଭଳି ଏତେ…

ଆପଣ ଅଧିକ ସମୟ ଧରି ଟିଭି କିମ୍ବା କମ୍ପ୍ୟୁଟର ଦେଖୁଛନ୍ତି କି ? ତେବେ ସାବଧାନ, ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ…

ଆଜିକାଲି ପ୍ରାୟ ସମସ୍ତେ ଟିଭି ଏବଂ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି । ସେ ଧନୀ ହେଉ କିମ୍ବା ଗରିବ ପ୍ରାୟ ସମସ୍ତଙ୍କ ଘରେ ଟିଭିଟିଏ ରହିଛି । ସେଥି ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ଟିଭି ଦେଖିବା ଏକ ଅଭ୍ୟାସ ପାଲଟି ଯାଇଛି । ଏପରିକି ସେମାନେ ଟିଭି ନଦେଖି ରହିପାରନ୍ତି ନାହିଁ…

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି । ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜକୁ ଶତ ପ୍ରତିଶତ ଗ୍ରାଣ୍ଟ, ଉପକୃତ ହେବେ ୨୫ ହଜାର ୬୦୦…

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି । ଆଜି ରାଜ୍ୟ କ୍ୟାବିନେଟରେ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗାଇଲେ ହୋଇପାରେ ଜେଲ ! ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ରହିଛି ଡେଡଲାଇନ୍ ।

ଆପଣଙ୍କ ଗାଡି କେତେବି ପୁରୁଣା ହେଉନା କାହିଁକି ଜୁଲାଇ ୩୧ ତାରିଖ ପୂର୍ବରୁ ଆପଣଙ୍କୁ ଲଗାଇବାକୁ ପଡିବ ହାଇ ସିକ୍ୟୁରିଟି ନିବନ୍ଧନ ନମ୍ବର ପ୍ଲେଟ । ଏହାକୁ ଉଲ୍ଲଙ୍ଘନ କଲେ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ କିମ୍ବା ୧ ମାସ ଜେଲ ଦଣ୍ଡ ଭୋଗିବାକୁ…

ମୋଦିଙ୍କ ସମାବେଶରେ ବିଜୟ ଓ ଦିଲ୍ଲୀପଙ୍କର ମିଳିଲାନି ଦେଖା ! କଣ ରହିଛି ଏହା ପଛର ରହସ୍ୟ

କଟକ ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ସଫଳତା ଉତ୍ସବ ପାଳନ କରିଛନ୍ତି । କଟକରେ ଆୟୋଜିତ ହୋଇଥିବା ଜନକଲ୍ୟାଣ ସମାବେଶ ବିଜେପି ୪ ବର୍ଷରେ କଣ ସବୁ ସଫଳତା ହାସଲ କରିଛି ତାର ହିସାବ ନିକାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବଂ…

ମୋବାଇଲ ନମ୍ବର କହିବ ଆପଣଙ୍କ ବୟସ କେତେ ! ନମ୍ବରର ଶେଷ ଅଙ୍କରୁ ପାଇପାରିବେ ବୟସର ସୂଚନା, ଜାଣନ୍ତୁ କିପରି ।

ଆପଣ ହୁଏତ ପିଲାଦିନେ ଏପରି ଅନେକ ଖେଳ ଖେଳିଥିବେ। ଏବେ ହୁଏତ ଏସବୁ କଥା ଆମ ପାଇଁ ଆଉ ସେପରି ଗୁରୁତ୍ୱ ରଖୁ ନାହିଁ । ମାତ୍ର ପିଲାଙ୍କ ସକାଶେ ଏହା ଖୁବ୍ ମଜାଦାୟକ ହୋଇଥାଏ । ଏପରି ଏକ ଖେଳ ଖେଳିବା ସହ ଆପଣ ମନୋରଞ୍ଜନ କରିବା ସହ ନିଜ ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ମ କରିପାରିବେ । ସବୁଠାରୁ…