Daily Archives

May 13, 2018

ବଢ଼ିଲା ପୁଲିସର ଚିନ୍ତା, ମାଓବାଦୀଙ୍କ ହାତରେ ଏକେ ୪୭ । ପାଟଣାଗଡ ବେଲପଡା ଏନକାଉଂଟରରେ ୨ମାଓବାଦୀ ନିହତ । ଏକେ ୪୭ ସମେତ…

କନକ ବ୍ୟୁରୋ: ବଲାଙ୍ଗୀର ସୀମାନ୍ତ ଜଙ୍ଗଲରେ ପୋଲିସ-ଏସଓଜି ଓ ଡିଭିଏଫ୍ କରିଛି ବଡ ଧରଣର ମାଓ ଅପରେସନ୍ । ଯେଉଁଥିରେ ଦୁଇ ଜଣ ହାର୍ଡକୋର ନକ୍ସଲ ପ୍ରାଣ ହରାଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନକ୍ସଲଙ୍କଠାରୁ ପୋଲିସକୁ ମିଳିଛି ଗୋଟିଏ ଏକେ-୪୭ ରାଇଫଲ । ଲାଲଗଡରେ ନକ୍ସଲଙ୍କ ହାତରେ…

ମାଆ ତୁଝେ ସଲାମ… ପିଲାଙ୍କ ଭବିଷ୍ୟତ ପାଇଁ କିଏ ହେଇଛି କୁଲି ତ ଆଉ କିଏ ରିକ୍ସା ଚଲେଇ ସହିଛି ଅନେକ ଯନ୍ତ୍ରଣା..

କଅଁଳ ଶିଶୁଟିର ଓଠରୁ ପ୍ରଥମେ ଝରି ପଡୁଥିବା ଅର୍ଥ ବୋଧକ ଶବ୍ଦ ହେଉଛି ମାଆ । ଗୋଟିଏ ଶବ୍ଦ ଭିତରେ କୋଟିଏ ଆବେଗ ସର୍ବଦା ଭରି ରହିଥାଏ । ମାତୃ ଦିବସରେ ସମସ୍ତେ ନିଜ ନିଜର ମାଆ ପାଇଁ ଦୂରରେ ଥାଇ ମଧ୍ୟ ମେସେଜ୍ କରିଥିବେ । ଆଉ କିଏ ପାଖରେ ପାଇ ମାଆ ପଣତ କାନିରେ ମୁଣ୍ଡ ରଖି ଆର୍ଶୀବାଦ କାମନା…

ଖାଇବା ପରେ ଗାଧୋଉଛନ୍ତି କି? ଜାଣନ୍ତୁ ଏହାଦ୍ୱାରା ଶରୀରକୁ କି ପ୍ରକାରର କ୍ଷତି ଘଟିଥାଏ

ଖାଦ୍ୟ ଏକ ମୌଳିକ ଆବଶ୍ୟକତା । ସ୍ୱାସ୍ଥ୍ୟ ସହିତ ଖାଦ୍ୟର ସିଧାସଳଖ ସଂପର୍କ ରହିଛି । ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ତେବେ ଖାଦ୍ୟକୁ ଗୁରୁତ୍ୱ ଦେବା ଏକ ଭଲ ଅଭ୍ୟାସ,କିନ୍ତୁ ଖରାପ ଅଭ୍ୟାସ ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇଥାଏ । ତେବେ ଖାଦ୍ୟକୁ ନେଇ ଥିବା ଏକ ଅଭ୍ୟାସ ବିଷୟରେ…

ମହାନଦୀ ସୁରକ୍ଷା ନେଇ ବିଜେଡିର ପଥପ୍ରାନ୍ତ ସଭା । ମହାନଦୀ ଅବବାହିକାରେ ଅବସ୍ଥିତ ୧୫ଟି ଜିଲ୍ଳାରେ କରିବ ସଭା

କନକ ବ୍ୟୁରୋ: ମହାନଦୀ ସୁୂରକ୍ଷା ପାଇଁ ବିଜେଡି ଆରମ୍ଭ କରିବ ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଯାତ୍ରା । ମେ ୧୬ ତାରିଖରେ ଝାରସୁଗୁଡ଼ାର ଲଖନପୁର ବ୍ଲକ୍ ସୁଖାଶୋଡ଼ାରୁ ଆରମ୍ଭ ହେବ ସଚେତନତା ଅଭିଯାନ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖାଶୋଡ଼ାରେ ଆୟୋଜିତ ଏକ ସାଧାରଣ…

ସତର୍କ ଘଂଟି: ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା । ୫୦ରୁ ୬୦ କି.ମି ବେଗରେ ପବନ ବହିବା ସମ୍ଭାବନା ।…

କନକ ବ୍ୟୁରୋ: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ୧୬ଟି ଜିଲ୍ଲାରେ ପ୍ରବଳ ପବନ ବୋହିବା ସହ ବର୍ଷା ହୋଇପାରେ । ଏଥିପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,…

ଆମାଜନ୍ ସମରସେଲ୍ ଧାମାକା! ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଉପରେ ଆମାଜନ୍ ଦେଉଛି ଆକର୍ଷଣୀୟ ଡିସକାଉଣ୍ଟ..…

ଆଜି ଠାରୁ ଆରମ୍ଭ ହୋଇଛି ଆମାଜନ୍ ସମର ସେଲ୍ ଧମାକା । ନାମିଦାମୀ ସ୍ମାର୍ଟ ଫୋନ୍ ସହିତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସ ଉପରେ ଆମାଜନ ଦେଉଛି ଆର୍ଷଣୀୟ ଅଫର । ମେ ୧୩ ରୁ ୧୬ ତାରିଖ ୪ ଦିନ ଧରି ଏହାର ଲାଭ ଆପଣମାନେ ଉଠାଇ ପାରିବେ । କାହା ଉପରେ କେତେ ଟଙ୍କାର ଡିସକାଉଣ୍ଟ୍:- Honor 7X (4GB…