Daily Archives

May 9, 2018

ଢେଙ୍କାନାଳ ଜିଲ୍ଲା ପରିଷଦ ବୈଠକରେ ମନ୍ତ୍ରୀ ବନାମ ବିଜେପି ସଭ୍ୟ । ସଭା ଚାଲିଥିବା ବେଳେ ପରିବହନ ମନ୍ତ୍ରୀ ପଚାରିଲେ ହୁ…

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରିଷଦ ବୈଠକରେ ମନ୍ତ୍ରୀ ବନାମ ଜିଲ୍ଲା ପରିଷଦ ସଭ୍ୟ । ପରଜଙ୍ଗ ବିଧାୟକ ତଥା ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ବାକ୍ ବିତଣ୍ଡା କରିଛନ୍ତି ବିଜେପି ଜିଲ୍ଲା ପରିଷଦ ସଭ୍ୟ । ଭରା ସଭାରେ ମନ୍ତ୍ରୀ ସଭ୍ୟଙ୍କୁ ପଚାରିଛନ୍ତି ହୁ ଆର ୟୁ? ଯାହାର ଜବାବ ରଖି ବିଜେପି…

ଏସବିଆଇ ଆଣିଛି ନୂଆ କାର ଲୋନ ଯୋଜନା ! ଜିରୋ ଡାଉନପେମେଣ୍ଟ ସହ ରହିଛି ଅନେକ ସୁବିଧା ।

ସମସ୍ତେ ନିଜ ଜୀବନରେ ଅନେକ ସ୍ୱପ୍ନ ଦେଖିଥାନ୍ତି । କିଏ ଭଲ ଖାଇବା ପାଇଁ ପସନ୍ଦ କରିଥାଏ ତ ଆଉ କିଏ ଭଲ ଘରେ ରହିବା ପାଇଁ । କିନ୍ତୁ ଏକ ଭଲ ଗାଡି ଟିଏ କିଣିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । ତେବେ ଆପଣ ଆପଣଙ୍କର ସ୍ୱପ୍ନର ଗାଡି କିଣିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ଷ୍ଟେଟ…

କଂଗ୍ରେସ୍ ଅଧ୍ୟକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡା ସମାଲୋଚନା । ମୋଦି କହିଲେ,ଅପରିପକ୍ୱ ଓ ଅହଙ୍କାରୀ ରାଜନେତା

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ହେବେ ବୋଲି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟରୁ ଖିଅ ଧରି ମୋଦି କରିଛନ୍ତି ଜୋରଦାର ଆକ୍ରମଣ । ରାହୁଲଙ୍କୁ ଇସାରା କରି ମୋଦି କହିଛନ୍ତି, ଏହି ନାମଦାର ନେତା ନିଜ ମେଂଟ ସହଯୋଗୀଙ୍କୁ ବିଶ୍ୱାସ କରନ୍ତି ନାହିଁ ଏବଂ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ଖାତିର କରନ୍ତି…

ବାପା ପୁଅ ଆଉ ପାରାଦ୍ୱୀପ ଆସନ । ଦାମ ରାଗିଲେ, ବିଷ ଉଗାଳିଲେ । ସମ୍ବିତ କହିଲେ, ଅତୀତରେ ଟିକେଟ ମିଳିଥିଲା, ଲଢିନଥିଲି

କନକ ବ୍ୟୁରୋ: ଏକ ଦଳୀୟ ସମୀକ୍ଷା ବୈଠକରେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଡକା ନଯାଇ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଖବର, ଚର୍ଚ୍ଚାକୁ ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ଦାମ ଓ ତାଙ୍କ ପୁଅ ସମ୍ବିତ । ଦାମ ପ୍ରଶ୍ନ କରିଛନ୍ତି,…

ଲିଫ୍ଟ ବନ୍ଦ ହୋଇଗଲେ କଣ କରିବେ ? ଏହି ସମୟରେ ନିଜକୁ କିପରି ବଂଚାଇବେ, ଜାଣନ୍ତୁ

ଯଦି ଆପଣ କୌଣସି ଉଚ୍ଚ ମହଲାରେ ରହୁଛନ୍ତି କିମ୍ବା ସେଭଳି କୌଣସି ବିଲ୍ଡିଂରେ କାମ କରୁଛନ୍ତି ଏବଂ ସିଡିରେ ନ ଯାଇ ଲିପ୍ଟରେ ଯାଇଛନ୍ତି ତେବେ ଆପଣଙ୍କ ମନରେ ଲିଫ୍ଟକୁ ନେଇ ଏଣୁତେଣୁ ପ୍ରଶ୍ନ ନିଶ୍ଚୟ ଆସିଥିବ । କାରଣ ଯେଭଳି ଭାବରେ ଲିଫ୍ଟକୁ ନେଇ ଦୁର୍ଘଟଣାମାନ ଘଟିଚାଲିଛି । ସେ ସବୁ ଜାଣିବା…

କ’ଣ ପାଇଁ ହୋଇଥାଏ ଭୂମିକମ୍ପ ! ଜାଣନ୍ତୁ ତୀବ୍ରତା ଅନୁଯାୟୀ କ’ଣ ପଡିଥାଏ ପ୍ରଭାବ ।

ଦିଲ୍ଲୀ ଏମସିଆର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଯେତେ ଅଧିକ ଭୂମିକମ୍ପ ଆସିଥାଏ, କମ୍ପନର ମାତ୍ରା ସେତେ ଅଧିକ ହୋଇଥାଏ । ଯେଉଁଠାରେ ୭.୯ ରିକ୍ଟର ସ୍କେଲ ତୀବ୍ରତା ଭୂମିକମ୍ପରେ ବଡ ବଡ ବିଲ୍ଡିଂ ଗଳି ପଡିଥାଏ ସେଠାରେ ୨.୯ ରିକ୍ଟର ସ୍କେଲ…