ଓଡ଼ିଆ ବହୁତ ହି ବଡ଼ିଆ ! ରଥଯାତ୍ରା ଅବସରରେ ବୀରେନ୍ଦ୍ର ସେହ୍ୱାଗଙ୍କ ଟ୍ୱିଟ୍

115

Capture1ରଥଯାତ୍ରା ଅବସରରେ କ୍ରିିକେଟ୍ ତାରକା ବୀରେନ୍ଦ୍ର ସେହ୍ୱାଗଙ୍କ ଟ୍ୱିଟ୍ । ଲେଖିଛନ୍ତି ‘ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ବର୍ଷା କରନ୍ତୁ ଏବଂ ସମସ୍ତ ସୈତାନଙ୍କୁ ଦୂରେଇ ଦିଅନ୍ତୁ । ଏହା ପରେ ସେ ମମସ୍ତଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଟ୍ୱିଟ୍ ଶେଷରେ ଲେଖଛନ୍ତି ‘ଓଡ଼ିଆ ବହୁତ ହି ବଡ଼ିଆ’ ,ଯାହା ଏବେ ଚର୍ଚ୍ଚାରେ ।