ସରିଲା ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି, ମହାପ୍ରଭୁଙ୍କୁ ଭୋଗ ଲାଗି ପରେ ପଣାହାଣ୍ଡି ଭାଙ୍ଗି ଚଣ୍ଡି ଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ

61