Browsing Tag

Mahatma Gandhi

ମହାତ୍ମା ଗାନ୍ଧିଙ୍କ ମୁହଁରେ ସିଗାରେଟ୍ ରଖି ସେଲଫି ନେବା ପଡିଲା ମହଙ୍ଗା ! ଦୁଇ ଯୁବକଙ୍କ ନାଁରେ ଥାନାରେ ଏତଲା

କନକ ବ୍ୟୁରୋ: ମହାତ୍ମା ଗାନ୍ଧିଙ୍କ ମୁହଁରେ ସିଗାରେଟ୍ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାମୁଗୁଡା ଗାଁରେ । କୋଷାମୁଗୁଡା ମହାତ୍ମା ଗାନ୍ଧି ଶିଶୁ ଉଦ୍ୟାନରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମୁହଁରେ ଜଳନ୍ତା ସିଗାରେଟ୍ ଲଗାଇ…