Browsing Tag

digital payment

ଡିଜିଟାଲ୍ ପେମେଣ୍ଟ୍ କଲେ ଟାକ୍ସ ଉପରେ ମିଳିବ ୨ପ୍ରତିଶତ ରିହାତି ! ଜିଏସଟି କାଉନସିଲରେ ହେବ ନିଷ୍ପତ୍ତି

କ୍ୟାସଲେସ୍ କାରବାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଏଥିପାଇଁ ୨ ପ୍ରତିଶତ ରିହାତି ଦେବା ପାଇଁ ବିଚାର କରୁଛନ୍ତି । ଡିଜିଟାଲ ପେମେଣ୍ଟ କରିବା ଦ୍ୱାରା ମିଳିବ ୨ ପ୍ରତିଶତ ରହାତି । ଡିସେମ୍ବରରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏନେଇ ହେବ ନିଷ୍ପତ୍ତି ।…